ରାସ୍ତା ନାହିଁ, ଦୋଳାରେ ବୁହା ହେଲେ ରୋଗୀ

ପାରଳାଖେମୁଣ୍ଡି,୧୭।୪(ଡି.ଏନ୍‌.ଏ.): ଗଜପତି ଜିଲା ମୋହନା ବ୍ଲକର ଅନେକ ସ୍ଥାନରେ ଏବେ ମଧ୍ୟ ରାସ୍ତା ଅପହଞ୍ଚ। ଫଳରେ ରୋଗୀଙ୍କଠାରୁ ଆରମ୍ଭ କରି ଛାତ୍ରୀଛାତ୍ର ମଧ୍ୟ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ…

୩ ଜଙ୍ଗଲୀ ବିରାଡ଼ି ଚମଡା ଜବତ: ଜଣେ ଗିରଫ

ବିଶୋଇ,୧୭।୪ (ଡି.ଏନ.ଏ.): ମୟୂରଭଞ୍ଜ ଜିଲା ରାଇରଙ୍ଗପୁର ବନଖଣ୍ଡ ଅନ୍ତର୍ଗତ ମଣଦା ବନାଞ୍ଚଳ ଅଧୀନରେ ଶନିବାର ୩ ଜଙ୍ଗଲୀ ବିରାଡ଼ି ଚମଡା ଜବତ କରାଯାଇଥିବା ବେଳେ ଏହି ଘଟଣାରେ ସଂପୃକ୍ତ…

ଏନ୍‌ଏଚ୍‌-୧୬ରେ ବେଆଇନ ପାର୍କିଂ

ଗୋପାଳପୁର,୧୭।୪ (ଡି.ଏନ.ଏ.) ଜନସାଧାରଣଙ୍କ ଗମନାଗମନ ସୁବିଧା ଓ ଦୁର୍ଘଟଣା ରୋକିବା ପାଇଁ କେନ୍ଦ୍ର ଓ ରାଜ୍ୟ ସରକାର ସଡ଼କ ନିର୍ମାଣ ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି।…

ବିଜୁବାବୁଙ୍କ ଶ୍ରାଦ୍ଧଦିବସରେ ତିଳତର୍ପଣ

ସୋରଡ଼ା,୧୭ା୪(ଡି.ଏନ୍‌.ଏ.): ସୋରଡ଼ାରେ ବିଜୁବାବୁଙ୍କ ୨୫ତମ ଶ୍ରାଦ୍ଧଦିବସ ସ୍ଥାନୀୟ ଦଳୀୟ କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି। ବିଧାୟକ ପୂର୍ଣ୍ଣଚନ୍ଦ୍ର ସ୍ବାଇଁ, ଅଧ୍ୟକ୍ଷ ଶିବଶଙ୍କର ପଣ୍ଡାଙ୍କ ସମେତ ଦଳୀୟ କର୍ମୀମାନେ ଯୋଗଦେଇଥିଲେ।…

କଳାକୁ ଆପଣାଇଛନ୍ତି ଅନ୍ତର୍ଯ୍ୟାମୀ

ବନ୍ତ,୧୭।୪(ଡି.ଏନ.ଏ.): ପିଲାବେଳୁ କଳା ପ୍ରତି ତାଙ୍କର ଦୁର୍ବଳତା ଥିଲା। ନିଜର ଦୃଢ଼ ଇଚ୍ଛାଶକ୍ତି ଓ ନିଷ୍ଠା ଯୋଗୁ ଏବେ ହାରମୋନିୟମ, ଢୋଲ ବଜାଇବା ସହ ଗୀତ ଗାଇବାରେ ପାରଙ୍ଗମ…

