ଶହୀଦଙ୍କୁ ନିଆରା ଢଙ୍ଗରେ ଶ୍ରଦ୍ଧାଞ୍ଜଳି

ଶହୀଦମାନଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ପାଇଁ, ଅଧିକାଂଶ ଲୋକ ଫଟୋ ଆଗରେ ଦୀପ ଜାଳନ୍ତି କିମ୍ବା ଫୁଲ ଅର୍ପଣ କରନ୍ତି। ସିୱାନରେ ରହୁଥିବା ଆଭ୍ୟନ୍ତରୀଣ ଡିଜାଇନର୍‌ ପଣ୍ଡିତ ଅଭିଷେକ…

ନ୍ୟୁଟ୍ରାଲ ଅମ୍ପାୟରଙ୍କ ପାଇଁ ଦାବି କଲେ ଶାକିବ

ଡର୍ବାନ,୫।୪: ଦକ୍ଷିଣ ଆଫ୍ରିକା ୨୨୦ ରନ୍‌ରେ ବାଂଲାଦେଶକୁ ପ୍ରଥମ ଟେଷ୍ଟରେ ହରାଇବା ସହ ଦୁଇ ମ୍ୟାଚ୍‌ ବିଶିଷ୍ଟ ସିରିଜ୍‌ରେ ୧-୦ରେ ଅଗ୍ରଣୀ ହାସଲ କରିଛି। ଅନ୍ତିମ ତଥା…

ଘରେ ଶୋଇଥିଲେ ଦଳିଦେଲା ହାତୀ

ତାଳଚେର,୫।୪(ନି.ପ୍ର.): ଅନୁଗୋଳ ଜିଲା ତାଳଚେର ବ୍ଲକ ଅଧୀନ ସନ୍ଥପଡ଼ା ଗ୍ରାମର ଶନ୍ତରାମୁଣ୍ଡା ସାହିରେ ଏକ ହାତୀ ପଶି ସ୍ବାମୀ ସ୍ତ୍ରୀଙ୍କୁ ଆକ୍ରମଣ କରିଛି । ଫଳରେ ସ୍ତ୍ରୀ…

‘ଦଳରେ କିଛି ଅସୁବିଧା ଅଛି’

ମୁମ୍ବାଇ,୫।୪: ଗତ ସିଜନରେ ପଏଣ୍ଟ ଟେବୁଲର ସବୁଠୁ ତଳେ ରହିଥିବା ସନରାଇଜର୍ସ ହାଇଦ୍ରାବାଦ (ଏସ୍‌ଆରଏଚ୍‌) ଏଥର ମଧ୍ୟ ତା’ର ଖରାପ ପ୍ରଦର୍ଶନ ଜାରି ରହିଛି। ଦଳ ଖେଳିଥିବା…

କୁନି ଝିଅ ପିଠିରେ ଘରର ଠିକଣା ଲେଖିଲେ ମା’

କ୍ୱିଭ୍‌,୫।୪: ୟୁକ୍ରେନ ଏବଂ ରୁଷିଆ ମଧ୍ୟରେ ଚାଲିଥିବା ଯୁଦ୍ଧ ୪୧ ଦିନରେ ପହଞ୍ଚିଛି। ରୁଷିଆ ୟୁକ୍ରେନର ଅନେକ ବଡ ସହରକୁ ଧ୍ୱଂସ କରିଦେଇଛି। ଲକ୍ଷ ଲକ୍ଷ ଲୋକ…

ଶ୍ରୀମନ୍ଦିର ରୋଷ ଚୁଲି ଭାଙ୍ଗିବା ଘଟଣା: ୪ ଜେଟିପିଙ୍କୁ ପଚରାଉଚରା

ପୁରୀ ଅଫିସ,୫।୪: ଶ୍ରୀମନ୍ଦିର ରୋଷ ଚୁଲି ଭାଙ୍ଗିବା ଘଟଣାରେ ସୁରକ୍ଷାରେ ନିୟୋଜିତ ୪ ଜଣ ଜେଟିପିଙ୍କୁ ସିଂହଦ୍ୱାର ପୋଲିସ ପଚରାଉଚରା କରୁଛି। ସେହିପରି ସନ୍ଧ୍ୟାଧୂପ ପର୍ଯ୍ୟନ୍ତ ଦାୟିତ୍ୱରେ…

ମେସିନ୍‌ କାଟି ଟଙ୍କା ଲୁଟିଲେ ଲୁଟେରା

ଭୁବନେଶ୍ୱର,୫।୪(ବ୍ୟୁରୋ): ରାଜଧାନୀରେ ପୁଣି ମାତିଲେ ଏଟିଏମ୍‌ ଲୁଟେରା। ସୋମବାର ବିଳମ୍ବିତ ରାତିରେ ଶିଶୁପାଳଗଡ଼ ଇନ୍ଦିରାକଲୋନୀ ଏସ୍‌ବିଆଇ ଏଟିଏମ୍‌ରୁ ଲୁଟ୍‌ ହୋଇଛି। ଟଙ୍କା ନ ବାହାରିବାରୁ ଏଟିଏମ୍‌ ମେସିନକୁ…

ଇମ୍ରାନଙ୍କ ଉପରେ ପାକିସ୍ତାନ ସେନାର ନାହିଁ ଭରସା

ଇସଲାମାବାଦ୍‌,୫।୪: ଆଜିକାଲି ପାକିସ୍ତାନରେ ରାଜନୈତିକ ଅସ୍ଥିରତା ଚରମ ସୀମାରେ ପହଞ୍ଚିଛି। ଏହି ପରିସ୍ଥିତିରେ ପାକିସ୍ତାନ ସରକାର ଏବଂ ସେନା ମଧ୍ୟରେ ମତଭେଦ ସାମ୍ନାକୁ ଆସିଛି। ପ୍ରଧାନମନ୍ତ୍ରୀ ଇମ୍ରାନ…

ଆଜି ଧାମନଗର ଏନ୍‌ଏସିର ୬ଟି ବୁଥ୍‌ରେ ହେବ ମତଦାନ

ଭଦ୍ରକ ଅଫିସ,୫।୪: ଭଦ୍ରକ ଜିଲା ଧାମନଗର ବିଜ୍ଞାପିତ ଅଞ୍ଚଳ ପରିଷଦର ୪ଟି ଓ୍ବାର୍ଡର ୬ଟି ବୁଥ୍‌ରେ ମଙ୍ଗଳବାର ସାନି ମତଦାନ ହେବ । ଏହି ମତଦାନ ଅପରାହ୍ନ…

ନିଜ ଜୀବନକୁ ବାଜି ଲଗାଇ ୩ ଜୀବନ ରକ୍ଷା କଲେ ପୋଲିସ କନଷ୍ଟେବଳ

କରୌଲି,୫।୪: କୁହାଯାଏ ଯେ ଏକ ଫଟୋ ହଜାରେ ଶବ୍ଦ ବୟାନ କରେ। ରାଜସ୍ଥାନର କରୌଲିରେ ହୋଇଥିବା ହିଂସା ମଧ୍ୟରେ ଏଭଳି ଏକ ଫଟୋ ସାମ୍ନାକୁ ଆସିଛି। ଏହି…