କ୍ରିକେଟ୍‌ରୁ ବ୍ରେକ୍‌ ନେଲେ ନବୀନ

କାବୁଲ,୭।୧:ଆଫଗାନିସ୍ତାନର ଦ୍ରୁତ ବୋଲର ନବୀନ ଉଲ ହକ କ୍ରିକେଟ୍‌ରୁ ବ୍ରେକ୍‌ ନେଇଛନ୍ତି। ସେ ମାତ୍ର ୭ଟି ଦିନିକିଆରେ ନିଜର ବୋଲିଂ ଯାଦୁ ଦେଖାଇଥିଲେ। କିନ୍ତୁ ଏବେ କ୍ରିକେଟରୁ…

ଆଜିଠୁ ଖୋଲିବ ମାର୍କେଟ ବିଲ୍ଡିଂ

ଭୁବନେଶ୍ୱର,୭।୧(ବ୍ୟୁରୋ): ଭୁବନେଶ୍ୱର ମାର୍କେଟ ବିଲ୍ଡିଂ ପୁଣି ଖୋଲିବ। ବିଏମ୍‌ସି ଅତିରିକ୍ତ କମିଶନରଙ୍କ ସହ ଆଲୋଚନା ପରେ ଶୁକ୍ରବାର ଖୋଲିବାକୁ ନିଷ୍ପତ୍ତି ନିଆଯାଇଛି। ଉଠା ଦୋକାନୀଙ୍କୁ ଉଚ୍ଛେଦ ନେଇ…

୧୦ରୁ ରାଜ୍ୟରେ ପୁଣି ବର୍ଷା

ଭୁବନେଶ୍ବର,୭।୧(ବ୍ୟୁରୋ): ଘୂର୍ଣ୍ଣିବଳୟ ପ୍ରଭାବରେ ରାଜ୍ୟରେ ଆସନ୍ତା ୧୦ ତାରିଖରୁ ବର୍ଷା ହେବାର ସମ୍ଭାବନା ରହିଛି। ଏକ ଘନୀଭୂତ ପଶ୍ଚିମା ଝଡ଼ ଶୁକ୍ରବାରଠାରୁ ଅଧିକ ଘନୀଭୂତ ହୋଇ ଉତ୍ତର…

ଆମ ସୀମାରେ ଯାହା ଘଟୁଛି, ତାହା ମଧ୍ୟ ଜାତୀୟ ନିରାପତ୍ତାର ଏକ ବଡ଼ ଧରଣର ତ୍ରୁଟି, ପ୍ରଧାନମନ୍ତ୍ରୀ ଚୁପ୍‌ କାହିଁକି: ରାହୁଲ

ନୂଆଦିଲ୍ଲୀ,୭।୧: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସୁରକ୍ଷା ତ୍ରୁଟି ନେଇ ପଞ୍ଜାବରେ ରାଜନୀତି ଏବେ ସରଗରମ ହୋଇଛି। ଗୋଟିଏ ପଟେ ଅନେକ ଭାଜପା ନେତା ପଞ୍ଜାବ ସରକାରଙ୍କୁ ଟାର୍ଗେଟ…

ମହେଶ ବାବୁ କରୋନା ପଜିଟିଭ୍‌

ମୁମ୍ବାଇ: ସାଉଥ୍‌ ସୁପରଷ୍ଟାର ମହେଶ ବାବୁ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏ ନେଇ ସେ ନିଜେ ସୋସିଆଲ ମିଡିଆରେ ସୂଚନା ଦେଇଛନ୍ତି। ସାମାନ୍ୟ ଲକ୍ଷଣ ଦେଖାଯିବାରୁ…

ଏନ୍‌ଏଚ୍‌ଏମ୍‌ ପୋର୍ଟାଲ ହ୍ୟାକ୍‌ କରି ୫.୧ କୋଟି ଠକେଇ ମାମଲା: ରାଉରକେଲାରୁ ମୁଖ୍ୟ ଅଭିଯୁକ୍ତ ଗିରଫ

