ନୂଆଦିଲ୍ଲୀ,୩୦।୯: ଶିଳ୍ପପତୀ ଗୌତମ ଆଦାନି ଏସିଆର ଧନୀ ତାଲିକାରେ ଦ୍ୱିତୀୟ ସ୍ଥାନ ଅଧିକାର କରିଛନ୍ତି। ଗତ ବର୍ଷ ଅପେକ୍ଷା ତାଙ୍କ ସମ୍ପତ୍ତି ୪ ଗୁଣା ବୃଦ୍ଧି ପାଇଛି।…
ଆନନ୍ଦପୁର,୩୦।୯(ସ୍ବ.ପ୍ର.): କେନ୍ଦୁଝର ଜିଲା ୨୦ ନମ୍ବର ଜାତୀୟ ରାଜପଥ ଘସିପୁରା ଥାନା ଅଧୀନ ଦରଖଳାଠାରେ ଏକ ସଡ଼କ ଦୁର୍ଘଟଣା ହୋଇଥିଲା। ଏଥିରେ ଗୁରୁତର ଆହତ ହୋଇଥିବା ଜଣେ…
କୋକସରା,୩୦।୯(ଡି.ଏନ.ଏ): କଳାହାଣ୍ଡି ଜିଲା କୋକସରା ବ୍ଲକ ମୋଟେର ପଞ୍ଚାୟତ ଅଧୀନ ଜଲତାମୁଣ୍ଡା ଗାଁରେ ଲଗାଣ ବର୍ଷାରେ ଏକ ଘର ଭାଙ୍ଗି ଯାଇଛି। ଏଥିରେ ଦୁଇ ବିଧବା ମା…
ନୂଆଦିଲ୍ଲୀ,୩୦।୯: କଂଗ୍ରେସ ବନାମ କଂଗ୍ରେସ କଳି ଘନେଇବାରେ ଲାଗିଛି। ଜି-୨୩ର ସଦସ୍ୟ କପିଲ ସିବଲ କଂଗ୍ରେସ ହାଇକମାଣ୍ଡଙ୍କ ଉପରେ ବର୍ଷିବା ପରେ ତାଙ୍କ ଘର ଉପରେ ଟମାଟର…
ଆନନ୍ଦପୁର,୩୦ା୯(ସ୍ବ.ପ୍ର.): କେନ୍ଦୁଝର ଜିଲା ଘସିପୁରା ଥାନା ଅଧୀନ ଇନ୍ଦୁପୁରା ଗ୍ରାମରେ ଗୁରୁବାର ଏକ ଅଘଟଣ ଘଟିଛି। ମୋବାଇଲରେ ଗେମ୍ ଖେଳିବାକୁ ମନା କରିବାରୁ ଜଣେ ନବମ ଶ୍ରେଣୀ…
ଦୁବାଇ,୩୦।୯: ନିକଟରେ କୋଲକାତା ନାଇଟ୍ ରାଇଡର୍ସ (କେକେଆର୍) ଓ ଦିଲ୍ଲୀ କ୍ୟାପିଟାଲ୍ସ ମଧ୍ୟରେ ଏକ ଆଇପିଏଲ ମ୍ୟାଚ୍ ଖେଳାଯାଇଥିଲା। ମ୍ୟାଚ୍ରେ ଦିଲ୍ଲୀ ବ୍ୟାଟିଂ କରୁଥିବା ବେଳେ ଫିଲ୍ଡରଙ୍କ…
ଭୁବନେଶ୍ୱର,୩୦।୯: ପିପିଲି ଉପନିର୍ବାଚନରେ ସନ୍ଧ୍ୟା ୫ଟା ସୁଦ୍ଧା ୬୮.୪୦ ପ୍ରତିଶତ ମତଦାନ ହୋଇଥିବା ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶୀଲ କୁମାର ଲୋହାନୀ ସୂଚନା ଦେଇଛନ୍ତି। ସେ…
ଭୁବନେଶ୍ୱର,୩୦।୯(ବ୍ୟୁରୋ): ରାଜ୍ୟ ସରକାର ଅକ୍ଟୋବର ମାସ ପାଇଁ ନୂତନ ଗାଇଡ୍ଲାଇନ ଆଣିଛନ୍ତି। ଏସ୍ଆର୍ସି ପ୍ରଦୀପ ଜେନା ଗୁରୁବାର ଏହି ନୂତନ ଗାଇଡ୍ଲାଇନ ଘୋଷଣା କରିଛନ୍ତି। ଗାଇଡ୍ଲାଇନରେ ଅକ୍ଟୋବର…
ବାଙ୍ଗାଲୋର,୩୦।୯: ଜଣାଶୁଣା କନ୍ନଡ ଟେଲିଭିଜନ ଆକ୍ଟ୍ରେସ ସୌଜନ୍ୟା ଗୁରୁବାର ଆତ୍ମହତ୍ୟା କରିଛନ୍ତି। ସେ ବାଙ୍ଗାଲୁରୁର କୁମ୍ବାଲଗୋଡୁ ଆପାର୍ଟମେଣ୍ଟରେ ଫାଶୀ ଲଗାଇ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି। ତାଙ୍କ ମୃତଦେହ…
ନୂଆଦିଲ୍ଲୀ,୩୦।୯: “ମୁଁ ଅମରିନ୍ଦର ସିଂ। ଭାରତୀୟ ଫୁଟବଲ ଦଳର ଗୋଲକିପର। ମୁଁ ପଞ୍ଜାବର ମୁଖ୍ୟମନ୍ତ୍ରୀ ନୁହେଁ। ଏଣୁ ଦୟାକରି ମୋତେ ଟ୍ୟାଗ କରନ୍ତୁ ନାହିଁ”। ଏଭଳି ଟୁଇଟ୍…