ଜଗାକୁ ଶେଷ ଦର୍ଶନ କରି ଚାଲିଗଲା ଜୀବନ

ପୁରୀ ଅଫିସ, ୧୭।୪: ଜଗାକୁ ଶେଷ ଦର୍ଶନ କରି ଚାଲିଗଲା ଜୀବନ। ଏଭଳି ଅଭାବନୀୟ ଘଟଣା ଘଟିଛି ପୁରୀରେ। ରବିବାର ଶ୍ରୀମନ୍ଦିରରେ ଠାକୁରଙ୍କ ଦର୍ଶନ କରୁଥିବା ବେଳେ…

ଝାଳ ଦୁର୍ଗନ୍ଧ ହେଉଛି କି? ଜାଣନ୍ତୁ କେମିତି ଦୂର କରିବେ…

ଖରାଦିନେ ଅନେକଙ୍କର ଝାଳ ବୋହିଥାଏ। ବେଳେବେଳେ ଏହି ଝାଳ ଖୁବ୍‌ ଦୁର୍ଗନ୍ଧ ମଧ୍ୟ ହୁଏ; ଯଦ୍ୱାରା ଅପ୍ରୀତିକର ପରିସ୍ଥିତି ଉପୁଜିଥାଏ। ବିଶେଷଜ୍ଞଙ୍କ ମତରେ, ଶରୀରରୁ ଝାଳ ବୋହିବା…

ପଥର ବାନ୍ଧି ମୃତଦେହ ଡ୍ୟାମ୍‌ରେ ଫିଙ୍ଗିବା ଘଟଣା: ୩ ଅଭିଯୁକ୍ତ କୋର୍ଟ ଚାଲାଣ

ବାରିପଦା ଅଫିସ,୧୭।୪: ମୟୂରଭଞ୍ଜ ଜିଲା କପ୍ତିପଦା ଥାନା ଅଧୀନ ଦେବାନବାହାଳୀ ଗ୍ରାମର ରାମାୟା ସିଂ ନାମକ ବୃଦ୍ଧଙ୍କୁ ହତ୍ୟା କରି ମୃତଦେହକୁ ପଥର ବାନ୍ଧି ସୋନ ଡ୍ୟାମ୍‌ରେ ଫିଙ୍ଗିବା…

ପରୀକ୍ଷା କେନ୍ଦ୍ର ପରିବର୍ତ୍ତନ ଦାବି ତେଜିଲା

ବାରିପଦା ଅଫିସ,୧୭।୪: ମୟୂରଭଞ୍ଜ ଜିଲା ବଡ଼ସାହି ଆଦର୍ଶ ବିଦ୍ୟାଳୟ ୧୦ମ ଶ୍ରେଣୀର ଛାତ୍ରୀଛାତ୍ରଙ୍କର ଟର୍ମ-୨ପରୀକ୍ଷା ନିମନ୍ତେ ୧୨୦କି.ମି. ଦୂର ରାଇରଙ୍ଗପୁର ଠାରେ କେନ୍ଦ୍ର କରାଯିବାକୁ ନେଇ ଅଭିଭାବକ ମହଲରେ…

୨୦କି.ମି. ଦୂର କେନ୍ଦ୍ରରେ ପରୀକ୍ଷା ଦେବେ ସଂସ୍କୃତ ବିଦ୍ୟାଳୟ ଛାତ୍ରୀଛାତ୍ର, ଧାରଣାରେ ବସିଲେ ଅଭିଭାବକ

ଖଇରା, ୧୭।୪(ଡି.ଏନ.ଏ.): ବାଲେଶ୍ୱର ଜିଲା ଖଇରା ବ୍ଲକର ଅନ୍ୟତମ ପୁରାତନ ଗଡପୋଖରୀ ହାଇସ୍କୁଲ ପୂର୍ବରୁ ବୋର୍ଡ ପରୀକ୍ଷା କେନ୍ଦ୍ର ହୋଇଆସୁଥିବା ବେଳେ ଚଳିତ ବର୍ଷ ଏହାକୁ ଇଛାକୃତ ଭାବେ…