କିଙ୍ଗ୍ସ ପଞ୍ଜାବରୁ ଅଲଗା ହେଲେ ଆଣ୍ଡି ଫ୍ଲାଓ୍ବର

ନୂଆଦିଲ୍ଲୀ,୧।୧୨: ଆଇପିଏଲ ଫ୍ରାଞ୍ଚାଇଜ ପଞ୍ଜାବ କିଙ୍ଗ୍ସରୁ ଅଲଗା ହୋଇଛନ୍ତି ଆସିଷ୍ଟାଣ୍ଟ କୋଚ ଆଣ୍ଡି ଫ୍ଲାଓ୍ବର। ସେ ନିକଟରେ ଦଳକୁ ଇସ୍ତଫା ପତ୍ର ପଠାଇଛନ୍ତି। ତାଙ୍କ ଇସ୍ତଫାକୁ ଗ୍ରହଣ…

ଅଶ୍ୱିନଙ୍କ ଅପେକ୍ଷାରେ ରେକର୍ଡ

ମୁମ୍ବାଇ,୧।୧୨: ଟେଷ୍ଟ କ୍ରିକେଟରେ ସର୍ବାଧିକ ଉଇକେଟ ନେଇଥିବା ଭାରତୀୟଙ୍କ ତାଲିକାରେ ହରଭଜନ ସିଂଙ୍କୁ ପଛରେ ପକାଇଥିବା ରବିଚନ୍ଦ୍ରନ ଅଶ୍ୱିନ ଆଉ ଏକ ରେକର୍ଡ ହାତେଇବାକୁ ଯାଉଛନ୍ତି। ଭାରତ…

‘ମୋ ହୃଦୟ ଓ ଆତ୍ମା ଆରସିବି ସହ ଅଛି’

ନୂଆଦିଲ୍ଲୀ,୧।୧୨: ମୁଁ ମୋ ହୃଦୟ ଓ ଆତ୍ମ ସହ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆରସିବି) ପାଇଁ ଖେଳିବି। ଏହି ଅଭିଯାନ ଜାରି ରହିଛି। ମୋତେ ଯେତେବେଳେ ଯୋଗାଯୋଗ…

ରଶିଦଙ୍କୁ କାହିଁକି ରଖିଲା ନାହିଁ ସନରାଇଜର୍ସ

ନୂଆଦିଲ୍ଲୀ,୧।୧୨: ଆଗାମୀ ସିଜନ ଲାଗି ହେବାକୁ ଥିବା ମେଗା ଅକଶନ ପୂର୍ବରୁ ସନରାଇଜର୍ସ ହାଇଦ୍ରାବାଦ୍‌ (ଏସ୍‌ଆର୍‌ଏଚ୍‌) ତା’ର ସୁବଠୁ ମୁଖ୍ୟ ଖେଳାଳି ରଶିଦ ଖାନଙ୍କୁ ରିଟେନ କରିନାହିଁ।…

ବିଦ୍ୟାଳୟ ରାତି ଜଗୁଆଳଙ୍କୁ ଅପହରଣ ଅଭିଯୋଗ: ଏସ୍‌ପିଙ୍କ ଦ୍ୱାରସ୍ଥ ହେଲେ ଗ୍ରାମବାସୀ

କେନ୍ଦୁଝର,୧ା୧୨(ସ୍ବ.ପ୍ର.): ପଣ୍ଡାପଡ଼ା ଥାନା ଅନ୍ତର୍ଗତ ବଡ଼କମାଣ୍ଡରା ଗ୍ରାମରେ ଜଣେ ହାଇସ୍କୁଲ ରାତି ଜଗୁଆଳଙ୍କୁ ଅପହରଣ ଘଟଣା ଚର୍ଚ୍ଚାର ବିଷୟ ହୋଇଛି। ତାଙ୍କୁ ଅପହରଣ କରାଯାଇଥିବା ନେଇ ପରିବାର…

ଛାତ୍ରୀଙ୍କୁ ଅପହରଣ

ଗଣିଆ,୧।୧୨(ଡି.ଏନ୍‌.ଏ.): କଲେଜ ଗେଟ୍‌ର ଅନତି ଦୂରରେ ଘଟିଛି ଅପହରଣ। ଏହାକୁ ନେଇ ଉତ୍ତେଜନା ପ୍ରକାଶ ପାଇଛି। ଏମିତି ଘଟଣା ଘଟିଛି ନୟାଗଡ଼ ଜିଲା ଗଣିଆ କଲେଜ ଗେଟଠାରୁ…

ପେନ୍‌ସନ୍‌ରୁ ବଞ୍ଚିତ ଯୋଗ୍ୟ ହିତାଧିକାରୀ

କର୍ଲାମୁଣ୍ଡା,୧।୧୨(ଡି.ଏନ୍‌.ଏ.): ସରକାର ଷାଠିଏ ବର୍ଷରୁ ଊଦ୍ଧର୍‌ବ ମହିଳା,ପୁରୁଷ ତଥା ବିଧବା ଓ ଦିବ୍ୟଙ୍ଗ ମାନଙ୍କ ପାଇଁ ସାମାଜିକ ସୁରକ୍ଷା ଯୋଜନାରେ ପେନ୍‌ସନ୍‌ ଦେବାକୁ ନିୟମ ତିଆରି କରିଥିଲେ…

ନିକ୍‌ଙ୍କଠାରୁ ପ୍ରିୟଙ୍କାଙ୍କ ସମ୍ପତ୍ତି ଅଧିକ, ଜାଣନ୍ତୁ କେତେ

ମୁମ୍ବାଇ: ଆଜି ହେଉଛି ଦେଶୀ ଗର୍ଲ ପ୍ରିୟଙ୍କା ଚୋପ୍ରା ଏବଂ ନିକ୍‌ ଜୋନାସଙ୍କ ବିବାହ ବାର୍ଷିକୀ। ୧ ଡିସେମ୍ବର ୨୦୧୮ରେ ଦୁହେଁ ଯୋଧପୁରର ଏକ ଭବନରେ ହିନ୍ଦୁ…

‘ଯଦି ରାହୁଲଙ୍କୁ ନୂଆ ଟିମ୍‌ ଯୋଗାଯୋଗ କରିଛି, ତେବେ ଏହା ନିୟମ ବିରୋଧରେ’

ନୂଆଦିଲ୍ଲୀ,୧।୧୨: ପଞ୍ଜାବ କିଙ୍ଗ୍ସ ଦଳର ଅଧିନାୟକ ଲୋକେଶ ରାହୁଲ ନୂଆ ଫ୍ରାଞ୍ଚାଇଜ ଯୋଗାଯୋଗରେ ଥିବା ରିପୋର୍ଟ ପ୍ରକାଶ ପାଇବା ପରେ ପ୍ରଥମ ଥର ପାଇଁ ମୁହଁ ଖୋଲିଛନ୍ତି…

ଅବପାତ ପରେ ସ୍ପଷ୍ଟ ହେବ କେଉଁଠି ମାଡ଼ କରିବ ବାତ୍ୟା

ଭୁବନେଶ୍ୱର,୧।୧୨(ବ୍ୟୁରୋ): ଗୁରୁବାର ଅବପାତରେ ପରିଣତ ହେବ ଆଣ୍ଡାମାନ ସାଗର ନିକଟରେ ସୃଷ୍ଟି ହୋଇଥିବା ଲଘୁଚାପ କ୍ଷେତ୍ର। ପଶ୍ଚିମ, ଉତ୍ତର-ପଶ୍ଚିମ ଦିଗରେ ଗତି କରି ଗୁରୁବାର ଅବପାତର ରୂପ…