ଭୁବନେଶ୍ୱର,୭।୧(ବ୍ୟୁରୋ): ସୋନପୁର ଜାତୀୟ ସ୍ବାସ୍ଥ୍ୟ ମିଶନ (ଏନ୍‌ଏଚ୍‌ଏମ୍‌) ପୋର୍ଟାଲ ହ୍ୟାକ୍‌ କରି ଇ-ଚେକ୍‌ ଜରିଆରେ ୫.୧ କୋଟି ଠକେଇ ମାମଲାରେ ସମ୍ପୃକ୍ତ ମୁଖ୍ୟ ଅଭିଯୁକ୍ତଙ୍କୁ କ୍ରାଇମବ୍ରାଞ୍ଚର ଅର୍ଥନୈତିକ…

ଓଡ଼ିଶା ଅଗ୍ନିଶମ ସେବା ସଂସ୍ଥା ଦେଶରେ ଶ୍ରେଷ୍ଠ

କଟକ ଅଫିସ,୭ା୧: ଓଡ଼ିଶା ଅଗ୍ନିଶମ ସେବା ସଂସ୍ଥା ସର୍ବଭାରତୀୟ ସ୍ତରରେ ସର୍ବଶ୍ରେଷ୍ଠ ବିବେଚିତ ହୋଇଛି। ଦିଲ୍ଲୀର ନୋଇଡାରେ ଗତ ଡିସେମ୍ବର ୨ରୁ ୫ତାରିଖ ପର୍ଯ୍ୟନ୍ତ ଇନ୍‌ଷ୍ଟିଚ୍ୟୁଶନ ଅଫ୍‌…

ବିପାଶାଙ୍କୁ ଶକ୍ତ ଚାପୁଡା ମାରିଥିଲେ କରୀନା

ବଲିଉଡ ଅଭିନେତ୍ରୀ ବିପାଶା ବସୁ ଆଜି ୪୩ ବର୍ଷରେ ପଦାର୍ପଣ କରିଛନ୍ତି। ବିପାଶା କେବଳ ଅଭିନୟ ନୁହେଁ, ତାଙ୍କ ଫିଟନେସକୁ ନେଇ ମଧ୍ୟ ଚର୍ଚ୍ଚାରେ ରହିଥା’ନ୍ତ। ଯଦିଓ…

ଚାଷୀଙ୍କ କାମରେ ଲାଗୁନି ମନ୍ଦାକିନୀ ବ୍ୟାରେଜ

ନିରାକାରପୁର,୭ା୧(ଡି.ଏନ୍‌.ଏ.): ଖୋର୍ଦ୍ଧା ଜିଲା ଟାଙ୍ଗୀ ବ୍ଲକରେ ୯ହଜାର ୮୫୩ ହେକ୍ଟର ଚାଷଜମି ରହିଥିବା ବେଳେ ୯ ହଜାର ୫୦୦ ହେକ୍ଟର ଜମି ଚାଷ ଉପଯୋଗୀ ରହିଛି। ବ୍ଲକର…

ବିନାଶ ଆଡ଼କୁ ମୁହାଁଉଛି ପୃଥିବୀ

ଓ୍ବାଲର୍‌ଡ ଓ୍ବାଇଡ୍‌ ପାଣ୍ଠି (WWF) ବିଶ୍ୱକୁ ଏକ ବଡ଼ ଚେତାବନୀ ଦେଇଛି। ଡବ୍ଲ୍ୟୁଡବ୍ଲ୍ୟୁଏଫ୍‌ କହିଛି, ଆସନ୍ତା ଦଶନ୍ଧିରେ ପୃଥିବୀ ବିନାଶ ଆଡ଼କୁ ମୁହାଁଉଛି। ପରିବେଶ ଏବଂ ପଶୁମାନଙ୍କ…