ଗଣିବେ ହଜାରେ କୋଟି

ନୂଆଦିଲ୍ଲୀ,୩୧।୧୨: ଟିକସ ଫାଙ୍କି ଥିବାରୁ ମୋବାଇଲ ନିର୍ମାତା ସାଓମି ଏବଂ ଓପ୍ପୋକୁ ୧୦୦୦ କୋଟି ଟଙ୍କାର ଫାଇନ ଦେବାକୁ ପଡ଼ିପାରେ। ଏ ନେଇ ସୂଚନା ଦେଇଛନ୍ତି ଜଣେ…

‘ଜବତ ଟଙ୍କା ଭାଜପାର ନୁହେଁ’

ନୂଆଦିଲ୍ଲୀ,୩୧।୧୨- ଉତ୍ତର ପ୍ରଦେଶର ଅତର ପ୍ରସ୍ତୁତକାରୀ ପୀୟୁଷ ଜୈନଙ୍କଠାରୁ ଜବତ ହୋଇଥିବା ୧୯୭.୪୯ କୋଟି ଟଙ୍କା ଭାଜପାର ନୁହେଁ। କାର୍ଯ୍ୟାନୁଷ୍ଠାନଯୋଗ୍ୟ ଗୋଇନ୍ଦା ତଥ୍ୟ ଆଧାରରେ ଟିକସ ଅଧିକାରୀମାନେ…

ରିପୋର୍ଟ ପଜିଟିଭ ଆସିବାରୁ ଟଏଲେଟରେ ରଖିଦେଲେ

ନ୍ୟୁୟର୍କ, ୩୧।୧୨: ବିମାନ ଯାତ୍ରା ସମୟରେ ଜଣେ ମହିଳା ଯାତ୍ରୀ କୋଭିଡ୍‌ ପଜିଟିଭ୍‌ ଚିହ୍ନଟ ହେବାରୁ ତାଙ୍କୁ ହଟ୍ଟହଟା ହେବାକୁ ପଡ଼ିଛି। ଉକ୍ତ ଯାତ୍ରୀଙ୍କୁ ବିମାନ ଟଏଲେଟ୍‌ରେ…

ସାଙ୍ଗ ପାଇଁ ଦେଲେ ଜୀବନ

ଆନନ୍ଦପୁର,୩୧।୧୨(ସ୍ବ.ପ୍ର.): କେନ୍ଦୁଝର ଜିଲା ଘସିପୁରା ଥାନା ଅଧୀନ ଢିଙ୍କିଆ ଗ୍ରାମର ଜଣେ ଯୁବକ ଶୁକ୍ରବାର ସାଙ୍ଗଙ୍କୁ ଉଦ୍ଧାର କରିବାକୁ ଯାଇ ରେମାଳ ଡ୍ୟାମ୍‌ରେ ବୁଡ଼ି ପ୍ରାଣ ହରାଇଛନ୍ତି।…

ରୋହିତ ଖେଳିବେନି, ନେତୃତ୍ୱ ନେବେ ରାହୁଲ

ଚେଞ୍ଚୁରିଆନ,୩୧।୧୨: ଦକ୍ଷିଣ ଆଫ୍ରିକା ବିପକ୍ଷ ଦିନିକିଆ ସିରିଜ୍‌ ଲାଗି ଲୋକେଶ ରାହୁଲଙ୍କୁ ଅଧିନାୟକ ଘୋଷଣା କରାଯାଇଛି। ଆହତ ସମସ୍ୟା କାରଣରୁ ଟେଷ୍ଟ ସିରିଜ୍‌ ପାଇଁ ଉପଲବ୍ଧ ନ…

ବର୍ଷ ଆରମ୍ଭରୁ ପିଲାଙ୍କ ପଞ୍ଜିକରଣ

ଭୁବନେଶ୍ୱର, ୩୧।୧୨(ବ୍ୟୁରୋ): ରାଜ୍ୟରେ ଆସନ୍ତା ୩ ତାରିଖରୁ ୧୫ରୁ ୧୮ ବର୍ଷର ପିଲାଙ୍କୁ ଟିକା ଦିଆଯିବ। ଏଥିପାଇଁ ଶନିବାରଠାରୁ ପଞ୍ଜିକରଣ ଆରମ୍ଭ ହେବ। ୨୦୦୭ କିମ୍ବା ତା’…

ବିଜୟ ସତ୍ତ୍ୱେ ପଏଣ୍ଟ ହରାଇଲା ଟିମ୍‌ ଇଣ୍ଡିଆ

ଚେଞ୍ଚୁରିଆନ,୩୧।୧୨: ଦକ୍ଷିଣ ଆଫ୍ରିକା ବିପକ୍ଷ ପ୍ରଥମ ଟେଷ୍ଟକୁ ୧୧୩ ରନ୍‌ରେ ଜିତିଥିବା ଭାରତୀୟ ଦଳକୁ ଏକ ଟେଷ୍ଟ ଚାମ୍ପିୟନଶିପ୍‌ ପଏଣ୍ଟ ହରାଇବାକୁ ପଡ଼ିଛି। ଧିମା ବୋଲିଂ ହାର…

ସରକାରୀ ଅଫିସରେ ଗହଳି ମନା

ଭୁବନେଶ୍ୱର,୩୧।୧୨(ବ୍ୟୁରୋ): ରାଜ୍ୟରେ କରୋନା ସଂକ୍ରମଣ ବଢୁଥିବା ବେଳେ ଭିଡ଼କୁ ନିୟନ୍ତ୍ରଣ କରି ସଂକ୍ରମଣ ରୋକିବା ନେଇ କଟକଣାକୁ କଡ଼ାକଡ଼ି କରାଯାଉଛି। ସରକାରୀ ଅଫିସରେ ମଧ୍ୟ ରାଜ୍ୟ ସରକାର…

ଦଳରୁ ବାଦ୍‌ ପଡ଼ିବାର କାରଣ ମୋତେ ଜଣା ନାହିଁ

ନୂଆଦିଲ୍ଲୀ,୩୧।୧୨: ଭାରତୀୟ କିମ୍ବଦନ୍ତୀ ଅଫ୍‌ ସ୍ପିନର ହରଭଜନ ସିଂଙ୍କୁ ଜାତୀୟ ଦଳରୁ ବାଦ୍‌ ଦିଆଯିବା ନେଇ ଟିମ୍‌ ମ୍ୟାନେଜମେଣ୍ଟ କୌଣସି ଉତ୍ତର ଦେଇ ନ ଥିଲା। ଏକ…

ପୁଅ ନେଲା ବାପର ଜୀବନ

ଜୟପୁର, ୩୧ା୧୨(ନି.ପ୍ର.): କୋରାପୁଟ ଜିଲା ଜୟପୁରରେ ଏକ ଅଭାବନୀୟ ଘଟଣା ଘଟିଛି। ପୁଅର ଛୁରାମାଡ଼ରେ ବାପାଙ୍କ ଜୀବନ ଯାଇଛି। ମୃତକ ହେଉଛନ୍ତି ନୂଆସାହିର ଅମିର ନାଗ (୩୫)।…