ଭୋଟ୍‌ ନାକଚ, ରାତି ଗଣତି ଯୋଗୁ କଂଗ୍ରେସ ହାରିଛି: ସପ୍ତଗିରି

ରାୟଗଡ଼ା ଅଫିସ,୨୮ା୨: ରାୟଗଡ଼ା ଏବଂ କୋରାପୁଟ ଜିଲାରେ ୧୭ ଆସନ ପାଇଛୁ। ଜିଲା ପରିଷଦ ଗଠନ କରିବୁ ବୋଲି ଆଶା ରଖିଥିଲୁ। ରାୟଗଡ଼ା ଜିଲାରେ ଶନିବାର ‘କ’ ଜୋନ୍‌…

୧,୧୭,୩୨୪ ଶିଶୁଙ୍କୁ ଦିଆଯିବ ପୋଲିଓ ବୁନ୍ଦା

ରାୟଗଡ଼ା ଅଫିସ,୨୮ା୨: ରାୟଗଡ଼ା ଜିଲା ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଜନ୍ମରୁ ୫ବର୍ଷର ଶିଶୁଙ୍କ ପାଇଁ ପୋଲିଓ ବୁନ୍ଦା ପ୍ରଦାନ କାର୍ଯ୍ୟକ୍ରମ ରବିବାର ଶୁଭାରମ୍ଭ ହୋଇଛି। ଏଥିରେ ରାୟଗଡ଼ା ଜିଲାର…

ପଟ୍ଟା ନାହିଁ ତ ଭୋଟ ନାହିଁ, ଶପଥ ନେଲେ ଗ୍ରାମବାସୀ

ମାଲକାନଗିରି,୨୮ା୨(ଡି.ଏନ୍‌.ଏ.):  ମାଲକାନଗିରି ଜିଲା ସଦର ମହକୁମା ପୌର ପରିଷଦ ଅନ୍ତର୍ଗତ ଓ୍ବାର୍ଡ ନଂ-୩ରେ ରବିବାର ଶତାଧିକ ମହିଳା ଏକାଠି ହୋଇ ଭୋଟ ବର୍ଜନ କରିବାକୁ ଶପଥ ନେଇଛନ୍ତି। ଏହି…

ଗୁଣପୁର ପୌର ନିର୍ବାଚନ: ମୋଟ୍‌ ଭୋଟର ୨୨୬୦୮, ମହିଳାଙ୍କ ସଂଖ୍ୟା ୧୧୫୩୩

ଗୁଣପୁର,୨୮ା୨(ଡି.ଏନ୍‌.ଏ.): ରାୟଗଡ଼ା ଜିଲା ଗୁଣପୁର ପୌରାଞ୍ଚଳ ପାଇଁ ନିର୍ବାଚନ ମାର୍ଚ୍ଚ ୨୪ରେ ହେବ। ଏଥପାଇଁ ଭୋଟର ତାଲିକା ପ୍ରକାଶ ପାଇଛି। ପୌରାଞ୍ଚଳରେ ୧୯ ୱାର୍ଡ ରହିଥିବାବେଳେ ୨୨୬୦୮…

ପିଲା, ବୟସ୍କଙ୍କୁ ବାରଣ

ଢେଙ୍କାନାଳ ଅଫିସ,୨୮ା୨: ଢେଙ୍କାନାଳ ଜିଲା କପିଳାସ୍ଥିତ ମହାପ୍ରଭୁ ଚନ୍ଦ୍ରଶେଖର ଜୀଉ ମହାଦେବଙ୍କ ପୀଠରେ ଆସନ୍ତା ୧ ତାରିଖରେ ହେବାକୁ ଥିବା ମହାଶିବରାତ୍ରୀ ଓ ଜାଗରଯାତ୍ରା ପ୍ରସ୍ତୁତି ନିମନ୍ତେ ରବିବାର…

ଗୁଲାମ ନବୀଙ୍କ ପୁତୁରା ଭାଜପାରେ ସାମିଲ

ଜମ୍ମୁ,୨୮।୨: ବରିଷ୍ଠ କଂଗ୍ରେସ ନେତା ଗୁଲାମ ନବୀ ଆଜାଦଙ୍କ ପୁତୁରା ମୁବାଶିର ଆଜାଦ ଭାଜପାରେ ସାମିଲ ହୋଇଛନ୍ତି। ତୃଣମୂଳସ୍ତରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିକାଶମୂଳକ କାର୍ଯ୍ୟରେ ସେ…

ଗୋଟିଏ ପରିବାରରୁ ୪ ବିଜୟୀ

ଆସିକା,୨୮ା୨(ଡି.ଏନ.ଏ.)  ଗଞ୍ଜାମ ଜିଲା ଆସିକା ବ୍ଲକରେ ଗତଥର ଅଧ୍ୟକ୍ଷ ଥିବା ହରେକୃଷ୍ଣ ମଲିକ ଓ ତାଙ୍କ ପରିବାରର ଅନ୍ୟ ୩ଜଣ ଚଳିତ ପଞ୍ଚାୟତ ନିର୍ବାଚନରେ ପ୍ରତିଦ୍ୱନ୍ଦିତା କରିଥିବା ବେଳେ…

ମହାଶିବରାତ୍ରି ପୂର୍ବରୁ କେତକୀ ଫୁଲ ଦର ଆକାଶଛୁଆଁ

ବ୍ରହ୍ମପୁର ଅଫିସ,୨୮ା୨: ଚଳିତ ବର୍ଷ ବ୍ରହ୍ମପୁର ସହରରେ ମହାଶିବରାତ୍ରି ପାଳନକୁ ନେଇ ରେଶମ ନଗରବାସୀଙ୍କ ମଧ୍ୟରେ ଉତ୍ସାହ ରହିଥିବା ଦେଖିବାକୁ ମିଳିଛି। ଏବେ କେତକୀ ଫୁଲ ଚାହିଦା ବୃଦ୍ଧି…

ସୀମା ପାର୍‌ ଷଡ଼ଯନ୍ତ୍ର, ୭ ରାଜ୍ୟ ବାଟେ ଦିଲ୍ଲୀକୁ ଅସ୍ତ୍ରଶସ୍ତ୍ର ଚୋରା ଚାଲାଣ…

ନୂଆଦିଲ୍ଲୀ,୨୮।୨ : ଭାରତର ସୀମା ଆରପାରିରୁ କିଛି ସଂଗଠନ ଗ୍ୟାଙ୍ଗଷ୍ଟରଙ୍କୁ ଅସ୍ତ୍ରଶସ୍ତ୍ର ଯୋଗାଇବାରେ ନିୟୋଜିତ ଅଛନ୍ତି। ଗୋଇନ୍ଦା ବିଭାଗ ପକ୍ଷରୁ ପ୍ରକାଶିତ ରିପୋର୍ଟରେ ଏନେଇ ପ୍ରକାଶ ପାଇଛି।…

ରୁଷିଆ-ୟୁକ୍ରେନ ମଧ୍ୟରେ କାହା ପକ୍ଷ ନେବ ଭାରତ, ରହିଛି ସମସ୍ତଙ୍କ ନଜର

କ୍ୱିଭ୍‌,୨୮ା୨: ସୋମବାର ରୁଷିଆ ଏବଂ ୟୁକ୍ରେନ ମଧ୍ୟରେ ମିଳିତ ଜାତିସଂଘର ସାଧାରଣ ସଭାର ବୈଠକ ଅନୁଷ୍ଠିତ ହେଉଛି। ସୁରକ୍ଷା ପରିଷଦର ବୈଠକ ପରେ ଯୁଦ୍ଧ ବନ୍ଦ କରିବା…