ନୂଆ ଚେହେରାକୁ ନେଇ ମଇଦାନକୁ ଓହ୍ଲାଇଛି ୩ ପ୍ରମୁଖ ଦଳ

ରାଇଘର, ୬ା୨(ଡି.ଏନ୍‌.ଏ.) ନବରଙ୍ଗପୁର ଜିଲା ରାଇଘର ବ୍ଲକର ୪ ଜିଲା ପରିଷଦ ଆସନ ମଧ୍ୟରୁ ୩ନମ୍ବର ଆସନ ମଧ୍ୟରେ ଭାଜପା ବିଜେଡି ଓ କଂଗ୍ରେସ ମଧ୍ୟରେ କଡା…

ଥାଇଲାଣ୍ଡ ପ୍ରିମିୟର ଲିଗ୍‌ରେ ଯୁବ କ୍ରିକେଟର ସୁରେଶ ନାଗ

ଗୁଣପୁର,୬ା୨(ଡି.ଏନ୍‌.ଏ.) ଗୁଲୁମୁଣ୍ଡା ଯୁବ କ୍ରିକେଟର ସୁରେଶ ନାଗ ଥାଇଲାଣ୍ଡ ପ୍ରିମିୟର ଲିଗ୍‌ରେ ଖେଳିବାକୁ ମନୋନୀତ ହୋଇଛନ୍ତି। ୨୦ ତାରିଖରେ ସେ ଥାଇଲାଣ୍ଡ ଗସ୍ତ କରିବେ। ଏହା ପୂର୍ବରୁ ଜିଆଇଇଟି…

ନିର୍ବାଚନୀ ହିଂସା ଏଡ଼ାଇବା ପାଇଁ ଫ୍ଲାଗ ମାର୍ଚ୍ଚ

ଛତ୍ରପୁର,୬।୨(ଡି.ଏନ୍‌.ଏ.): ପଞ୍ଚାୟତ ନିର୍ବାଚନ ପୂର୍ବରୁ ସୁରକ୍ଷା ବ୍ୟବସ୍ଥା ନେଇ ଛତ୍ରପୁର ବ୍ଲକ ସୁନ୍ଦରପୁର ଓ ଭିକାରିପଲୀ ପଞ୍ଚାୟତର ବିଭିନ୍ନ ଗ୍ରାମାଞ୍ଚଳରେ ସ୍ଥନୀୟ ପୋଲିସ ପକ୍ଷରୁ ଫ୍ଲାଗ ମାର୍ଚ୍ଚ…

ବିଦ୍ୟୁତ୍‌ ଟ୍ରାନ୍ସଫର୍ମର ମୁକୁଳା

ପରଜଙ୍ଗ, ୬ା୨(ଡି.ଏନ.ଏ.): ପରଜଙ୍ଗ ବ୍ଲକ କୁଆଳୋ ପୁରୁଣା ଗ୍ରାମ ନିକଟ ପୂର୍ତ୍ତ ବିଭାଗ ରାସ୍ତାରେ ମୁକୁଳା ଅବସ୍ଥାରେ ଥିବା ୨ ଟ୍ରାନ୍ସଫର୍ମର ଜନସାଧାରଣଙ୍କ ପାଇଁ ବିପଦ ସୃଷ୍ଟି…

ଗିନିଜ୍‌ ବୁକ୍‌ରେ ଅଛି କୋକିଳ କଣ୍ଠୀଙ୍କ ନାମ

ବମ୍ବେ: ୧୯୨୯ ସେପ୍ଟେମ୍ବର ୨୮ରେ ସୁର ସାମ୍ରାଜ୍ଞୀ ଲତା ମଧ୍ୟପ୍ରଦେଶର ଇନ୍ଦୋରରେ ଜନ୍ମଗ୍ରହଣ କରିଥିଲେ। ପିଲାଦିନେ ତାଙ୍କ ନାମ ‘ହେମା’ ଥିଲା। ହେଲେ ପାଞ୍ଚ ବର୍ଷ ପରେ…

