ଶିବ ମନ୍ଦିର ଦାନବାକ୍ସ ଭାଙ୍ଗି ଲୁଟିଲେ

ସରଣ୍ଡା,୧୮ା୧୧(ଡି.ଏନ.ଏ.): ବରଗଡ ଜିଲା ଅତାବିରା ଥାନା ଅଧୀନ ସରଣ୍ଡା ବିଶ୍ୱେଶ୍ୱର ବାବା ଶିବ ମନ୍ଦିର ଦାନବାକ୍ସ ଭାଙ୍ଗି ବୁଧବାର ରାତିରେ ଦୁର୍ବୃତ୍ତ ଦାନ ଅର୍ଥ ଲୁଟି ନେଇଛନ୍ତି।…

ଗୋଆରେ ଦ୍ୱିତୀୟଥର ବିବାହ କଲେ ଏହି ଅଭିନେତ୍ରୀ

ବମ୍ବେ: ପୁଣି ଥରେ ବିବାହ କରିଛନ୍ତି ଅଭିନେତ୍ରୀ ପୂଜା ବାନାର୍ଜୀ। କୁନାଲ ବର୍ମାଙ୍କ ହାତ ଧରିଛନ୍ତି ସେ। ଗୋଆରେ ଏହି ବିବାହ ଅନୁଷ୍ଠିତ ହୋଇଥିଲା। ଟେଲି ପରଦାର…

ଯୌନ କେଳେଙ୍କାରୀଙ୍କୁ ଆଜୀବନ କାରାଦଣ୍ଡ

ଭଦ୍ରକ ଅଫିସ,୧୮।୧୧: ନାବାଳିକା ଯୌନ ନିର୍ଯାତନା ମାମଲାର ବିଚାର କରି ଗୁରୁବାର ଭଦ୍ରକ ଅତିରିକ୍ତ ଜିଲା ତଥା ଦୌରାଜଜ୍‌ ପ୍ରଣତି ଶାହା ଖଇରା ଥାନା ଘୁଷୁରିଗଡିଆ ଗ୍ରାମର…

‘ସହଜରେ ମିଳି ନ ଥିଲା ବିଜୟ’

ଜେୟପୁର,୧୮।୧୧: ସଓ୍ବାଇ ମାନ ସିଂ ଷ୍ଟାଡିୟମରେ ବୁଧବାର ଖେଳାଯାଇଥିବା ମ୍ୟାଚ୍‌ରେ ନ୍ୟୁଜିଲାଣ୍ଡକୁ ୫ ଉଇକେଟରେ ହରାଇ ଭାରତୀୟ ଦଳ ୩ ମ୍ୟାଚ୍‌ ବିଶିଷ୍ଟ ସିରିଜ୍‌ରେ ବିଜୟ ସହ…

ଚିହ୍ନିଲେ କିଏ

ପ୍ରାୟତଃ ସୋସିଆଲ ମିଡିଆରେ କିଛି ନା କିଛି ଫଟୋ ଭାଇରାଲ ହୋଇଥାଏ। ଏହି ଫଟୋ ମଧ୍ୟରୁ ଅନେକ ହୃଦୟସ୍ପର୍ଶୀ ହୋଇଥିବାବେଳେ କିଛି ଆଶ୍ଚର୍ଯ୍ୟ କରେ। ଏହି କ୍ରମରେ…

କରୋନା ଆକ୍ରାନ୍ତ ହୋଇ ବାହାରେ ବୁଲୁଛନ୍ତି ବିଧାୟକ ସୁର ରାଉତରାୟ

ଭୁବନେଶ୍ୱର, ୧୮।୧୧(ବ୍ୟୁରୋ): କରୋନା ସଂକ୍ରମିତ ହୋଇ ବି ବାହାରେ ବୁଲୁଛନ୍ତି ଜଟଣୀ ବିଧାୟକ ସୁର ରାଉତରାୟ। ବୁଧବାର ସେ କୋଭିଡ ପଜିଟିଭ୍‌ ଥିବା ଜଣାପଡ଼ିଥିଲା। ହେଲେ ଗୁରୁବାର…

ଭାଜପାକୁ ଚେତାବନୀ ଦେଲେ କେସିଆର

ହାଇଦ୍ରାବାଦ,୧୮।୧୧: ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ.ଚନ୍ଦ୍ରଶେଖର ରାଓ ଧାନ କିଣା ପ୍ରସଙ୍ଗକୁ ନେଇ ଗୁରୁବାର ଭାଜପାକୁ ଟାର୍ଗେଟ କରିଛନ୍ତି। କେନ୍ଦ୍ର ଧାନ କିଣିଲେ ଏହାକୁ ଭାଜପା କାର୍ଯ୍ୟାଳୟରେ ଫିଙ୍ଗା…

ରିଲିଜ ହେଲା ଭିଲେର ଟ୍ରେଲର

ମୁମ୍ବାଇ: ଅଭୟ ଦେୱଲ ଓ କରନ ଦେୱଲଙ୍କ ଆଗାମୀ ଫିଲ୍ମ ‘ଭିଲେ’ର ଟ୍ରେଲର ରିଲିଜ୍ ହୋଇଛି । ଗୁରୁବାର ଏହା ରିଲିଜ୍ ହୋଇଥିବା ବେଳେ କମେଡିରେ ଭରପୁର…

ମମିତା ମୃତ୍ୟୁ ମାମଲା: ଷ୍ଟାଟସ୍‌ ରିପୋର୍ଟ ମାଗିଲେ ହାଇକୋର୍ଟ

କଟକ ଅଫିସ,୧୮ା୧୧: ଶିକ୍ଷୟିତ୍ରୀ ମମିତା ମେହେର ହତ୍ୟାକାଣ୍ଡ ମାମଲାରେ ତଦନ୍ତ ନେଇ ସରକାରଙ୍କୁ ଷ୍ଟାଟସ ରିପୋର୍ଟ ମାଗିଛନ୍ତି ହାଇକୋର୍ଟ। ତଦନ୍ତ କେତେ ଦୂର ଆଗେଇଛି ସେନେଇ ଏହି…

ନୂଆ ଅବତାରରେ ସ୍ମୃତି ଇରାନୀ

ନୂଆଦିଲ୍ଲୀ,୧୮।୧୧: କେନ୍ଦ୍ର ମନ୍ତ୍ରୀ ସ୍ମୃତି ଇରାନୀଙ୍କୁ ଏବେ ନୂଆ ଅବତାରରେ ଦେଖିବାକୁ ମିଳିବ। ଅଭିନେତ୍ରୀରୁ କେନ୍ଦ୍ର ମନ୍ତ୍ରୀ ହୋଇଥିବା ସ୍ମୃତି ଏବେ ଲେଖାଲେଖିରେ ମନୋନିବେଶ କରିଛନ୍ତି। ତାଙ୍କ…