ରିଲିଜ ହେବ ‘ବଧାଇ ଦୋ’

ମୁମ୍ବାଇ : ଆସୁଛି ‘ବଧାଇ ଦୋ’। ଆସନ୍ତାବର୍ଷ ସାଧାରଣତନ୍ତ୍ର ଦିବସର ଶେଷ ସପ୍ତାହରେ ଏହି ଫିଲ ରିଲିଜ୍‌ ହେବ। ହର୍ଷବର୍ଦ୍ଧନ କୁଲକର୍ଣ୍ଣିଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମ ରିଲିଜ…

ବଢୁଛି କରୋନା ସଂକ୍ରମଣ : ନିୟମ କଡ଼ାକଡ଼ି କରିବାକୁ ସରକାରଙ୍କ ନିର୍ଦ୍ଦେଶ

ନୂଆଦିଲ୍ଲୀ,୩୦ା୧୦: ଆସାମ ଏବଂ ପଶ୍ଚିମବଙ୍ଗରେ କରୋନା ସଂକ୍ରମଣ  ବଢୁଛି। ସାପ୍ତାହିକ ସଂକ୍ରମଣ ହାର ବୃଦ୍ଧି ହେବାର ଲକ୍ଷଣକୁ ସୂଚାଇ କେନ୍ଦ୍ର ସରକାର ରାଜ୍ୟ ସରକାରଙ୍କୁ କୋଭିଡ୍‌ ନିୟମକୁ…

ଭାରତୀୟ ମୂଳ ସିଇଓଙ୍କୁ ଗୁଳି କରି ହତ୍ୟା, ୮୦ କିଲୋମିଟର ଦୂରରୁ ଦୁର୍ବୃତ୍ତ କରିଥିଲେ ପିଛା

ଓ୍ବାଶିଂଟନ,୩୦ା୧୦: ଆମେରିକାର ନ୍ୟୁଜର୍ସିରେ ଡକାୟତି ଉଦ୍ଦେଶ୍ୟରେ ଏକ ଔଷଧ କମ୍ପାନୀର ଜଣେ ଭାରତୀୟ ମୂଳ ସିଇଓଙ୍କୁ ଗୁଳି କରି ହତ୍ୟା କରାଯାଇଛି। ସେ କାଜିନୋରେ ପ୍ରାୟ ୧୦…

ଦକ୍ଷିଣ ଆଫ୍ରିକା ଆଗରେ ୧୪୩ ରନ୍‌ର ଟାର୍ଗେଟ

ଶାରଜା,୩୦।୧୦: ଟି-୨୦ ବିଶ୍ବକପ ଗ୍ରୁପ-୧ର ଶନିବାର ମ୍ୟାଚରେ ଦକ୍ଷିଣ ଆଫ୍ରିକା ଟସ୍‌ ଜିତି ବୋଲିଂ ନିଷ୍ପତ୍ତି ନେଇଥିଲା। ବ୍ୟାଟିଂ କରିବାକୁ ଆସି ଶ୍ରୀଲଙ୍କା ୨୦ ଓଭରରେ ୧୪୨…

ବିବାହ, ବ୍ରତଘର, ଶୁଦ୍ଧିକ୍ରିୟା କଟକଣା କୋହଳ

ଭୁବନେଶ୍ୱର,୩୦।୧୦(ବ୍ୟୁରୋ): ବିବାହ, ବ୍ରତଘର ଓ ଶୁଦ୍ଧିକ୍ରିୟା ଆଦିରେ ଅତିଥିଙ୍କ ସଂଖ୍ୟା ଉପରେ ଲାଗିଥିବା କଟକଣାକୁ କୋହଳ କରାଯାଇଛି। ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି) ଅଞ୍ଚଳରେ ଲାଗିଥିବା ଏହି…

୨ ନକଲି ଆଇଏଏସ୍‌ ଅଫିସର ଗିରଫ

ଭୁବନେଶ୍ୱର,୩୦।୧୦(ବ୍ୟୁରୋ): କୋଟିଏ ଟଙ୍କାରୁ ଊର୍ଦ୍ଧ୍ୱ ଠକେଇ ଅଭିଯୋଗରେ କ୍ରାଇମବ୍ରାଞ୍ଚ ଇଓଡବ୍ଲ୍ୟୁ ଶୁକ୍ରବାର ୨ ନକଲି ଆଇଏଏସ୍‌ ଅଫିସରଙ୍କୁ କଟକ ଓ ଭୁବନେଶ୍ୱରରୁ ଗିରଫ କରିଛି। ଅଭିଯୁକ୍ତମାନେ ହେଲେ…

ଅଡ଼ୁଆରେ ସବ୍ୟସାଚୀ: ରୁଜୁ ହେଲା ମାମଲା

ମୁମ୍ବାଇ:ଫ୍ୟାଶନ ଓ ଜୁଏଲାରୀ ଡିଜାଇନର ସବ୍ୟସାଚୀ ମୁଖାର୍ଜୀଙ୍କ ନାମରେ ଶନିବାର ଏତଲା ରୁଜୁ ହୋଇଛି। ଏକ ମଙ୍ଗଳସୂତ୍ର ବିଜ୍ଞାପନକୁ ନେଇ ତାଙ୍କ ନାମରେ ଭାଜପାର ପରାମର୍ଶ ଦାତା…

୧ ଓଭର, ୪ ଛକା, ମ୍ୟାଚ୍‌ ଶେଷ; କିଏ ସେହି ଖେଳାଳି ଯିଏ ପାଲଟିଛନ୍ତି ପାକିସ୍ତାନର ନୂଆ ହିରୋ…

ଦୁବାଇ,୩୦।୧୦: ଟି -୨୦ ବିଶ୍ୱକପ ୨୦୨୧ ର ସୁପର -୧୨ ରାଉଣ୍ଡର ପାକିସ୍ତାନ ଏବଂ ଆଫଗାନିସ୍ତାନ ମଧ୍ୟରେ ଖେଳାଯାଇଥିବା ମ୍ୟାଚ୍‌ରେ ପାକିସ୍ତାନ ୫ ଉଇକେଟରେ ଜିତିଥିଲା। ଏହା…

ପ୍ରଥମ ବିବାହ ବାର୍ଷିକୀ ପାଳନ କଲେ ଏହି ଯୋଡ଼ି

ମୁମ୍ବାଇ: ସାଉଥ୍‌ ଫିଲ୍ମରୁ ବଲିଉଡ୍‌ ଆଡକୁ ମୁହାଁଇଥିବା ଅଭିନେତ୍ରୀ କାଜଲ ଅଗ୍ରୱାଲ ଗତବର୍ଷ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ। କାଜଲ ୨୦୨୦ ଅକ୍ଟୋବର ୩୦ରେ ବ୍ୟବସାୟୀ ଗୌତମ…

ରାଶିଫଳ: ରବିବାର, ଅକ୍ଟୋବର ୩୧ ତାରିଖ – Daily Horoscope

ମେଷ ସହକର୍ମୀଙ୍କ ଅସହଯୋଗ କାରଣରୁ ମାନସିକ ଅବସ୍ଥା ଭଲ ରହିବ ନାହଁ। ଜମିଜମା, ସ୍ତ୍ରୀ/ସ୍ବାମୀଙ୍କ ସ୍ବାସ୍ଥ୍ୟ, ଟଙ୍କା ନେଇଥିବା ଲୋକ ବିଷୟରେ କିମ୍ବା ବ୍ୟବସାୟିକ ବିଫଳତାରୁ ଚିନ୍ତିତ…