ଗଞ୍ଜାମ ଜିଲା ବାଲ୍ୟବିବାହ ମୁକ୍ତ

ଛତ୍ରପୁର,୪।୧(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ବାଲ୍ୟବିବାହ ମୁକ୍ତ ଘୋଷଣା ହୋଇଛି। ଜିଲାପାଳ ବିଜୟ ଅମୃତା କୁଲାଙ୍ଗେ ଏହି ଘୋଷଣା କରିଛନ୍ତି। ଏଥିପାଇଁ କାର୍ଯ୍ୟ କରିଥିବା ସମସ୍ତ ବ୍ୟକ୍ତି ବିଶେଷଙ୍କୁ ଜିଲାପାଳ…

ସୁମିତ-ତପସ୍ବିନୀ ମାମଲାର ଚୂଡ଼ାନ୍ତ ରାୟ ଆଜି

ବ୍ରହ୍ମପୁର ଅଫିସ,୪।୧: ଡା.ସୁମିତ ସାହୁ-ତପସ୍ବିନୀ ଦାଶ ମାମଲାକୁ ନେଇ ଜିଲାଜଜ୍‌ କୋର୍ଟରେ ଦାଏର ହୋଇଥିବା ଅପିଲର ଚୂଡ଼ାନ୍ତ ରାୟ ମଙ୍ଗଳବାର ପ୍ରକାଶ ପାଇବ। ଗଞ୍ଜାମ ଜିଲା ଜଜ୍‌…

ବିକଶିତ ହେବ ସହରାଞ୍ଚଳ ବସ୍ତିବାସିନ୍ଦାଙ୍କ ଭିତ୍ତିଭୂମି

ଭୁବନେଶ୍ୱର, ୪।୧(ବ୍ୟୁରୋ): ସହରାଞ୍ଚଳ ବସ୍ତିବାସିନ୍ଦାଙ୍କ ପାଇଁ ନିର୍ଭରଶୀଳ ଓ ବାସଯୋଗ୍ୟ ବସତି ବିକାଶ ଉପରେ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ଗୁରୁତ୍ୱ ପ୍ରଦାନ କରିଛନ୍ତି।…

ବୁଧବାରରୁ ଆରମ୍ଭ ଦଶମ ସମେଟିଭ୍‌-୧ ପରୀକ୍ଷା

ଭୁବନେଶ୍ୱର,୪।୧(ବ୍ୟୁରୋ): ଦଶମ ସମେଟିଭ୍‌-୧ ପରୀକ୍ଷା ବୁଧବାରରୁ ଆରମ୍ଭ ହେବ। ତେବେ ଏହି ପରୀକ୍ଷା ୫ରୁ ୮ ଯାଏ ଚାଲିବ ବୋଲି ବୋର୍ଡ ସଭାପତି ସୂଚନା ଦେଇଛନ୍ତି। ଦିନକୁ…

ଗାଭାସ୍କରଙ୍କ ବଡ଼ ଭବିଷ୍ୟବାଣୀ

ଜୋହାନ୍ସବର୍ଗ,୪।୧: ତିନି ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜର ଦ୍ୱିତୀୟ ମ୍ୟାଚ୍‌ରେ ଟିମ ଇଣ୍ଡିଆ ଆୟୋଜକ ଦକ୍ଷିଣ ଆଫ୍ରିକାକୁ ସାମ୍ନା କରୁଛି। ଏହି ସିରିଜର ପ୍ରଥମ ମ୍ୟାଚ ଜିତିବା…

ବୁମ୍‌ରାଙ୍କ ଛକା ଦେଖି ସ୍ତ୍ରୀ ହେଲେ ଆଶ୍ଚର୍ଯ୍ୟ: ଦେଲେ ଏମିତି ପ୍ରତିକ୍ରିୟା

ଜୋହାନ୍ସବଗ,୪।୧: ଦକ୍ଷିଣ ଆଫ୍ରିକା ବିପକ୍ଷରେ ଜୋହାନ୍ସବର୍ଗରେ ଖେଳାଯାଉଥିବା ଦ୍ୱିତୀୟ ଟେଷ୍ଟ ମ୍ୟାଚର ପ୍ରଥମ ଦିନରେ ଭାରତୀୟ ଦଳ ପ୍ରଥମ ଇନିଂସରେ ମାତ୍ର ୨୦୨ ରନର ଅଲଆଉଟ୍‌ ହୋଇଛି।…

ଅଧିକାରୀଙ୍କ ସୁରକ୍ଷାରେ ନକଲି ଶିକ୍ଷକ

ଯାଜପୁର ଅଫିସ,୪।୧: ନକଲି ପ୍ରମାଣପତ୍ର ଦେଇ ଚାକିରି କରୁଥିବା ଶିକ୍ଷକଙ୍କୁ ବହିଷ୍କାର କରି ପରବର୍ତ୍ତୀ ପଦକ୍ଷେପ ଗ୍ରହଣ କରିବାକୁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ନିର୍ଦ୍ଦେଶ…

ଦେଶରେ ଓମିକ୍ରନ୍ ସଂକ୍ରମଣ ବୃଦ୍ଧି ପାଇଁ ଦାୟୀ କେନ୍ଦ୍ର ସରକାର: ଦିଲ୍ଲୀ ସ୍ୱାସ୍ଥ୍ୟମନ୍ତ୍ରୀ

ନୂଆଦିଲ୍ଲୀ,୪ ।୧: ସାରା ଦେଶରେ ଏବେ ବଢି ଚାଲିଛି କରୋନା ସଂକ୍ରମଣ । ଏହାସହ କରୋନାର ନୂଆ ଭାରିଏଣ୍ଟ ଓମିକ୍ରନ୍ ବି ତା’ର ତାଣ୍ଡବ ରଚି ଚାଲିଛି…

୫ରୁ କମିବ ଶୀତ

ଭୁବନେଶ୍ୱର,୪।୧(ବ୍ୟୁରୋ): ଜଳବାୟୁ ପରିବର୍ତ୍ତନ ଯୋଗୁ ଚଳିତ ବର୍ଷ ଓଡ଼ିଶା ଭିତରକୁ ବାରମ୍ବାର ପଶ୍ଚିମା ବାୟୁ ପ୍ରବାହ ହେଉଛି। ଏଥିଯୋଗୁ ବର୍ଷା ମଧ୍ୟ ଲାଗିରହୁଛି। ଆସନ୍ତା ୮ ତାରିଖରୁ…

କୁକୁଡାର କେକ୍‌ କଟା: ଭିଡିଓ ଦେଖିଲେ…

ସୋସିଆଲ ମିଡିଆର ଦୁନିଆ ମଧ୍ୟ ଅଜବ ଅଟେ। ଏଠାରେ କିଛି ସେକେଣ୍ଡରେ ଏମିତି ଭାଇରାଲ ହୁଏ, ଯାହା ଜଣଙ୍କୁ ରାତାରାତି ଷ୍ଟାର୍‌ କରାଇଦିଏ। ଏପରି ଏକ ଭାଇରାଲ…