ପଥରରେ ପିଟି ହୋଇ କାର ଚୁରମାର

ବୌଦ୍ଧ,୧୮।୧୧(ସ୍ବ.ପ୍ର.): ବୌଦ୍ଧ ଜିଲା ଖୋର୍ଦ୍ଧା-ବଲାଙ୍ଗୀର ଜାତୀୟ ରାଜପଥର ରାମ୍ଭିକଟାଠାରେ ଏକ କାର ଦୁର୍ଘଟଣା ଗ୍ରସ୍ତ ହୋଇଛି। ଫଳରେ କାରରେ ଥିବା ୪ ଜଣ ଗୁରୁତର ଆହତ ହୋଇଛନ୍ତି।…

ଓଡ଼ିଶା: ଆଜିର ଫଟୋ (ନଭେମ୍ବର ୧୮, ୨୦୨୧)

କାର୍ତ୍ତିକ ପୂର୍ଣ୍ଣିମା ପୂର୍ବରୁ ଗ୍ରାହକମାନେ ଭୁବନେଶ୍ୱରର ଏକ ବଜାରରେ ଡଙ୍ଗା କିଣୁଛନ୍ତି ଜଣେ ବ୍ୟକ୍ତି କଟକର ରାଣୀହାଟ ବ୍ରିଜ ଉପରେ ବସି କଦଳୀ ବାହୁଙ୍ଗା ରେ ଡଙ୍ଗା…

‘ଯାହା ହେଉଛି ହେଉ, ମୁଁ ଚାଷୀଙ୍କ ସପକ୍ଷରେ କହିବି’

ନୂଆଦିଲ୍ଲୀ,୧୮।୧୧: ପରିଣାମ ଯାହା ହେଉ ପଛେ, ମୁଁ ଚାଷୀଙ୍କ ସପକ୍ଷରେ କହିବା ଜାରି ରଖିବି। ଏଭଳି କହି ଭାଜପାର ସରକାରଙ୍କୁ ଖୋଲା ଚ୍ୟାଲେଞ୍ଜ ଦେଇଛନ୍ତି ମେଘାଳୟ ରାଜ୍ୟପାଳ…

ଡିଲ୍‌ ବେଳେ ଧରାପଡ଼ିଲେ

ବାଲିଗୁଡା/ଭୁବନେଶ୍ୱର,୧୭ା୧୧(ବ୍ୟୁରୋ): କନ୍ଧମାଳ ଜିଲା ବାଲିଗୁଡା ଥାନା ଅଞ୍ଚଳରୁ କ୍ରାଇମବ୍ରାଞ୍ଚର ସ୍ପେଶାଲ ଟାସ୍କ ଫୋର୍ସ(ଏସ୍‌ଟିଏଫ୍‌) ୧୧ କେଜି ଓଜନର ଏକ ଜୀବନ୍ତ ବଜ୍ରକାପ୍ତା ଉଦ୍ଧାର କରିଛି। ଏସ୍‌ଟିଏଫ୍‌ ଘଟଣାରେ…

ଅରୁଣାଞ୍ଚଳରେ ଦ୍ୱିତୀୟ ଏନକ୍ଲେଭ ନିର୍ମାଣ କରିଛି ଚାଇନା

ନୂଆଦିଲ୍ଲୀ,୧୮।୧୧: ଅରୁଣାଞ୍ଚଳ ପ୍ରଦେଶରେ ଚାଇନା ଦ୍ୱିତୀୟ ଏନ୍‌କ୍ଲେଭ ନିର୍ମାଣ କରିଛି। ଭାରତ ସୀମା ମଧ୍ୟରେ ନିର୍ମିତ ଏନ୍‌କ୍ଲେଭରେ ରହିଛି ୬୦ ବିଲ୍ଡିଂ। ଏକ ଜାତୀୟ ଗଣମାଧ୍ୟମ ହାତରେ…

ଶିବ ମନ୍ଦିର ଦାନବାକ୍ସ ଭାଙ୍ଗି ଲୁଟିଲେ

ସରଣ୍ଡା,୧୮ା୧୧(ଡି.ଏନ.ଏ.): ବରଗଡ ଜିଲା ଅତାବିରା ଥାନା ଅଧୀନ ସରଣ୍ଡା ବିଶ୍ୱେଶ୍ୱର ବାବା ଶିବ ମନ୍ଦିର ଦାନବାକ୍ସ ଭାଙ୍ଗି ବୁଧବାର ରାତିରେ ଦୁର୍ବୃତ୍ତ ଦାନ ଅର୍ଥ ଲୁଟି ନେଇଛନ୍ତି।…

ଗୋଆରେ ଦ୍ୱିତୀୟଥର ବିବାହ କଲେ ଏହି ଅଭିନେତ୍ରୀ

ବମ୍ବେ: ପୁଣି ଥରେ ବିବାହ କରିଛନ୍ତି ଅଭିନେତ୍ରୀ ପୂଜା ବାନାର୍ଜୀ। କୁନାଲ ବର୍ମାଙ୍କ ହାତ ଧରିଛନ୍ତି ସେ। ଗୋଆରେ ଏହି ବିବାହ ଅନୁଷ୍ଠିତ ହୋଇଥିଲା। ଟେଲି ପରଦାର…

ଯୌନ କେଳେଙ୍କାରୀଙ୍କୁ ଆଜୀବନ କାରାଦଣ୍ଡ

ଭଦ୍ରକ ଅଫିସ,୧୮।୧୧: ନାବାଳିକା ଯୌନ ନିର୍ଯାତନା ମାମଲାର ବିଚାର କରି ଗୁରୁବାର ଭଦ୍ରକ ଅତିରିକ୍ତ ଜିଲା ତଥା ଦୌରାଜଜ୍‌ ପ୍ରଣତି ଶାହା ଖଇରା ଥାନା ଘୁଷୁରିଗଡିଆ ଗ୍ରାମର…

‘ସହଜରେ ମିଳି ନ ଥିଲା ବିଜୟ’

ଜେୟପୁର,୧୮।୧୧: ସଓ୍ବାଇ ମାନ ସିଂ ଷ୍ଟାଡିୟମରେ ବୁଧବାର ଖେଳାଯାଇଥିବା ମ୍ୟାଚ୍‌ରେ ନ୍ୟୁଜିଲାଣ୍ଡକୁ ୫ ଉଇକେଟରେ ହରାଇ ଭାରତୀୟ ଦଳ ୩ ମ୍ୟାଚ୍‌ ବିଶିଷ୍ଟ ସିରିଜ୍‌ରେ ବିଜୟ ସହ…

ଚିହ୍ନିଲେ କିଏ

ପ୍ରାୟତଃ ସୋସିଆଲ ମିଡିଆରେ କିଛି ନା କିଛି ଫଟୋ ଭାଇରାଲ ହୋଇଥାଏ। ଏହି ଫଟୋ ମଧ୍ୟରୁ ଅନେକ ହୃଦୟସ୍ପର୍ଶୀ ହୋଇଥିବାବେଳେ କିଛି ଆଶ୍ଚର୍ଯ୍ୟ କରେ। ଏହି କ୍ରମରେ…