ଭତ୍ତା, ୫ କିଲୋ ଚାଉଳ ଭରସାରେ କଟୁଛି ଜୀବନ

ନବରଙ୍ଗପୁର, ୨୩।୫(ବି.ପ୍ର.): କଚ୍ଚା ଘର ରହିବ ନାହିଁ। ସମସ୍ତ ଗରିବ ଶ୍ରେଣୀର ଲୋକଙ୍କୁ ମିଳିବ ପକ୍କା ଘର। ରାଜ୍ୟ ସରକାର ଜନସାଧାରଣଙ୍କୁ ଏଭଳି ଆଶ୍ୱାସନା ଦେଉଥିବାବେଳେ ନବରଙ୍ଗପୁର…

ଭାରତରେ ଓମିକ୍ରନ୍‌ ସବ୍‌ ଭାରିଆଣ୍ଟ ଚିହ୍ନଟ ସ୍ପଷ୍ଟ: ଆକ୍ରାନ୍ତଙ୍କ ନାହିଁ ଟ୍ରାଭେଲ ହିଷ୍ଟ୍ରି

ନୂଆଦିଲ୍ଲୀ,୨୩।୫: ଭାରତର ତାମିଲନାଡୁ ଏବଂ ତେଲଙ୍ଗାନାରେ ଓମିକ୍ରନ୍‌ ସବ୍‌ ଭାରିଆଣ୍ଟ ବିଏ.୪ ଏବଂ ବିଏ.୫ ଚିହ୍ନଟ ହୋଇଥିବା ଆଇଏନ୍‌ଏସ୍‌ଏସିଓଜି ପକ୍ଷରୁ ସ୍ପଷ୍ଟ କରାଯାଇଛି। ତାମିଲନାଡୁର ଜଣେ ୧୯…

ଉପୁଡ଼ିଲା ଗଛ, ଭାଙ୍ଗିଲା ବିଦ୍ୟୁତ୍‌ ଖୁଣ୍ଟ

ଗୁଣପୁର,୨୩।୫(ଡି.ଏନ୍‌.ଏ.): ରାୟଗଡ଼ା ଜିଲା ଗୁଣପୁର ଅଞ୍ଚଳରେ ରବିବାର ଅପରାହ୍ନରେ କାଳବୈଶାଖୀ ତାଣ୍ଡବଲୀଳା ରଚିଛି। ଅନେକ ସ୍ଥାନରେ ଗଛ ପଡ଼ି ରାସ୍ତା ଅବରୋଧ ହୋଇଛି। ସେହିପରି ଏକାଧିକ ସ୍ଥାନରେ…

୪ମାସରେ ୧୦୬ ଦୁର୍ଘଟଣାରେ ୪୭ ମୃତ

ରାୟଗଡ଼ା ଅଫିସ, ୨୩।୫: ରାୟଗଡ଼ା ଜିଲା ସଡ଼କ ସୁରକ୍ଷା କମିଟି ବୈଠକ ଜିଲାପାଳ ସରୋଜ କୁମାର ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଛି। ଜିଲାପାଳଙ୍କ କାର୍ଯ୍ୟଳୟର ଚିନ୍ତନ କକ୍ଷରେ…

ହାଇକୋର୍ଟ ବାର୍‌ ଆସୋସିଏଶନ ନିଷ୍ପତ୍ତିକୁ ବିରୋଧ

ବଲାଙ୍ଗୀର ଅଫିସ,୨୩।୫: ପଶ୍ଚିମ ଏବଂ ଦକ୍ଷିଣ ଓଡ଼ିଶାରେ ହାଇକୋର୍ଟର ଏକ ସ୍ଥାୟୀ ବେଞ୍ଚ ପ୍ରତିଷ୍ଠାକୁ ନେଇ ହାଇକୋର୍ଟ ବାର୍‌ ଆସୋସିଏଶନ ପକ୍ଷରୁ ନିଆଯାଇଥିବା ନିଷ୍ପତ୍ତିକୁ ସୋମବାର ବଲାଙ୍ଗୀରରେ…

ହେଲ୍‌ମେଟ ଯାଞ୍ଚ: ୪୫୬ ମାମଲା ରୁଜୁ

ବାରିପଦା ଅଫିସ,୨୩।୫: ମୟୂରଭଞ୍ଜ ଜିଲା ବାରିପଦା ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ ପକ୍ଷରୁ ଜାତୀୟ ଓ ରାଜ୍ୟ ରାଜପଥରେ ଚାଲିଥିବା ହେଲମେଟ ଯାଞ୍ଚ ଶେଷ ହୋଇଛି। ୭ଦିନ ବ୍ୟାପି ଚାଲିଥିବା…

୩ ଦିନର କାମ ୩୦ ଦିନରେ ହେଲାନି

ଅନୁଗୋଳ ଅଫିସ, ୨୩।୫: ଅନୁଗୋଳ ପୌର ପରିଷଦର ପ୍ରଥମ ବୈଠକ ଏପ୍ରିଲ ୨୨ରେ ଅନୁଷ୍ଠିତ ହୋଇଥିଲା। ଇତିମଧ୍ୟରେ ବୈଠକକୁ ମାସେ ପୂରିଗଲାଣି। ହେଲେ ନିୟମ ଅନୁଯାୟୀ ୩…

ପ୍ରଥମ ଦିନରେ ୪୦ ହଜାର ଜନସମାଗମ

ବଇଣ୍ଡା,୨୩।୫ (ଡି.ଏନ.ଏ.): ଆଠମଲ୍ଲିକ ଉପଖଣ୍ଡ ବଇଣ୍ଡାଠାରେ ଗତ ୨୧ ତାରିଖଠାରୁ ଆରମ୍ଭ ହୋଇଛି ଚନ୍ଦନ ଯାତ୍ରା। ଏହି ୪ ଦିନିଆ ଯାତ୍ରାର ପ୍ରଥମ ରାତିରେ ୪୦ ହଜାର…

ଭାରତୀୟ ରେଲୱେ ଟ୍ରାକ ଉପରେ ଆଇଏସ୍‌ଆଇର ନଜର, ଗୋଇନ୍ଦା ରିପୋର୍ଟ ଜାରି…

ନୂଆଦିଲ୍ଲୀ, ୨୩।୫ : ଭାରତରେ ରେଲୱେ ଟ୍ରାକ ଉପରେ ଆକ୍ରମଣ କରିବା ପାଇଁ ପାକିସ୍ତାନର ଗୁପ୍ତଚର ସଂସ୍ଥା ଆଇଏସଆଇ ଷଡ଼ଯନ୍ତ୍ର ରଚିଛି। ଏ ସମ୍ପର୍କରେ ଭାରତୀୟ ଗୋଇନ୍ଦା…

ଦୀପିକାଙ୍କ କାନ୍ସ ଲୁକ୍‌

ମୁମ୍ବାଇ,୨୩ା୫: କାନ୍ସ ଫିଲ୍ମ ଫେଷ୍ଟିଭାଲରେ ଭାରତୀୟ ସେଲିବ୍ରିଟିମାନେ ସେମାନଙ୍କ ଜଲ୍‌ଓ୍ବା ଦେଖାଇ ଚାଲିଛନ୍ତି। ଅଭିନେତ୍ରୀ ଦୀପିକା ପାଦୁକୋନ୍‌ ମଧ୍ୟ ଏହି ଉତ୍ସବରେ ଯୋଗ ଦେଇଛନ୍ତି। ତାଙ୍କର ନୂଆ…