ଏଥର କଡ଼ା ମୁକାବିଲା

କାମାକ୍ଷାନଗର, ୬ା୨(ଡି.ଏନ୍‌.ଏ.): ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ସରଗରମ ହୋଇଉଠିଛି କାମାକ୍ଷାନଗର ବ୍ଲକ। ଢେଙ୍କାନାଳ ଜିଲା ରାଜନୀତିରେ ପ୍ରମୁଖ ଭୂମିକା ଗ୍ରହଣ କରିଥିବା ଏହି ଶିକ୍ଷାସମୃଦ୍ଧ ଅଞ୍ଚଳରେ ଗତ…

ନିଷେଧ ସତ୍ତ୍ୱେ ସହରକୁ ପଶୁଛି ଭାରିଯାନ

କେନ୍ଦୁଝର, ୬ା୨ (ସ୍ବ.ପ୍ର.) କେନ୍ଦୁଝର ସହର ମଧ୍ୟ ଦେଇ ନିଷେଧ ସତ୍ତ୍ୱେ ବହୁ ସଂଖ୍ୟାରେ ଲୁହାପଥର ବୋଝେଇ ଟ୍ରକ୍‌ ତଥା ଲାଇନ ଟ୍ରକ୍‌ ଯାତାୟାତ କରୁଥିବାରୁ ଟ୍ରାଫିକ ସମସ୍ୟା…

ପୌରପାଳିକା ନାଁରେ ନକଲି ଫେସବୁକ ଆକାଉଣ୍ଟ

ବାଲେଶ୍ୱର ଅଫିସ, ୬ା୨: ବାଲେଶ୍ୱର ପୌରାଞ୍ଚଳ ନାମରେ ଦୀର୍ଘ ୧ବର୍ଷ ଧରି ନକଲି ଫେସବୁକ୍‌ ଆକାଉଣ୍ଟ ଖୋଲାଯାଇ ବିଭିନ୍ନ ପ୍ରକାର ତଥ୍ୟ ସୋସିଆଲ ମିଡିଆରେ ଅପଲୋଡ୍‌ କରାଯିବା…

ପ୍ରାର୍ଥୀଙ୍କ ପାଇଁ ଭୋଟ ମାଗିଲେ ବିଧାୟକ

ବଇଣ୍ଡା, ୬ା୨(ଡି.ଏନ୍‌.ଏ.) ଅନୁଗୋଳ ଜିଲା କିଶୋରନଗର ବ୍ଲକ ବଇଣ୍ଡା ୧୩ନଂ. ଜୋନ୍‌ରୁ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ବିଜେଡି ପ୍ରାର୍ଥୀ ବିଷ୍ଣୁପ୍ରିୟା ପ୍ରଧାନ ଶନିବାରଠାରୁ ପ୍ରଚାର ଜୋର୍‌ଦାର କରିଛନ୍ତି। ଆଠମଲ୍ଲିକ…

ତ୍ରୁଟିପୂର୍ଣ୍ଣ ଅସ୍ତ୍ରୋପଚାର: ଦୃଷ୍ଟିଶକ୍ତି ହରାଇଲେ ବୃଦ୍ଧା

ଢେଙ୍କାନାଳ ଅଫିସ, ୬ା୨: ଢେଙ୍କାନାଳ ସହର ଉପକଣ୍ଠ ମହିଷାପାଟ ଅଞ୍ଚଳରେ ଥିବା ଏକ ଘରୋଇ ଚକ୍ଷୁ ଚିକିତ୍ସାଳୟରେ ତ୍ରୁଟିପୂର୍ଣ୍ଣ ଅସ୍ତ୍ରୋପଚାର ଯୋଗୁ ଜଣେ ବୃଦ୍ଧାଙ୍କ ଦୃଷ୍ଟିଶକ୍ତି ଚାଲିଯାଇଥିବା…