ଭାରତୀୟଙ୍କୁ ପିଟିଲେ ୟୁକ୍ରେନ୍‌ ସୈନ୍ୟ

କ୍ୱିଭ,୧।୩: ୟୁକ୍ରେନ୍‌ରେ ଫସିଥିବା ଭାରତୀୟ ଛାତ୍ରୀଛାତ୍ର ସ୍ବଦେଶ ଫେରିବା ପାଇଁ ସୀମାମୁହଁା ହୋଇଛନ୍ତି। ଏ ସବୁ ଭିତରେ ସେଠାରୁ ପ୍ରତି ଭାରତୀୟଙ୍କୁ ବିଚଳିତ କରିବା ଭଳି ଖବର…

ଷ୍ଟାର ଭାରତୀୟ ବ୍ୟାଟରଙ୍କ କାନରେ ବାଜିଲ ବଲ

ରାଙ୍ଗିଓରା(ନ୍ୟୁଜିଲାଣ୍ଡ),୧।୩: ଷ୍ଟାର ଭାରତୀୟ ଓପନର ସ୍ମ୍ରିତି ମନ୍ଧାନା ସୋମବାର ଦକ୍ଷିଣ ଆଫ୍ରିକା ବିପକ୍ଷ ମହିଳା ଟି୨୦ ବିଶ୍ୱକପ୍‌ ଓ୍ବାର୍ମଅପ୍‌ ମ୍ୟାଚ୍‌ରେ କନକଶନର ସମ୍ମୁଖୀନ ହୋଇଛନ୍ତି। ତେବେ ତାଙ୍କ…

ବିଶ୍ୱର ବୃହତ୍ତମ ବିମାନ ନଷ୍ଟ

କ୍ୱିଭ,୧।୩: ମିଶାଇଲ ଅକ୍ରମଣରେ ବିଶ୍ୱର ବୃହତ୍ତମ ବିମାନ ଆଣ୍ଟୋନୋଭ ଏନ୍‌-୨୨୫ ତଥା ମରିୟା ନଷ୍ଟ ହୋଇଥିବା ୟୁକ୍ରେନ କହିଛି। ୟୁକ୍ରେନରେ ଏହି ବିମାନ ‘ଡ୍ରିମ୍‌’ଭାବେ ବେଶ୍‌ ଜଣାଶୁଣା।…

ବିଶ୍ୱର ସମସ୍ତ ବିମାନ ବନ୍ଦର ଓ ପୋର୍ଟରେ ରୁଷିଆ ପାଇଁ ଲାଗୁ ପ୍ରତିବନ୍ଧକ: ୟୁକ୍ରେନ ରାଷ୍ଟ୍ରପତି

କ୍ୱିଭ୍‌,୧ ।୩: ପୂର୍ବ ୟୁକ୍ରେନ ପଟୁ ଦେଶର ରାଜଧାନୀ କ୍ୱିଭରେ ପହଞ୍ଚି ସାରିଥିବା ରୁଷିଆ ସେନା ଲଗାତାର ଭାବେ ପଞ୍ଚମ ଦିନରେ ବି ଆକ୍ରମଣ ଜାରି ରଖିଛନ୍ତି…

କୁକୁରକୁ ବଳିଦେଇ ରକ୍ତ ପିଇଲେ ୫ଶିଶୁ

ବଲାଙ୍ଗୀର ଅଫିସ,୧।୩: ପରମ୍ପରା ନାଁରେ ପଶୁବଳି ଦିଆଯିବା ଘଟଣା ଶିଶୁ ମାନସିକତା ଉପରେ କିଭଳି କୁପ୍ରଭାବ ପକାଇଥାଏ ତାହା ବଲାଙ୍ଗୀର ଜିଲା ସଦର ଥାନା ଅନ୍ତର୍ଗତ ପଣ୍ଡାରାପିଟା…

ସେନା ପ୍ରତ୍ୟାହାର କରୁ ରୁଷିଆ

କ୍ୱିଭ୍‌, ୧।୩: ୟୁକ୍ରେନ ଉପରେ ରୁଷିଆର ଆକ୍ରମଣ ସୋମବାର ୫ମ ଦିନରେ ପହଞ୍ଚିଛି। ଯୁଦ୍ଧ ଭିତରେ ଉଭୟ ଦେଶ ବେଲାରୁଷ ସୀମାସ୍ଥିତ ଗୋମେଲରେ ଆୟୋଜିତ ଉଚ୍ଚସ୍ତରୀୟ ବୈଠକରେ…

ୟୁକ୍ରେନକୁ ମାନବୀୟ ସହାୟତା ଯୋଗାଇବ ଭାରତ

ନୂଆଦିଲ୍ଲୀ,୧ ।୩: ରୁଷିଆ-ୟୁକ୍ରେନ୍ ଯୁଦ୍ଧ ମଧ୍ୟରେ ଭାରତ ୟୁକ୍ରେନକୁ ମାନବୀୟ ସହାୟତା ଯୋଗାଇ ଦେବାକୁ ନିଷ୍ପତ୍ତି ନେଇଛି । ମଙ୍ଗଳବାର ଏହା ପଠାଯିବ । ଦୁଇ ଦେଶରେ…

ସବୁଠି ବିଜେଡି ଗଡ଼

ଭୁବନେଶ୍ୱର,୧।୩(ବ୍ୟୁରୋ): ଗତ ୩ ଦିନ ଧରି ଚାଲିଥିବା ତ୍ରିସ୍ତରୀୟ ପଞ୍ଚାୟତ ଭୋଟ ଗଣନା ସୋମବାର ଶେଷ ହୋଇଛି। ତିନୋଟି ପର୍ଯ୍ୟାୟ ଗଣତି ପରେ ବିଜେଡି ରେକର୍ଡ ବିଜୟ…

ଓଡ଼ିଶା: ଆଜିର ଫଟୋ (ଫେବୃୟାରୀ ୨୮, ୨୦୨୨)

ଛାତ୍ରୀଛାତ୍ରମାନେ ଭୁବନେଶ୍ୱରର ଇନଷ୍ଟିଚ୍ୟୁଟ୍ ଅଫ୍ ଫିଜିକ୍ସ ଠାରେ ଜାତୀୟ ବିଜ୍ଞାନ ଦିବସ ପାଳନ କରୁଛନ୍ତି ଜଟଣୀର କଳାକାର ଏଲ.ଇଶ୍ଵର ରାଓ ଭୁବନେଶ୍ୱରରେ ମହା ଶିବରାତ୍ରୀ ଉପଲକ୍ଷେ ଏକ…

ସାକ୍ଷୀଗୋପାଳରେ ୩୩ ନମ୍ବର ଜୋନ୍‌ ହାତେଇଲା ଭାଜପା

ସାକ୍ଷୀଗୋପାଳ, ୨୮।୨ (ଡି.ଏନ୍‌.ଏ.) ଅନ୍ତିମ ପର୍ଯ୍ୟାୟ ଭୋଟଗଣତିରେ ପୁରୀ ଜିଲା ପରିଷଦ ୩୩ ନମ୍ବର ଜୋନରେ ଭାଜପା ପ୍ରାର୍ଥୀ ରତିକାନ୍ତ ମିଶ୍ର ବିଜୟୀ ହୋଇଛନ୍ତି। ସେ ସମୁଦାୟ…