‘ଶତ୍ରୁଙ୍କୁ ବି ରୋକାଯିବା ଉଚିତ ନୁହେଁ’

ଚଣ୍ଡିଗଡ଼,୧୯।୧୧: ପଞ୍ଜାବର ବିରୋଧୀ ଏଏପି ବିଧାୟକଙ୍କୁ ଶୁକ୍ରବାର ଗୁରପୁରବ ଅବସରରେ ପାକିସ୍ତାନର କର୍ତାରପୁର ସାହିବ ଗୁରଦ୍ୱାରା ଯିବା ପାଇଁ ଅନୁମତି ଦିଆଯାଇ ନାହିଁ। ଏ ସମ୍ପର୍କରେ ଏଏପି…

ଆରମ୍ଭରୁ ଖସିଲା ପେଟିଏମ୍‌ ଶେୟାର

ମୁମ୍ବାଇ, ୧୯।୧୧: ଡିଜିଟାଲ ପେମେଣ୍ଟ କମ୍ପାନୀ ପେଟିଏମ୍‌ର ଇନିସିଆଲ ପବ୍ଲିକ ଅଫରିଂ(ଆଇପିଓ)ର ଶୁଭାରମ୍ଭ ପ୍ରଭାବିତ ରହିଛି। କମ୍ପାନୀ ଶେୟାର ବଜାରରେ ପ୍ରବେଶ କରିବା ପରଠାରୁ ଏହାର ଷ୍ଟକ୍‌…

ଆହୁରି ଖସିବ ପେଟ୍ରୋଲ, ଡିଜେଲ ଦର

ନୂଆଦିଲ୍ଲୀ,୧୮।୧୧: ଲୋକଙ୍କ ସମସ୍ୟାକୁ ଧ୍ୟାନରେ ରଖି କେନ୍ଦ୍ର ସରକାର ପେଟ୍ରୋଲ ଲିଟର ପିଛା ୫ ଟଙ୍କା ଏବଂ ଡିଜେଲ ଉପରେ ୧୦ ଟଙ୍କାର ଉତ୍ପାଦ ଟିକସ କମ୍‌…

ବଳାତ୍କାରୀଙ୍କୁ ନପୁଂସକ କରାଯିବ

ଇସ୍‌ଲାମାବାଦ, ୧୮।୧୧: ଏକାଧିକ ବଳାତ୍କାର ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିବା ୬ ଅଭ୍ୟାସଗତ ବଳାତ୍କାରୀଙ୍କୁ କେମିକାଲ କାଷ୍ଟ୍ରାଶନ (ରାସାୟନିକ ପଦ୍ଧତି) ଜରିଆରେ ନପୁଂସକ କରାଯାଇପାରେ। ବାଳତ୍କାରୀଙ୍କୁ ଶୀଘ୍ର…

କାର୍ତ୍ତିକ ପୂର୍ଣ୍ଣିମାରେ ଚନ୍ଦ୍ରଗ୍ରହଣ

ଭୁବନେଶ୍ୱର,୧୮।୧୧ (ବ୍ୟୁରୋ): ଶତାବ୍ଦୀର ଦୀର୍ଘତମ ଆଶିଂକ ଚନ୍ଦ୍ର ଗ୍ରହଣ ଶୁକ୍ରବାର ସଂଗଠିତ ହେବ। ଭାରତୀୟ ସମୟ ସକାଳ ୧୧ଟା ୩୨ରେ ଚନ୍ଦ୍ର ଉପଛାୟାରେ ପ୍ରବେଶ କରିବା ସହିତ…

ଏଲ୍‌ଓସି ଡେଁଇଲା ବେଳେ ଧରାପଡ଼ିଲେ

ଶ୍ରୀନଗର,୧୮।୧୧: ଅସ୍ତ୍ର ତାଲିମ ପାଇଁ ନିୟନ୍ତ୍ରଣ ରେଖା(ଏଲ୍‌ଓସି) ଅତିକ୍ରମ କରି ପାକ୍‌ ଅଧିକୃତ କଶ୍ମୀର(ପିଓକେ) ଯିବାକୁ ଉଦ୍ୟମ କରୁଥିବା ଜମ୍ମୁ-କଶ୍ମୀରର ୩ ଜଣ ଦଶମ ଶ୍ରେଣୀ ଛାତ୍ରଙ୍କୁ…

ଶିଶୁ ମୃତଦେହ ଖାଇଲା କୁକୁର

ଭୋପାଳ,୧୮।୧୧: ମଧ୍ୟପ୍ରଦେଶର ଅଶୋକନଗର ଜିଲା ହସ୍ପିଟାଲ ବାହାରେ ନବଜାତ ଶିଶୁର ମୃତଦେହକୁ କୁକୁର ଖାଉଥିବା ଦେଖିବାକୁ ମିଳିଛି। ହୃଦୟ ବିଦାରକ ଘଟଣା ହସ୍ପିଟାଲ କର୍ତ୍ତୁପକ୍ଷଙ୍କ ସାମ୍ନାକୁ ଆସିବା…

ମୁଖ୍ୟମନ୍ତ୍ରୀ ଚନ୍ନିଙ୍କ କର୍ତାରପୁର ଯାତ୍ରାରେ ସାମିଲ ହେଲେନି ସିଦ୍ଧୁ

ଚଣ୍ଡିଗଡ଼, ୧୮।୧୧: ପଞ୍ଜାବ ମୁଖ୍ୟମନ୍ତ୍ରୀ ଚରଣଜିତ ସିଂ ଚନ୍ନିଙ୍କ ନେତୃତ୍ୱରେ ତାଙ୍କ କ୍ୟାବିନେଟ ସହକର୍ମୀ, ବିଧାୟକ ଓ ସେମାନଙ୍କ ପରିବାର ସଦସ୍ୟମାନେ କର୍ତାରପୁର ସାହିବକୁ ଯାତ୍ରା କରିଥିଲେ।…

ପରିବାରବର୍ଗଙ୍କୁ ଫେରାଯିବ ଦୁଇ ବ୍ୟବସାୟୀଙ୍କ ଶବ

ଶ୍ରୀନଗର,୧୮।୧୧: ଜମ୍ମୁ-କଶ୍ମୀରର ହାଇଦରପୋରା କମ୍ପ୍ଲେକ୍ସରେ ସୁରକ୍ଷାକର୍ମୀଙ୍କ ଗୁଳିରେ ଦୁଇ ଆତଙ୍କବାଦୀଙ୍କ ସହ ୨ ବ୍ୟବସାୟୀ ପ୍ରାଣ ହରାଇଥିଲେ। ଶ୍ରୀନଗର ପୋଲିସ ଉଭୟ ବ୍ୟବସାୟୀ (ମହମ୍ମଦ ଅଲତାଫ ଭଟ…

ଜଳଖିଆରୁ ବାହାରିଲା ମଲା ସାପ

ୟାଦଗିର(କର୍ନାଟକ),୧୮।୧୧: କର୍ନାଟକର ଏକ ଆବାସିକ ବିଦ୍ୟାଳୟରେ ଏକ ଅଘଟଣ ଘଟିଛି। ପିଲାଙ୍କ ପାଇଁ ପ୍ରସ୍ତୁତ ଜଳଖିଆରୁ ଏକ ମଲା ସାପ ବାହାରିଛି। ଫଳରେ ୫୬ ଛାତ୍ରୀଛାତ୍ରଙ୍କୁ ହସ୍ପିଟାଲରେ…