ଫଟା ଜୋତାର ମୂଲ୍ୟ ୧.୪୩ ଲକ୍ଷ ଟଙ୍କା

ବିଳାସପୂର୍ଣ୍ଣ ଫ୍ୟାଶନ ବ୍ରାଣ୍ଡ ବାଲେନସିଆଗା ଏକ ନୂଆ ଜୋତା ଲଞ୍ଚ କରିଛି। ଏହି ଜୋତା ବହୁତ ପୁରୁଣା ଏବଂ ଚିରା-ଫଟା ଭଳି ଦେଖାଯାଉଛି। ଏହାର ମୂଲ୍ୟ ଏତେ…

ଦୀପିକାଙ୍କୁ ପ୍ରଶଂସା କଲେ ରଣବୀର

ମୁମ୍ବାଇ: ଅଭିନେତ୍ରୀ ଦୀପିକା ପାଦୁକୋନଙ୍କୁ ସ୍ବାମୀ ରଣବୀର ପ୍ରଶଂସା କରିବା, ସମର୍ଥନ କରିବା ଆଦି ସୁଯୋଗକୁ ଆଦୌ ହାତଛଡ଼ା କରନ୍ତି ନାହିଁ। ରଣବୀର ସବୁାବେଳେ ନିଜ ଭଲପାଇବାକୁ…

ରାତି ୨.୩୦ରେ ପୋଲିସକୁ ଫୋନ କରି ୨ ବୋତଲ ବିୟର୍‌ ମାଗିଲେ ଯୁବକ, ଆଉ ତା’ପରେ

ହାଇଦ୍ରାବାଦ୍‌,୧୨।୫: ତେଲେଙ୍ଗାନାରେ ଜଣେ ଯୁବକ ମଦ ନିଶାରେ ଏପରି ଏକ ଆଶ୍ଚର୍ଯ୍ୟଜନକ କାର୍ଯ୍ୟ କରିଛନ୍ତି, ଯାହାକୁ କେହି ସହଜେ ଭାବି ପାରିବେ ନାହିଁ। ଜଣେ ୨୨ ବର୍ଷ…

ସବୁ ବନ୍ଦରରୁ ହଟିଲା ବାତ୍ୟା ବିପଦ ସଙ୍କେତ

ଭୁବନେଶ୍ୱର,୧୨ା୫(ବ୍ୟୁରୋ): ‘ଅସାନି’ ବାତ୍ୟା ସ୍ଥଳଭାଗ ଛୁଇଁ ସାରିଥିବାରୁ ଓଡ଼ିଶାର ସବୁ ବନ୍ଦରରୁ ବିପଦ ସଙ୍କେତ ଉଠାଇ ଦିଆଯାଇଛି। ଫଳରେ ମତ୍ସ୍ୟଜୀବୀମାନେ ସମୁଦ୍ରକୁ ଯିବାର ସମ୍ଭାବନା ରହିଛି। ଗୁରୁବାରଠାରୁ…

୨୪ ଘଣ୍ଟାରେ ୧୪: ଖୋର୍ଦ୍ଧାରୁ ସର୍ବାଧିକ

ଭୁବନେଶ୍ୱର,୧୨।୫(ବ୍ୟୁରୋ): ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୧୪ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ସେଥିରୁ ୧୮ ବର୍ଷ ମଧ୍ୟରେ ୪ଜଣ ସଂକ୍ରମିତ ଥିବା ବେଳେ କ୍ୱାରାଣ୍ଟାଇନ୍‌ରୁ…

ପିକେଙ୍କ ପରାମର୍ଶ, ବିରୋଧୀ ଦଳଙ୍କ ଭଳି ଆଚରଣ ଶିକ୍ଷାଲାଭ କରୁ କଂଗ୍ରେସ…

ନୂଆଦିଲ୍ଲୀ, ୧୨।୫ : ଭାରତୀୟ ରାଜନୀତିର ରଣନୀତିଜ୍ଞ ଭାବରେ ଜଣାଶୁଣା ପ୍ରଶାନ୍ତ କିଶୋର (ପିକେ) କଂଗ୍ରେସକୁ ପରାମର୍ଶ ଦେଇଛନ୍ତି। ସେ ଏକ କାର୍ଯ୍ୟକ୍ରମରେ ଯୋଗଦେଇ କହିଛନ୍ତି ଯେ…

୩୦ ତଳେ ଦୈନିକ ମୃତ୍ୟୁ ସଂଖ୍ୟା…

ନୂଆଦିଲ୍ଲୀ, ୧୨।୫ : ଦେଶରେ କରୋନା ମହାମାରୀ ସଂକ୍ରମଣ ପୁଣି ଫେରିବାରେ ଲାଗିଛି। ଦୈନିକ ସଂକ୍ରମଣ ଏବଂ ମୃତ୍ୟୁ ସଂଖ୍ୟା ଦିନେ କମିଲେ ପୁଣି ବଢୁଛି। ଏହାକୁ…

୩୨ ଅଣ୍ଡାରୁ ବାହାରିଲେ ଘଡ଼ିଆଳ ଛୁଆ

ବନ୍ତଳା,୧୨ା୫(ଡି.ଏନ.ଏ.): ଅନୁଗୋଳ ଜିଲା ସାତକୋଶିଆ ଅଭୟାରଣ୍ୟ ପାଇଁ ସୋମବାର ଆସିଛି ଖୁସି ଖବର। ମହାନଦୀ ଗଣ୍ଡରେ ଘଡ଼ିଆଳ କୁମ୍ଭୀର ଅଣ୍ଡାରୁ ୩୨ ଶାବକ ଜନ୍ମ ହୋଇଛନ୍ତି। ସାତକୋଶିଆ…

ମୟୂରଭଞ୍ଜ ଜିଲା: ଦୁର୍ଘଟଣା ମୃତ୍ୟୁ ଚିନ୍ତାଜନକ

ଭୁବନେଶ୍ୱର,୧୨ା୫(ବ୍ୟୁରୋ): ଦ୍ୱାରଶୁଣୀ ଘାଟି ମୟୂରଭଞ୍ଜ ଜିଲାର ବିପଦପୂର୍ଣ୍ଣ ସ୍ଥାନ। ପ୍ରତି ମାସରେ ଏଠି ୨ରୁ ୩ଟି ଦୁର୍ଘଟଣା ଘଟୁଛି। ଡିଆର୍‌ଏସ୍‌ସି ବୈଠକରେ ଏହି ସମସ୍ୟା ଉପରେ ନିୟମିତ…

ପ୍ରେମ ପାଇଁ ୨ ପ୍ରେମିକ ହଟହଟା: ଜଣେ ବାହାହେଲେ, ଜଣେ ଜରିମାନା ଗଣିଲେ

ଭଦ୍ରକ ଅଫିସ, ୧୨।୫: ପ୍ରେମ ପାଇଁ ଦୁଇଜଣ ପ୍ରେମିକଙ୍କୁ ହଟହଟା ହେବାକୁ ପଡ଼ିଛି। ଜଣଙ୍କୁ ବିବାହ କରିବାକୁ ପଡ଼ିଥିବା ବେଳେ ଅନ୍ୟ ଜଣଙ୍କୁ ଜରିମାନା ଗଣିବାକୁ ପଡିଛି।…