ଟୁଇଟରରେ ଟ୍ରେଣ୍ଡ କରୁଛି #ଓ୍ବାଲର୍‌ଡଷ୍ଟାଣ୍ଡ୍ସଓ୍ବିଥ୍‌କୋହଲି

ନୂଆଦିଲ୍ଲୀ,୧୭।୧୨: ଦିନିକିଆ ଦଳର ନେତୃତ୍ୱ ପରିବର୍ତ୍ତନ ପରେ ଟେଷ୍ଟ ଅଧିନାୟକ ବିରାଟ କୋହଲି ଓ ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲିଙ୍କ ମଧ୍ୟରେ ମୁହଁାମୁହିଁ ସ୍ଥିତି ସୃଷ୍ଟି ହୋଇଛି।…

ଭାଜପା ପ୍ରସ୍ତୁତ କଲା ପଞ୍ଜାବ ବିଧାନସଭା ନିର୍ବାଚନ ଜିତିବାର ପ୍ଲାନ, ଅମରିନ୍ଦରଙ୍କ ସହ ସିଟ୍ ଶେୟାରିଂ ଫର୍ମୁଲା ଶେଷ!

ନୂଆଦିଲ୍ଲୀ,୧୭ ।୧୨: ଭାରତୀୟ ଜନତା ପାର୍ଟି(ଭାଜପା) ପଞ୍ଜାବ ବିଧାନସଭା ନିର୍ବାଚନ ଜିତିବାର ସମସ୍ତ ଯୋଜନା ପ୍ରସ୍ତୁତ କରି ସାରିଲାଣି । ଶୁକ୍ରବାର ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା…

ସୁରକ୍ଷାବଳର ଗୁଳି ମାଡ଼ରେ ଛତ୍ରଭଙ୍ଗ ଦେଲେ ମାଓବାଦୀ

ନୂଆପଡ଼ା ଅଫିସ,୧୭।୧୨: ଓଡ଼ିଶା-ଛତିଶଗଡ଼ ସୀମାନ୍ତ ନୂଆପଡ଼ା ଜିଲା ସିନାପାଲି ଥାନା ଝୋଲାପଡ଼ା ଗାଁ ପାଟଦର୍ହା ସଂରକ୍ଷିତ ଜଙ୍ଗଲରେ ମାଓବାଦୀଙ୍କ ଏବଂ ଯବାନ ମଧ୍ୟରେ ଗୁଳି ବିନିମୟ ହୋଇଛି।…

ପୁଣି ଥରେ ବାଂଲାଦେଶ ଦଳକୁ କ୍ୱାରେଣ୍ଟିନ ପଠାଗଲା

ଅକ୍‌ଲାଣ୍ଡ,୧୭।୧୨: ନ୍ୟୁଜିଲାଣ୍ଡର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ନିର୍ଦ୍ଦେଶକ୍ରମେ ବାଂଲାଦେଶ ଦଳକୁ ପୁଣି ଥରେ କ୍ୱାରେଣ୍ଟିନରେ ରଖାଯାଇଛି। ବାଂଲାଦେଶ ଦଳର ସ୍ପିନ ବୋଲିଂ କୋଚ୍‌ ରଙ୍ଗନା ହେରାଥଙ୍କ କୋଭିଡ୍‌-୧୯ ରିପୋର୍ଟ…

ମହାବୋଧି ମନ୍ଦିର ବିସ୍ଫୋରଣ: ୮ ଦୋଷୀଙ୍କୁ ଦଣ୍ଡବିଧାନ, ୩ଙ୍କୁ ଆଜୀବନ, ୫ଙ୍କୁ ୧୦ ବର୍ଷ ଜେଲ

ପାଟନା,୧୭ ।୧୨: ବିହାରର ବୋଧ ଗୟା ସ୍ଥିତ ମହାବୋଧି ମନ୍ଦିରରେ ୨୦୧୮ରେ ହୋଇଥିବା ବିସ୍ଫୋରଣ ମାମଲାରେ ପାଟନାର ବିଶେଷ ଏନ୍‌ଆଇଏ ଅଦାଲତ ଶୁକ୍ରବାର ଦୋଷୀଙ୍କୁ ସଜା ଶୁଣାଇଛନ୍ତି…

