ସାଢ଼େ ୪ ବର୍ଷ ପରେ ଫେରିଲେ !

ନୂଆଦିଲ୍ଲୀ,୧।୧: ଦକ୍ଷିଣ ଆଫ୍ରିକା ବିପକ୍ଷ ତିନି ମ୍ୟାଚ୍‌ ବିଶିଷ୍ଟ ଦିନିକିଆ ସିରିଜ୍‌ ପାଇଁ ଦଳକୁ ଫେରିଛନ୍ତି ଟିମ୍‌ ଇଣ୍ଡିଆର ଅଫ୍‌ ସ୍ପିନର ରବିଚନ୍ଦ୍ରନ ଅଶ୍ୱିନ। ପ୍ରାୟ ସାଢେ…

ଭାରତୀୟ ଦଳ ପାଇଁ ଟ୍ରମ୍ପ କାର୍ଡ ସାବ୍ୟସ୍ତ ହେବ ଏହି ଖେଳାଳି

ନୂଆଦିଲ୍ଲୀ,୧।୧: ଭାରତୀୟ ଟିମ୍‌ ଜାନୁୟାରୀ ୧୯ଠାରୁ ଦକ୍ଷିଣ ଆଫ୍ରିକା ବିପକ୍ଷରେ ତିନି ମ୍ୟାଚ୍‌ ବିଶିଷ୍ଟ ଦିନିକିଆ ସିରିଜ ଖେଳିବ। ଏଥିଲାଗି ଶୁକ୍ରବାର ଦଳ ଘୋଷଣା କରାଯାଇଛି। ଏଥିରେ…

ଆଜି ରାଜ୍ୟରୁ ସୁସ୍ଥ ହେଲେ ୧୫୯ କରୋନା ଆକ୍ରାନ୍ତ

ଭୁବନେଶ୍ୱର,୧ା୧(ବ୍ୟୁରୋ): ଶନିବାର ରାଜ୍ୟରୁ ଆଉ ୧୫୯ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ବର୍ତ୍ତମାନ କରୋନାରେ ୧୦,୪୪,୯୬୨ ଜଣ ସୁସ୍ଥ ହୋଇସାରିଲେଣି। ତେବେ…

ଅଧିନାୟକ ଭାବେ ଫେରିଲେ ପୋଲାର୍ଡ

ସେଣ୍ଟ. ଜୋନ୍ସ(ଆଣ୍ଟିଗୁଆ),୧।୧: ଅଧିନାୟକ ଭାବେ ଓ୍ବେଷ୍ଟଇଣ୍ଡିଜ ଟି୨୦ ଦଳକୁ କରିନ ପୋଲାର୍ଡ ପ୍ରତ୍ୟାବର୍ତ୍ତନ କରିଛନ୍ତି। ଇଂଲଣ୍ଡ ଓ ଆୟର୍ଲାଣ୍ଡ ବିପକ୍ଷ ଆଗାମୀ ଟି୨୦ ସିରିଜରେ ସେ ଦଳର…

୪ ବର୍ଷରେ ପ୍ରଥମ ଥର ହେବ ଏମିତି; କୋହଲି କଦାଚିତ୍‌ କରି ନ ଥିଲେ ଏହାର କଳ୍ପନା

ନୂଆଦିଲ୍ଲୀ,୧।୧: ନୂଆ ବର୍ଷରେ ନୂଆ ଆରମ୍ଭ କରିବାକୁ ଭାରତୀୟ ଟିମ୍‌ ପ୍ରସ୍ତୁତ। ବିସିସିଆଇ ଶୁକ୍ରବାର ଦକ୍ଷିଣ ଆଫ୍ରିକା ବିପକ୍ଷ ତିନି ମ୍ୟାଚ୍‌ ବିଶିଷ୍ଟ ଦିନିକିଆ ସିରିଜ୍‌ ପାଇଁ…

ରାଶିଫଳ: ରବିବାର, ଜାନୁୟାରୀ ୨ ତାରିଖ – Daily Horoscope

ମେଷ ଆଜିର ଅଷ୍ଟମ ଚନ୍ଦ୍ର ପାପଯୁକ୍ତ ମଙ୍ଗଳ ସହ ଥିବାରୁ ଦୈହିକ ଓ ମାନସିକ ବ୍ୟସ୍ତତାକୁ ବୃଦ୍ଧି କରିବେ। ସ୍ଥଗିତ କାମରେ ଅଗ୍ରଗତି, ପାରିବାରିକ ସମସ୍ୟାର ସମାଧାନ…

କ୍ଷମତାକୁ ଆସିଲେ ମାଗଣାରେ ବିଦ୍ୟୁତ୍‌

ଲକ୍ଷ୍ନୌ,୧।୧: ସମାଜବାଦୀ ପାର୍ଟି(ଏସ୍‌ପି) ଅଧ୍ୟକ୍ଷ ଅଖିଳେଶ ଯାଦବ ଶନିବାର ରାଜ୍ୟବାସୀଙ୍କ ପାଇଁ ଏକ ବଡ଼ ଘୋଷଣା କରିଛନ୍ତି । ୨୦୨୨ ବିଧାନସଭା ନିର୍ବାଚନରେ ସମାଜବାଦୀ ପାର୍ଟି କ୍ଷମତାକୁ…

ପ୍ରେମିକାଙ୍କ ସହ ନୂଆବର୍ଷ ପାଳିଲେ ଭାଇଜାନ

ମୁମ୍ବାଇ: ଇଂରାଜୀ ନବବର୍ଷ ଆଜିଠୁ ଆରମ୍ଭ ହୋଇଛି। ବଲିଉଡ୍‌ କଳାକାରମାନେ ମଧ୍ୟ ଏହିଦିନଟିକୁ କରୋନା କଟକଣା ମଧ୍ୟରେ ପାଳନ କରୁଛନ୍ତି। ଏଥିସହିତ ସୋସିଆଲ ମିଡିଆରେ ଫଟୋ ବି…

ଏଣିକି ଅନ୍‌ଲାଇନ୍‌ରେ ଖାଦ୍ୟ ମଗାଇଲେ, ଗାଡ଼ି ଚଢ଼ିଲେ ଗଣିବେ ଅଧିକ ଟଙ୍କା

ନୂଆଦିଲ୍ଲୀ,୧।୧: ବର୍ଷ ଆରମ୍ଭରୁ ମହଙ୍ଗା ହେଲା ସେବା । ଅନଲାଇନରେ ଖାଦ୍ୟ ଅର୍ଡରଠାରୁ ଆରମ୍ଭ କରି ଟ୍ୟାକ୍ସି ସେବା ଆଦି ଶନିବାରଠାରୁ ମହଙ୍ଗା ହୋଇଛି। ସ୍ବିଗି ଓ…

ନିୟମିତ ହେଲେ ୮ ହଜାର ୧୦୨ କନିଷ୍ଠ ଶିକ୍ଷକ, ୨୦୧୫ରେ ପାଇଥିଲେ ନିଯୁକ୍ତି

ଭୁବନେଶ୍ବର,୧।୧(ବ୍ୟୁରୋ): ୨୦୧୫ ଜାନୁୟାରୀରେ ନିଯୁକ୍ତି ପାଇଥିବା ୮ ହଜାର ୧୦୨ କନିଷ୍ଠ ଶିକ୍ଷକଙ୍କୁ ରାଜ୍ୟ ସରକାର ଶନିବାର ନିୟମିତ କରିଛନ୍ତି । ତେବେ ୬ ବର୍ଷ ୧୧…