ଆଇପିଏଲ୍‌ ବେଟିଂ: ୪ ଗିରଫ, ୭.୬ ଲକ୍ଷ ଜବତ

ଆସିକା,୩୦ା୫(ଡି.ଏନ୍‌.ଏ.)-ଆଇପିଏଲ୍‌ ଫାଇନାଲ ମ୍ୟାଚ ଲାଗି ରବିବାର ବେଟିଂ ଚାଲିଥିବା ବେଳେ ପୋଲିସ ଚଢ଼ାଉ କରି ୪ଜଣଙ୍କୁ ଗିରଫ କରିଛି। ସେମାନେ ହେଲେ ଆସିକା ଏନ୍‌ଏସି ସୁନାମ୍ବ ସାହିର…

କ୍ୟୁରେଟର୍ସ, ଗ୍ରାଉଣ୍ଡ୍ସମ୍ୟାନ୍‌ଙ୍କ ପାଇଁ ୧.୨୫ କୋଟି ଘୋଷଣା କଲା ବିସିସିଆଇ

ମୁମ୍ବାଇ,୩୦।୫: ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ୧୫ତମ ସଂସ୍କରଣ ଲାଗି ପିଚ୍‌ ଓ ଗ୍ରାଉଣ୍ଡ ପ୍ରସ୍ତୁତ କରିଥିବା କ୍ୟୁରେଟର ଓ ଗ୍ରାଉଣ୍ଡ୍ସମ୍ୟାନ୍‌ଙ୍କୁ ‘ପ୍ରଚ୍ଛଦପଟର ନାୟକ’ ଭାବେ ଅବିହିତ…

ପଡ଼ିଲା ଦୁଇ ସମଲିଙ୍ଗୀ ମହିଳା କ୍ରିକେଟ୍‌ରଙ୍କ ହାତଗଣ୍ଠି

ଲଣ୍ଡନ,୩୦।୫: ଇଂଲଣ୍ଡ ବିଶ୍ୱକପ୍‌ର ବିଜେତା ମହିଳା କ୍ରିକେଟର କ୍ୟାଥେରିନ ବ୍ରଣ୍ଟ ଓ ନାଟାଲି ସ୍କିଭର ବିବାହ କରିଛନ୍ତି। ଏ ନେଇ ଇଂଲଣ୍ଡ କ୍ରିକେଟ୍‌ ବୋର୍ଡ ପକ୍ଷରୁ ସୋମବାର…

ମାରଣାସ୍ତ୍ର ଦେଖାଇ ୬୦ ହଜାର ଲୁଟ

ବାଲେଶ୍ୱର ଅଫିସ,୩୦।୫- ବାଲେଶ୍ୱର ସଦର ବ୍ଲକ ଅଧୀନ ସଲଟରୋଡ୍‌ ରାସ୍ତାର ଇସାଣି ନିକଟରେ ସୋମବାର ପୂର୍ବାହ୍ନରେ ଜଣେ ଯୁବକଙ୍କୁ ମାରଣାସ୍ତ୍ର ଦେଖାଇ ଦୁର୍ବୃତ୍ତମାନେ ୬୦ ହଜାର ଟଙ୍କା…

ଓଡ଼ିଶା: ଆଜିର ଫଟୋ (ମେ ୩୦, ୨୦୨୨)

କଟକ ବାରବାଟୀ ଷ୍ଟାଡ଼ିୟମ ପଡିଆ ପ୍ରସ୍ତୁତି କାର୍ଯ୍ୟ ଚାଲିଛି ବାରବାଟୀ ଷ୍ଟାଡ଼ିୟମ ଦର୍ଶକ ବସିବା ଜାଗାକୁ ନେଟରେ ଆବୃତ୍ତ କରାଯାଉଛି ସାବିତ୍ରୀ ବ୍ରତ ପାଇଁ ବ୍ରହ୍ମପୁରର ବିଭିନ୍ନ…

ରାଜ୍ୟରୁ ସୁସ୍ଥ ହେଲେ ଆଉ ୭ କରୋନା ଆକ୍ରାନ୍ତ

ଭୁବନେଶ୍ୱର, ୩୦।୫(ବ୍ୟୁରୋ): ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ଆଉ ୭ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏହାକୁ ମିଶାଇ ଏଯାବତ୍‌ ୧୨,୭୯,୧୯୧ ଜଣ ସୁସ୍ଥ ହୋଇସାରିଲେଣି।…

ଦିଲ୍ଲୀ ସ୍ବାସ୍ଥ୍ୟ ମନ୍ତ୍ରୀ ଗିରଫ

ନୂଆଦିଲ୍ଲୀ,୩୦।୫: ବେଆଇନ୍‌ ଅର୍ଥ କାରବାରରେ ଦିଲ୍ଲୀ ସ୍ବାସ୍ଥ୍ୟ ମନ୍ତ୍ରୀ ସତ୍ୟେନ୍ଦର ