୯୯ତମ ଟେଷ୍ଟରେ କୋହଲିଙ୍କ ଶତକ

କେପ ଟାଉନ୍‌,୧୨।୧: ଭାରତୀୟ ଟେଷ୍ଟ ଦଳର ଅଧିନାୟକ ବିରାଟ କୋହଲି କ୍ୟାରିୟରର ୯୯ତମ ଟେଷ୍ଟରେ ୧୦୦ କ୍ୟାଚ୍‌ ପୂରଣ କରିଛନ୍ତି। ୩୨ ବର୍ଷୀୟ କୋହଲିଙ୍କ ୧୦୦ତମ ଶିକାର…

ରାଜ୍ୟରେ ବଢ଼ିଲା ମେଡିକାଲ ସିଟ୍‌ ସଂଖ୍ୟା

ଭୁବନେଶ୍ୱର,୧୨ା୧(ବ୍ୟୁରୋ): ରାଜ୍ୟରେ ଚଳିତବର୍ଷ ମେଡିକାଲ ସିଟ୍‌ ସଂଖ୍ୟା ବଢ଼ିଛି। ୧୩୫୦ରୁ ଏହି ସିଟ୍‌ ସଂଖ୍ୟା ବୃଦ୍ଧି ପାଇ ୧୪୫୦ ହୋଇଛି। ପ୍ରଥମଥର ପାଇଁ ପୁରୀ ଶ୍ରୀଜଗନ୍ନାଥ ମେଡିକାଲ…

ବ୍ୟାଙ୍କ ଲକରରୁ ଲୁଟିନେଲେ କୋଟିଏ ଟଙ୍କାର ସୁନାଗହଣା

ରାସୋଳ,୧୨ା୧(ଡି.ଏନ୍‌.ଏ.): ଢେଙ୍କାନାଳ ଜିଲା ହିନ୍ଦୋଳ ବ୍ଲକ ରାସୋଳ ବଜାର ନିକଟରେ ଥିବା ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କରୁ ମଙ୍ଗଳବାର ଅପରାହ୍ନରେ ସଶସ୍ତ୍ର ଡକାୟତି ହୋଇଛି। ୪ଜଣ ଦୁର୍ବୃତ୍ତ ବ୍ୟାଙ୍କ…

କରୋନା ପରେ ଏବେ ନିମୋନିଆ

ବମ୍ବେ: କରୋନା ପରେ ସୁରସାମ୍ରାଜ୍ଞୀ ଲତା ମଙ୍ଗେସକରଙ୍କୁ ନିମୋନିଆ। ଫଳରେ ଚିକିତ୍ସା କରୁଥିବା ଡାକ୍ତରଙ୍କ ଚିନ୍ତା ବଢ଼ିଛି। ସେ କରୋନାରେ ଆକ୍ରାନ୍ତ ହେବାପରେ ତାଙ୍କୁ ମୁମ୍ବାଇର ବ୍ରିଚ୍‌କାଣ୍ଡି…

ଭାରତକୁ ମ୍ୟାଚ୍‌ରେ ଫେରାଇ ଆଣିଲା ଶାମିଙ୍କ ଓଭର

କେପ ଟାଉନ୍‌,୧୨।୧: ନ୍ୟୁଲାଣ୍ଡ୍ସଠାରେ ଚାଲିଥିବା ତୃତୀୟ ତଥା ନିର୍ଣ୍ଣାୟକ ଟେଷ୍ଟର ଦ୍ୱିତୀୟ ଦିନରେ ମହମ୍ମଦ ଶାମି ଗୋଟିଏ ଓଭରରେ ଦୁଇଟି ଉଇକେଟ ନେଇ ଭାରତୀୟ ଦଳକୁ ମ୍ୟାଚ୍‌କୁ…

