ଅଧା ବୁଲାଇ ପର୍ଯ୍ୟଟକଙ୍କୁ ଛାଡ଼ିଦେଲା ବ୍ୟାଟେରି ଗାଡ଼ି

ବାରଙ୍ଗ,୨୧।୧୦(ଡି.ଏନ୍‌.ଏ.): ନନ୍ଦନକାନନର ବ୍ୟାଟେରି ଚାଳିତ ଗାଡ଼ିକୁ ନେଇ ବୁଧବାର ପର୍ଯ୍ୟଟକଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି। ୨୫ଜଣ ବଙ୍ଗୀୟ ପର୍ଯ୍ୟଟକ ନନ୍ଦନକାନନ ବୁଲିବାକୁ ଆସିଥିବାବେଳେ ଏକକାଳୀନ ବ୍ୟାଟେରି ଅଟୋରେ…

ଜୁଆରେ ହାରି ବନ୍ଧା ପଡ଼ିିଲେ ମହାପ୍ରଭୁ

ପୁରୀ ଅଫିସ, ୨୧।୧୦: ଶ୍ରୀମନ୍ଦିରରେ ବୁଧବାର କୁମାର ପୂର୍ଣ୍ଣିମା ନୀତି ପାଳିତ ହୋଇଛି। ଏହି ଅବସରରେ ମହାପ୍ରଭୁ ଶ୍ରୀଜଗନ୍ନାଥ ଜୁଆଖେଳରେ ହାରି ମହାଲକ୍ଷ୍ମୀଙ୍କ ନିକଟରେ ୭ଦିନ ପାଇଁ…

ଉଦ୍‌ବେଗ ପ୍ରକାଶ କଲେ ଏନ୍‌ସିଡବ୍ଲ୍ୟୁ

ଭୁବନେଶ୍ୱର,୨୧।୧୦(ବ୍ୟୁରୋ): କଳାହାଣ୍ଡି ଜିଲା ମହାଲିଙ୍ଗ ସନ୍‌ସାଇନ ଇଂଲିଶ ମିଡିୟମ ସ୍କୁଲ ଅଧ୍ୟକ୍ଷା ମମିତା ମେହେରଙ୍କ ହତ୍ୟା ଘଟଣାକୁ ନେଇ ଜାତୀୟ ମହିଳା କମିଶନ (ଏନ୍‌ସିଡବ୍ଲ୍ୟୁ) ଅଧ୍ୟକ୍ଷା ରେଖା…

ପେଟ୍ରୋଲ ୩୬, ଡିଜେଲ ୩୮ ପଇସା ବଢ଼ିଲା

ଭୁବନେଶ୍ୱର,୨୧।୧୦: ଦୁଇଦିନ ବିରତି ପରେ ପୁଣି ଥରେ ପେଟ୍ରୋଲ ଏବଂ ଡିଜେଲ ଦର ବଢ଼ିଛି। ବୁଧବାର ଭୁବନେଶ୍ୱରରେ ପେଟ୍ରୋଲ ଲିଟର ପିଛା ୩୬ ପଇସା ବଢ଼ି ୧୦୭.୧୩…

‘ଟ୍ରୁଥ୍ ସୋସିଆଲ’ ନାଁରେ ନିଜର ସୋସିଆଲ ମିଡିଆ ପ୍ଲାଟଫର୍ମ ଲଞ୍ଚ କରିବେ ଟ୍ରମ୍ପ

ୱାଶିଂଟନ,୨୧ ।୧୦: ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ନିଜର ଏକ ସୋସିଆଲ ମିଡିଆ ପ୍ଲାଟଫର୍ମ ଲଞ୍ଚ କରିବା କଥା ଗୁରୁବାର ଘୋଷଣା କରିଛନ୍ତି । ଏହାର…

ଟିକାକରଣରେ ରେକର୍ଡ ପରେ ଲାଲକିଲାରେ ଉଡିବ ତ୍ରିରଙ୍ଗା

ନୂଆଦିଲ୍ଲୀ,୨୧ ।୧୦: କରୋନା ଟିକାକରଣରେ ସରକାର କେର୍ଡ କରିବାକୁ ଯାଉଛନ୍ତି । ଗୁରୁବାର ଦେଶରେ ୧୦୦କୋଟି ଟିକାକରଣ ପୂରଣ ହେବା ପରେ ମୋଦି ସରକାର ବିଭିନ୍ନ କାର୍ଯ୍ୟକ୍ରମର…

ପଡ଼ିଆକୁ ଓହ୍ଲାଇବା ମାତ୍ରେ ଇତିହାସ ରଚିବେ ହିଟ୍‌ମ୍ୟାନ୍‌

ଦୁବାଇ,୨୧।୧୦: ଆସନ୍ତା ଅକ୍ଟୋବର ୨୪ରେ ଦୁବାଇରେ ଭାରତ-ପାକିସ୍ତାନ ମଧ୍ୟରେ ହାଇଭୋଲଟେଜ୍‌ ମ୍ୟାଚ୍‌ ଖେଳାଯିବ। ଏହି ମ୍ୟାଚ୍‌କୁ ନେଇ ଉତ୍କଣ୍ଠା ବଢିଛି। ପାକିସ୍ତାନ ବିପକ୍ଷ ମ୍ୟାଚ୍‌ ଖେଳିବାକୁ ପଡ଼ିଆକୁ…

ଧରିତ୍ରୀ କାର୍ଟୁନ୍‍ – Dharitri Cartoon

ଧରିତ୍ରୀ କାର୍ଟୁନ୍‍

କରୋନା ନେଲା ମାସକର ଶିଶୁ ଜୀବନ

ଭୁବନେଶ୍ୱର,୨୦।୧୦(ବ୍ୟୁରୋ): ରାଜ୍ୟରେ ଏବେ କରୋନା ସଂକ୍ରମଣ ସହ ମୃତ୍ୟୁ ସଂଖା କମ୍‌ ରହିଛି। ତେବେ ଦୈନିକ ଚିହ୍ନଟ ହେଉଥିବା ଆକ୍ରାନ୍ତଙ୍କ ମଧ୍ୟରେ ପ୍ରାୟ ୧୮ପ୍ରତିଶତ ୧୮ବର୍ଷରୁ କମ୍‌…

ହ୍ବାଟ୍ସଆପ୍‌ ଚାଟ୍‌ରୁ ମିଳିଲା ସୁରାକ

ମୁମ୍ବାଇ, ୨୦।୧୦: ଆର୍ୟନ ନିୟମିତ ଭାବେ ଡ୍ରଗ୍ସ କାରବାରରେ ସମ୍ପୃକ୍ତ ଥିବା ତାଙ୍କ ହ୍ବାଟ୍ସଆପ୍‌ ଚାଟ୍‌ରୁ ଜଣାପଡ଼ିଛି। ତେଣୁ ସେ ଜାମିନରେ ଗଲେ ଏଭଳି ଅପରାଧ ଯେ…