ସମ୍ଭାବ୍ୟ ବାତ୍ୟା ନେଇ ବିଏମ୍‌ସି ପକ୍ଷରୁ ପ୍ରସ୍ତୁତି

ଭୁବନେଶ୍ୱର,୨।୫(ବ୍ୟୁରୋ): ମେୟର ସୁଲୋଚନା ଦାସଙ୍କ ଅଧ୍ୟକ୍ଷତାରେ ବିଏମ୍‌ସି ପକ୍ଷରୁ ସୋମବାର ଏକ ସମୀକ୍ଷା ବୈଠକ ଆୟୋଜିତ ହୋଇଛି। ଏଥିରେ ସମ୍ଭାବ୍ୟ ବାତ୍ୟା ନେଇ ଆଲୋଚନା ହୋଇଥିବା ଜଣାପଡିଛି।…

ଯେକୌଣସି ସମୟରେ ଗିରଫ ହୋଇପାରନ୍ତି ଇମ୍ରାନ ଖାନ୍‌

ଇସଲାମାବାଦ୍‌,୨।୫: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ଅଡୁଆ ବଢିବାରେ ଲାଗିଛି। ଯେକୌଣସି ସମୟରେ ସେ ଗିରଫ ହୋଇପାରନ୍ତି ବୋଲି ସୂଚନା ମିଳିଛି। ପାକିସ୍ତାନର ନୂଆ ପ୍ରଧାନମନ୍ତ୍ରୀ…

‘ତୁମ ସହ ଥିଲି, ଅଛି ଏବଂ ରହିବି’

ଲକ୍ଷ୍ନୌ,୨।୫: ସମାଜବାଦୀ ପାର୍ଟିର ବରିଷ୍ଠ ନେତା ଆଜାମ ଖାନଙ୍କୁ ନେଇ ରାଜନୀତି ଜୋର ଧରିଛି। ଏବେ ଜେଲ୍‌ରେ ବନ୍ଦ ଥିବା ଆଜମଙ୍କ ପାଇଁ ଦଳର ନେତା ତଥା…

ଗୋଲଡେନ୍ ଗର୍ଲ ସୁସ୍ମିତା

ମୁମ୍ବାଇ: ପୂର୍ବତନ ମିସ୍ ୟୁନିଭର୍ସ ତଥା ଅଭିନେତ୍ରୀ ସୁସ୍ମିତା ସେନ ଏବେ ଫିଲ୍ମରେ ନଜର ଆସୁ ନାହାନ୍ତି ସତ । ହେଲେ ସେ ସୋସିଆଲ ମିଡିଆରେ ଖୁବ୍…

ପୃଥ୍ବୀ ଶ ଦେବେ ମ୍ୟାଚ ଫି’ର ୨୫ ପ୍ରତିଶତ ଜରିମାନା

ନୂଆଦିଲ୍ଲୀ,୨।୫: ରବିବାର ପ୍ରଥମ ମ୍ୟାଚ ଦିଲ୍ଲୀ କ୍ୟାପିଟାଲ୍ସ ଏବଂ ଲକ୍ଷ୍ନୌ ସୁପର ଜିଆଣ୍ଟସ ମଧ୍ୟରେ ଖେଳାଯାଇଥିଲା। ଏଥିରେ ପରାଜୟର ସମ୍ମୁଖୀନ ହୋଇଛି ଦିଲ୍ଲୀ। ଅନ୍ୟପକ୍ଷେ ଦିଲ୍ଲୀ କ୍ୟାପିଟାଲ…

ଜାଣନ୍ତୁ ବାପାଙ୍କ ସ୍ବାସ୍ଥ୍ୟବସ୍ଥାକୁ ନେଇ କ’ଣ କହିଲେ ପୁଅ

ବଲିଉଡ ଭେଟେରାନ ଅଭିନେତା ମିଥୁନ ଚକ୍ରବର୍ତ୍ତୀଙ୍କ ସ୍ବାସ୍ଥ୍ୟ ଅବସ୍ଥା ଖରାପ ଯୋଗୁ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ମିଥୁନଙ୍କ ସ୍ବାସ୍ଥ୍ୟକୁ ନେଇ ଅନେକ ଗୁଜବ ଉଠିଥିଲା।…

ପ୍ରତିଷ୍ଠା ହେବ ୩୪ ନୂଆ କୋର୍ଟ

ଭୁବନେଶ୍ୱର,୨ା୫(ବ୍ୟୁରୋ): ରାଜ୍ୟ ସରକାର ବିଭିନ୍ନ ଜିଲାରେ ୩୪ ନୂତନ କୋର୍ଟ ପ୍ରତିଷ୍ଠା କରିବାପାଇଁ ସ୍ଥିର କରିଛନ୍ତି ବୋଲି ଆଇନମନ୍ତ୍ରୀ ପ୍ରତାପ ଜେନା ପ୍ରକାଶ କରିଛନ୍ତି। ଅର୍ଥମନ୍ତ୍ରୀ ନିରଞ୍ଜନ…

ମହାପ୍ରଭୁଙ୍କ ଚନ୍ଦନଯାତ୍ରା,ମୁତୟନ ହେବେ ୫ପ୍ଲାଟୁନ ଫୋର୍ସ

ପୁରୀ ଅଫିସ, ୨।୫: ମହାପ୍ରଭୁଙ୍କ ଚନ୍ଦନଯାତ୍ରା ମଙ୍ଗଳବାରଠୁ ଆରମ୍ଭ ହେବ। ତେବେ ଭକ୍ତଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତ କରାଯାଇଛି। ଏଥିଲାଗି…

ଚେନ୍ନାଇ ବିପକ୍ଷ ମ୍ୟାଚରେ ଦ୍ରୁତ ବଲ୍‌ ପିଙ୍ଗି ରେକର୍ଡ କଲେ ଉମ୍‌ରାନ

ନୂଆଦିଲ୍ଲୀ,୨।୫: ସନ୍‌ରାଇଜର୍ସ ହାଇଦ୍ରାବାଦ ପକ୍ଷରୁ ଆଇପିଏଲ୍‌-୨୦୨୨ ଖେଳୁଥିବା ଦ୍ରୁତ ବୋଲର ଉମ୍‌ରାନ ମଲ୍ଲିକ ରବିବାର ଚେନ୍ନାଇ ସୁପର କିଙ୍ଗ୍‌ସ ବିପକ୍ଷ ମ୍ୟାଚରେ ଦ୍ରୁତ ବଲ୍‌ ପିଙ୍ଗି ରେକର୍ଡ…

ଆସନ୍ତାକାଲି ଚାଷୀଙ୍କ ଆକାଉଣ୍ଟକୁ ଯିବ ‘କାଳିଆ’ ଟଙ୍କା

ଭୁବନେଶ୍ୱର,୨ା୫(ବ୍ୟୁରୋ): ଚାଷୀଙ୍କ ପାଇଁ ଖୁସି ଖବର। ଆସନ୍ତାକାଲି ଅର୍ଥାତ୍‌ ଅକ୍ଷୟ ତୃତୀୟା ଅବସରରେ ଚାଷୀଙ୍କ ଆକାଉଣ୍ଟକୁ ‘କାଳିଆ’ ଯୋଜନା ଟଙ୍କା ଯିବ ବୋଲି ଘୋଷଣା କରାଯାଇଛି। ଏହି…