ଠେକୁଆକୁ ଦେଖି ଏମିତି ହେଲା କୁକୁରଛୁଆ, ଭିଡିଓ ଦେଖିଲେ

ପ୍ରତ୍ୟେକ ଦିନ ସୋସିଆଲ ମିଡିଆରେ କିଛି ନା କିଛି ନୂତନ ଭିଡିଓ ଏବଂ ଫଟୋ ଭାଇରାଲ ହେଉଛି। ସେଥିରୁ କେତେକ ଭିଡିଓ ଏବଂ ଫଟୋ ହସର ଖୋରାକ…

ଦାଉଦ୍‌ଙ୍କ ଟାର୍ଗେଟରେ ଭାରତୀୟ ନେତା

ନୂଆଦିଲ୍ଲୀ/ମୁମ୍ବାଇ,୨୦।୨: ଅଣ୍ଡରଓ୍ବାଲର୍‌ଡ ଡନ୍‌ ଦାଉଦ୍‌ ଇବ୍ରାହିମ୍‌ଙ୍କ ଟାର୍ଗେଟରେ ଭାରତ ରହିଛି। ଭାରତୀୟ ରାଜନେତା ଓ ବିଶିଷ୍ଟ ବ୍ୟବସାୟୀମାନଙ୍କୁ ବିସ୍ଫୋରଣରେ ହତ୍ୟା କରିବା ଲାଗି ଦାଉଦ୍‌ ଏକ ସ୍ବତନ୍ତ୍ର…

ବାଲଟ ପେପରରେ ନୋଟା ଲେଖିଲେ

ସମ୍ବଲପୁର,୨୦।୨(ବ୍ୟୁରୋ): ସମ୍ବଲପୁର ଜିଲା ନାକଟିଦେଉଳ ବ୍ଲକ ଜିଲାପରିଷଦ ଜୋନ-୨ର ପ୍ରାର୍ଥୀମାନଙ୍କ ତାଲିକା ଥିବା ଏକ ବାଲଟ୍‌ ପେପର ସାମାଜିକ ଗଣମାଧ୍ୟମରେ ଘୂରି ବୁଲୁଛି। ଉକ୍ତ ପେପରରେ ପ୍ରାଥମିକ…

ଭୋଟରେ ପରୀ ହତ୍ୟା,ଚିନିକଳ ତାତି

ନୟାଗଡ଼ ଅଫିସ,୨୦।୨: ନୟାଗଡ଼ ନିର୍ବାଚନମଣ୍ଡଳୀ ଅଧୀନ ନୟାଗଡ଼ ବ୍ଲକର ୧୨,୧୩,୧୪ ଓ ୧୫ ନଂ.ଜୋନ୍‌ ଏବଂ ଓଡ଼ଗାଁ ବ୍ଲକର ୧  ଓ ୨ ନଂ. ଆଦି ୬…

ନେତା ବଦଳୁଛନ୍ତି, ବଦଳୁ ନାହିଁ ଗାଁର ଚିତ୍ର

ନୟାଗଡ଼ ଅଫିସ,୨୦।୨: ଆଦିବାସୀ ଓ ଦଳିତ ବହୁଳ ଦଶପଲ୍ଲା ବ୍ଲକରେ ନେତା ବଦଳି ଚାଲିଥିଲେ ମଧ୍ୟ ଗାଁର ରୂପରେଖ ବଦଳି ପାରୁନି । ଏଣୁ ନେତା ,ପ୍ରଶାସନ…

ଅନ୍ଧାରରେ ରହିଛି ଗୋପ ବ୍ଲକର ଷ୍ଟ୍ରଙ୍ଗ୍‌ରୁମ୍‌

ଗୋପ, ୨୦।୨(ଡି.ଏନ୍‌.ଏ.): ଗୋପ ବ୍ଲକର ଷ୍ଟ୍ରଙ୍ଗରୁମ ଅନ୍ଧାରରେ ରହିଛି। ହେଲେ କେତେକ ପୋଲିସ କେବଳ ମୋବାଇଲ ଲାଇଟ୍‌ ପକାଇ ଷ୍ଟ୍ରଙ୍ଗରୁମକୁ ଜଗି ରହିଛି। ନିର୍ବାଚନ ଚାଲିଥିବାବେଳେ ଷ୍ଟ୍ରଙ୍ଗରୁମ…

ବିଶ୍ୱବୈଷ୍ଣବ ସମ୍ମିଳନୀରେ ଯୋଗଦେବେ ରାଷ୍ଟ୍ରପତି

ପୁରୀ ଅଫିସ,୨୦।୨: ଦୁଇଦିନିଆ ପୁରୀ ଗସ୍ତରେ ଆସିଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ। ଶନିବାର ରାଷ୍ଟ୍ରପତି ନିର୍ଦ୍ଧାରିତ ସମୟ ପୂର୍ବରୁ ପୁରୀରେ ପହଞ୍ଚତ୍ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ କରିବା…

ଫାଷ୍ଟ୍‌ଟ୍ରାକ୍‌ କୋର୍ଟରେ ବିଳମ୍ବିତ ବିଚାର: ରାଜ୍ୟରେ ପଡ଼ି ରହିଛି ୩ହଜାର ୨୪୪ ମାମଲା

ଭୁବନେଶ୍ୱର, ୨୦।୨(ବ୍ୟୁରୋ): ଦେଶରେ ବଢି ଚାଲିଥିବା ଆପରାଧିକ ମାମଲା ଉପରେ ନଜର ରଖି କେନ୍ଦ୍ର ସରକାରଙ୍କ ପକ୍ଷରୁ ଫାଷ୍ଟ-ଟ୍ରାକ୍‌ କୋର୍ଟ (ଏଫ୍‌ଟିସି) ସ୍ଥାପନ କରାଯାଇଛି। ୨୦୦୦ ମସିହାରେ…

ତେଜସ୍ମିତା ମିସେସ୍‌ ଇଣ୍ଡିଆ ଦ୍ୱିତୀୟ ରନର୍ସଅପ୍‌

ଭୁବନେଶ୍ୱର,୨୦।୨(ବ୍ୟୁରୋ): ସର୍ବଭାରତୀୟସ୍ତରରେ ଆୟୋଜିତ ଗ୍ଲାମନ୍‌ ମିସେସ୍‌ ଇଣ୍ଡିଆ (ଜିରୋ ସାଇଜ୍‌) ପ୍ରତିଯୋଗିତାରେ ଓଡ଼ିଶାର ତେଜସ୍ମିତା ମହାପାତ୍ର ଦ୍ୱିତୀୟ ରନର୍ସଅପ୍‌ ହୋଇ ରାଜ୍ୟ ପାଇଁ ଗର୍ବ ଓ ଗୌରବ…