ଦବିଲା ପୋଲ

ନୟାଗଡ଼ ଅଫିସ,୨୮।୧୨: ନୟାଗଡ଼ ଜିଲା ଶରଣକୁଳରୁ ପୁରୀକୁ ପଡିଥିବା ନୂଆ ଜଗନ୍ନାଥ ସଡକର ଡିମିସର ଦୁଆଣ୍ଟ ପୋଲ ବୁଧବାର ଦବି ଯାଇଛି। ୪୦ ବର୍ଷର ଏହି ପୋଲ…

ଦୁର୍ନୀତି ଗ୍ରସ୍ତ ନେତାଙ୍କ ତାଲିକାରେ ପୂର୍ବତନ ରାଷ୍ଟ୍ରପତି ଆଶରଫ୍‌ ଘନି…

ଓ୍ବାଶିଂଟନ, ୨୯।୧୨: ଆଫଗାନିସ୍ତାନର ପୂର୍ବତନ ରାଷ୍ଟ୍ରପତି ଅଶରଫ୍‌ ଘନି ପୃଥିବୀର ଦୁର୍ନୀତି ଗ୍ରସ୍ତ ନେତାଙ୍କ ତାଲିକାରେ ସ୍ଥାନ ପାଇଛନ୍ତି। ସଂଗଠିତ ଅପରାଧ ଏବଂ ଦୁର୍ନୀତି ରିପୋର୍ଟିଂ ପ୍ରୋଜେକ୍ଟ…

ସକାଳ ୮ରୁ ଅପରାହ୍ନ ୧ଟା ପର୍ଯ୍ୟନ୍ତ ପିଲାଙ୍କୁ ଟିକା

ଭୁବନେଶ୍ୱର,୨୯।୧୨(ବ୍ୟୁରୋ): ଜାନୁୟାରୀ ପହିଲାରୁ ପିଲାଙ୍କୁ ଟିକା ଦିଆଯିବ । ସାରା ଦେଶରେ ୧୫ ରୁ ୧୮ ବର୍ଷର ପିଲାଙ୍କୁ ଏହି ଟିକା ଦିଆଯିବ । ଏଥିପାଇଁ ରାଜ୍ୟରେ…

ରିସେପ୍‌ଶନ ପାର୍ଟି ବାତିଲ ଟଙ୍କାରେ ନବଦମ୍ପତି କଲେ ଏମିତି କାର୍ଯ୍ୟ

ଆବୁଧାବି,୨୯ା୧୨: ବିବାହ କରିଥିବା ନବଦମ୍ପତ୍ତି ରିସେପଶନ ପାର୍ଟିକୁ ବାତିଲ କରିଛନ୍ତି। ଏହି ଦମ୍ପତି ଯେଉଁ ମହାନ କାମ କରିଛନ୍ତି, ଆପଣ ବି ଜାଣିଲେ ପ୍ରଶଂସା କରିବେ। ବିଶାଳ…

ପ୍ରେମିକାଙ୍କୁ ସର୍‌ପ୍ରାଇଜ୍‌ ଦେବା ପାଇଁ ୨୪୦୦ କିମି ଯାତ୍ରା କରି ଆସିଥିଲେ ପ୍ରେମିକ: ଆଉ ତା’ପରେ ଯାହା ଦେଖିଲେ…

ଆଜିକାଲି ପ୍ରେମରେ ଧୋକା ଏକ ସାଧାରଣ ଘଟଣା ହୋଇଗଲାଣି। କେଉଁଠି ପ୍ରେମିକା ପ୍ରେମିକଙ୍କୁ ଧୋକା ଦେଲେଣି ତ ଆଉ କେଉଁଠି ପ୍ରେମିକ ପ୍ରେମିକାଙ୍କୁ ଛାଡି ଚାଲିଯିବା ଘଟଣା…

ବଦଳିପାରେ ସ୍କୁଲ୍‌ ଖୋଲିବା ନିଷ୍ପତ୍ତି: ଡିଏମ୍‌ଇଟି

ଭୁବନେଶ୍ୱର,୨୯।୧୨(ବ୍ୟୁରୋ): ରାଜ୍ୟରେ ସ୍କୁଲ ଖୋଲିବା ନିଷ୍ପତ୍ତି ବଦଳିପାରେ। ଏ ନେଇ ଡିଏମ୍‌ଇଟି ରମାରମଣ ମହାନ୍ତି ସୂଚନା ଦେଇଛନ୍ତି। ସରକାର ପୂର୍ବ ସ୍ଥିତି ଦେଖି ସ୍କୁଲ୍‌ ଖୋଲିବା ନିଷ୍ପତ୍ତି…

ଆଜି ବି ବର୍ଷିବ

ଭୁବନେଶ୍ୱର,୨୯।୧୨(ବ୍ୟୁରୋ): ରାଜ୍ୟର କିଛି ସ୍ଥାନରେ ମଙ୍ଗଳବାର ବର୍ଷା ହୋଇଛି। ପାଣିପାଗ ବିଭାଗର ପୂର୍ବାନୁମାନ ଅନୁଯାୟୀ ବୁଧବାର ମଧ୍ୟ କେତେକ ସ୍ଥାନରେ ବର୍ଷା ହେବ । ଏ ନେଇ…

ଭାଲୁ ସହ ଯୁବକ ଲଢ଼େଇ କରି…

ପାଟଣା,୨୯ା୧୨(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ବ୍ଲକ ଚାକୁଣ୍ଡା ପାଳ ଗ୍ରାମର ଜଣେ ୪୦ ବର୍ଷ ଯୁବକ ବୁଧବାର ସକାଳୁ ଭାଲୁ ଆକ୍ରମଣରେ ଗୁରୁତର ହୋଇଛନ୍ତି। ଗୁରୁତର ହୋଇଥିବା…

‘ଆମକୁ ଭୋଟ ଦିଅ, ଆମେ ମଦ ଦେବୁ’

ହାଇଦ୍ରାବାଦ୍‌,୨୯।୧୨: ଭାରତୀୟ ଜନତା ପାର୍ଟିର ଜଣେ ନେତା ଏକ ଅଜବ ମନ୍ତବ୍ୟ ଦେଇ ଚର୍ଚ୍ଚାକୁ ଆସିଛନ୍ତି। ଆନ୍ଧ୍ରପ୍ରଦେଶ ଭାଜପା ସଭାପତି ସୋମୁ ଭେରାଜୁ କହିଛନ୍ତି, ଭାଜପାକୁ ଭୋଟ…

ପରିବା ବୋଝେଇ ଗାଡ଼ି ଭିତରେ ୧ କୋଟି ଟଙ୍କାର ଗଞ୍ଜେଇ

ପାରଳାଖେମୁଣ୍ଡି:୨୯।୧୨: ଗଜପତି ଜିଲା ପାରଳାଖେମୁଣ୍ଡି ଅବକାରୀ ବିଭାଗ ମଙ୍ଗଳବାର ରାତିରେ ବିପୁଳ ପରିମାଣର ଗଞ୍ଜେଇ ଜବତ କରିଛି । ଏଥିସହ ୩ ଜଣଙ୍କୁ ଅଟକ ରଖାଯାଇଛି। ପାଟ୍ରୋଲିଂ…