ଅର୍ଜୁନ-ମଲାଇକାଙ୍କ ବ୍ରେକ୍‌ଅପ୍‌; ୬ ଦିନ ହେଲାଣି ଘରୁ ବାହାରୁ ନାହାନ୍ତି ଅଭିନେତ୍ରୀ

ବମ୍ବେ: ଅଲଗା ହୋଇଛନ୍ତି ବଲିଉଡ୍‌ର ସବୁଠାରୁ ହଟ୍‌ କପଲ୍‌। ପ୍ରେମିକ ଅର୍ଜୁନ କପୁରଙ୍କଠାରୁ ସମ୍ପର୍କ ଛିନ୍ନ କରିଛନ୍ତି ମଲାଇକା ଅରୋରା। ଫଳରେ ଦୀର୍ଘ ଚାରି ବର୍ଷର ସମ୍ପର୍କରେ…

ପ୍ରିୟଙ୍କା ଗାନ୍ଧୀଙ୍କ ଜନ୍ମଦିନରେ ଭାବପ୍ରବଣ ହେଲେ ସ୍ବାମୀ

ନୂଆଦିଲ୍ଲୀ,୧୨ା୧: ଆଜି ହେଉଛି କଂଗ୍ରେସ ସମ୍ପାଦିକା ପ୍ରିୟଙ୍କା ଗାନ୍ଧୀଙ୍କ ଜନ୍ମଦିନ। ପ୍ରିୟଙ୍କା ୧୨ ଜାନୁୟାରୀ ୧୯୭୨ରେ ଦିଲ୍ଲୀରେ ଜନ୍ମଗ୍ରହଣ କରିଥିଲେ। ଏହି ଅବସରରେ ସ୍ବାମୀ ରବର୍ଟ ଭଦ୍ରା…

ଭାରତୀୟ ଦିନିକିଆ ଦଳରେ ପରିବର୍ତ୍ତନ

ନୂଆଦିଲ୍ଲୀ,୧୨।୧: ଦକ୍ଷିଣ ଆଫ୍ରିକା ବିପକ୍ଷ ଦିନିକିଆ ସିରିଜ୍‌ ଲାଗି ପୂର୍ବରୁ ଘୋଷିତ ଭାରତୀୟ ଦଳରେ କିଛି ପରିବର୍ତ୍ତନ କରାଯାଇଛି। ଏବେ ଟେଷ୍ଟ ଦଳ ସହ ରହିଥିବା ଅଫ୍‌…

ଆଜିଠୁ ଡାକ୍ତରୀ ପାଠ୍ୟକ୍ରମ ପାଇଁ ନାମଲେଖା ଆରମ୍ଭ

ଭୁବନେଶ୍ୱର,୧୨।୧(ବ୍ୟୁରୋ): ଡାକ୍ତରୀ ପାଠ୍ୟକ୍ରମ ପାଇଁ ବୁଧବାରରୁ ନାମଲେଖା ପ୍ରକ୍ରିୟା ଆରମ୍ଭ ହୋଇଛି। ଛାତ୍ରୀଛାତ୍ର ୧୮ ତାରିଖ ପର୍ଯ୍ୟନ୍ତ ଅନ୍‌ଲାଇନରେ ପଞ୍ଜୀକରଣ କରିବେ । ପଞ୍ଜୀକୃତ ଛାତ୍ରୀଛାତ୍ରଙ୍କ ପ୍ରୋଭିଜନାଲ…

ବିନା ହେଲମେଟ, ମାସ୍କରେ ନଜର ଆସିଲେ ଦୁଇ ଅଭିନେତା, ପ୍ରଶଂସକ କହିଲେ…

ମୁମ୍ବାଇ: କରୋନା ମହାମାରୀ ସମୟରେ ସୁପରଷ୍ଟାର ଅକ୍ଷୟ କୁମାର ଏବଂ ଇମ୍ରାନ ହାସମୀ ବିନା ମାସ୍କ, ହେଲ୍‌ମେଟରେ ରାଜପଥରେ ସେଲ୍‌ଫି ନେଉଥିବାର ନଜର ଆସିଛନ୍ତି। ଏହି ଫଟୋକୁ…