ଛତ୍ରପୁର ଉତ୍ସବ ମୁଖର

ଛତ୍ରପୁର,୨୩।୫(ଡି.ଏନ୍‌.ଏ.): ଛତ୍ରପୁର ସହରର ଅଧିଷ୍ଠାତ୍ରୀ ଦେବୀ ମା’ ରାମାୟାଣାମ୍ମା ଯାତ୍ରା ନେଇ ଉତ୍ସବ ମୁଖର ହୋଇଉଠିଛି। ମାସେ ଧରି ଚାଲିବାକୁ ଥିବା ଏହି ଯାତ୍ରାର ୧୭ତମ ଦିବସ…

‘ଚାଇନା ବିପଦ ସହ ଖେଳୁଛି’

ଓ୍ବାଶିଂଟନ,୨୩ା୫: ଜାପାନର ରାଜଧାନୀ ଟୋକିଓରେ କ୍ୱାଡ୍‌ ସମ୍ମିଳନୀ ପୂର୍ବରୁ ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ ଜାପାନ ପ୍ରଧାନମନ୍ତ୍ରୀ ଫୁମିଓ କିଶିଡାଙ୍କ ସହ ଦ୍ୱିପାକ୍ଷିକ ଆଲୋଚନା କରିଛନ୍ତି। ଏହି…

ବେକାରି ସମସ୍ୟା ଦୂର ଶ୍ୟାମସୁନ୍ଦରଙ୍କ ଲକ୍ଷ୍ୟ

ସିମୁଳିଆ,୨୩।୫: ଚାକିରି ପଛରେ ଗୋଡ଼ାଇ ନିରାଶ ହେବା ଅପେକ୍ଷା ଛୋଟ ଛୋଟ ଉଦ୍ୟୋଗ କରି ଆମତ୍ନିର୍ଭରଶୀଳ ହେବାକୁ ବାଟ ଦେଖାଇଛନ୍ତି ବାଲେଶ୍ୱର ଜିଲା ସିମୁଳିଆ ବ୍ଲକ କହ୍ନେଇବିନ୍ଧା ପଞ୍ଚାୟତ…

ଆରମ୍ଭ ହୋଇପାରିଲାନି ତଦନ୍ତ

ଖଇରା, ୨୩।୫(ଡି.ଏନ.ଏ.): ବାଲେଶ୍ୱର ଜିଲା ଖଇରା ଥାନା ଅଧୀନ କୁପାରୀ ଅମ୍ବିକା ମନ୍ଦିର ନିକଟରେ ଜଣେ ବ୍ୟକ୍ତିଙ୍କ ଘରେ ରହି ଛେଳି ଚରାଉଥିବା ପିଲା ୧୭ତାରିଖରେ ବିଦ୍ୟୁତ ସଂସ୍ପର୍ଶରେ…

ବିଛଣାରେ ୭ବର୍ଷର ଝିଅ ଶର୍ମିଷ୍ଠା

ପାଟଣା, ୨୩।୫(ସ୍ବ. ପ୍ର.): ଯେଉଁ ବୟସ ବୟସରେ ସାଙ୍ଗ ସାଥୀଙ୍କ ମେଳରେ ଖେଳକୁଦ କରି ସମୟ ଅତିବାହିତ କରିବା କଥା। ସେହି ବୟସରେ ଜଣେ ୭ବର୍ଷର ନାବାଳିକା ଲିଭର…

କଲେଜ କର୍ମଚାରୀଙ୍କ ମଧ୍ୟରେ ଫାଟ

ଭଦ୍ରକ ଅଫିସ,୨୩।୫: ଭଦ୍ରକ ବରପଦା ସ୍ଥିତ ଇଞ୍ଜିନିୟରିଂ କଲେଜରେ ପରିଚାଳନାଗତ ତ୍ରୁଟି ଓ କର୍ମଚାରୀଙ୍କ ମଧ୍ୟରେ ଫାଟ ସୃଷ୍ଟି ହୋଇଥିବା ସ୍ପଷ୍ଟ ହୋଇଛି। ଗୋଟିଏ ପଟେ କେତେକ କର୍ମଚାରୀ…

ଦନ୍ତା ବୁଲୁଥିବାରୁ ଅଞ୍ଚଳବାସୀ ଭୟଭୀତ

ଭଦ୍ରକ ଅଫିସ,୨୩।୫: ଭଦ୍ରକ ଜିଲା ଆଗରପଡା ଅଞ୍ଚଳରେ ଏକ ଦନ୍ତା ହାତୀ ବୁଲୁଥିବାରୁ ଅଞ୍ଚଳବାସୀ ଭୟଭୀତ ଅବସ୍ଥାରେ ଅଛନ୍ତି। ଗତ ୪ ବର୍ଷ ଧରି ଜ୍ୟେଷ୍ଠ ମାସରେ ଆମ୍ବ…

କର୍ମୀଙ୍କ ବାରଣ୍ଡାରେ ପଢୁଛନ୍ତି ପିଲା

ବାହାନଗା, ୨୩।୫(ଡି.ଏନ.ଏ.): ଅଙ୍ଗନୱାଡି କେନ୍ଦ୍ରର ନୂତନ ଗୃହ ନିର୍ମାଣକୁ ୨ବର୍ଷ ପୂରିଲାଣି। ହେଲେ ହସ୍ତାନ୍ତର ହୋଇ ନ ଥିବାରୁ ଏବେ ବି ଛୋଟ ଛୋଟ ପିଲାମାନେ ସେହି ନୂତନ…

ଆଦିବାସୀ ଛାତ୍ର ମନୋଜ ହେଲେ ଗଣିତ ଅଧ୍ୟାପକ

ପାଟଣା,୨୩।୫(ସ୍ବ. ପ୍ର.): କେନ୍ଦୁଝର ଜିଲା ପାଟଣା ଥାନା କୁଣ୍ଡଳା ଗ୍ରାମର ଝାଟିଆଳି ସାହିର ମନୋଜ କୁମାର ଦଣ୍ଡପାଟ ଗଣିତ ଅଧ୍ୟାପକ ଭାବେ ନିଯୁକ୍ତି ପାଇଛନ୍ତି। ଓଡିଶା ଷ୍ଟେଟ ସିଲେକ୍ସନ…

ଶୁଳ୍କ ହ୍ରାସ ସତ୍ତ୍ୱେ ୧୦୦ ଉପରେ ପେଟ୍ରୋଲ

ଭୁବନେଶ୍ୱର,୨୩।୫: ବର୍ତ୍ତମାନ ସାରା ଦେଶରେ ସମସ୍ତ ପ୍ରକାରର ଅତ୍ୟାବଶ୍ୟକ ସାମଗ୍ରୀର ଦରବୃଦ୍ଧିକୁ ନେଇ ବିଭିନ୍ନ ସ୍ତରରେ ଚର୍ଚ୍ଚା, ଆଲୋଚନା ଓ ଆନ୍ଦୋଳନ ଜାରି ରହିଛି। ଏପରିକି ବିରୋଧୀ ଦଳଗୁଡ଼ିକ…