ସଂକ୍ରମଣ ବଢ଼ିଲେ ଖୋଲିବ କୋଭିଡ୍‌ ହସ୍ପିଟାଲ

ଭୁବନେଶ୍ୱର, ୧୭।୧୨(ବ୍ୟୁରୋ): ପଡ଼ୋଶୀ ରାଜ୍ୟ ଆନ୍ଧ୍ରପ୍ରଦେଶ ଓ ପଶ୍ଚିମବଙ୍ଗରେ ‘ଓମିକ୍ରନ୍‌’ ଆକ୍ରାନ୍ତ ଚିହ୍ନଟ ହେବା ପରେ ଓଡ଼ିଶା ପାଇଁ ଚିନ୍ତା ବଢ଼ିଛି। ଯଦିଓ ରାଜ୍ୟରେ ଏ ପର୍ଯ୍ୟନ୍ତ…

‘ପଞ୍ଜାବରେ ୧୦୧% ଜିତିବୁ’

ଚଣ୍ଡିଗଡ଼,୧୭।୧୨: ଆଗାମୀ ବର୍ଷ ହେବାକୁ ଥିବା ପଞ୍ଜାବର ବିଧାନସଭା ନିର୍ବାଚନ ପୂର୍ବରୁ ଭାଜପା ସହ ମେଣ୍ଟ ଘୋଷଣା କରିଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦର ସିଂ। ଦିଲ୍ଲୀରେ…

ହାତ ଛାଡ଼ି ଶଙ୍ଖ ଧରିଲେ ଧର୍ମରାଜ

ଗୋପାଳପୁର,୧୭।୧୨(ଡି.ଏନ.ଏ.): କଂଗ୍ରେସର ପୂର୍ବତନ ବିଧାୟକ ପ୍ରାର୍ଥୀ ଏସ୍‌.ଧର୍ମରାଜ ରେଡ୍ଡୀ ଓ ତାଙ୍କର ସମର୍ଥକ ଶୁକ୍ରବାର ହାତ ଛାଡ଼ି ଶଙ୍ଖ ଧରିଛନ୍ତି। କାର୍ଯ୍ୟକ୍ରମରେ ଅନୁସୂଚିତ ଜାତି ଓ ଜନଜାତି…

ଶ୍ରୀକାନ୍ତ ଆଣିଲେ ପ୍ରଥମ ପଦକ

ମାଡ୍ରିଡ୍‌,୧୭।୧୨: ପ୍ରଥମ ଭାରତୀୟ ଭାବେ କିଡାମ୍ବି ଶ୍ରୀକାନ୍ତ ଚଳିତ ବର୍ଷ (୨୦୨୧) ବିଡବ୍ଲ୍ୟୁଏଫ୍‌ ବିଶ୍ୱ ଚାମ୍ପିୟନଶିପ୍‌ରେ ପଦକ ନିଶ୍ଚିତ କରିଛନ୍ତି। ଶୁକ୍ରବାର ଖେଳାଯାଇଥିବା କ୍ୱାର୍ଟର ଫାଇନାଲରେ ମାର୍କ…

କୁକୁରଙ୍କ କବଳରୁ କୁଟୁରା ଉଦ୍ଧାର

ଆର.ଉଦୟଗିରି,୧୭।୧୨(ଡି.ଏନ.ଏ.): ଖାଦ୍ୟ ଅନ୍ବେଷଣରେ ଶୁକ୍ରବାର ଗଜପତି ଜିଲା ଆର୍‌.ଉଦୟଗିରି ବସ୍ତି ଅଞ୍ଚଳକୁ ଏକ କୁଟୁରା ଚାଲି ଆସିଥିଲା। କୁଟୁରାକୁ ଦେଖି କେତେକ ବୁଲା କୁକୁର ଗୋଡାଇଥିଲେ। ଏହା…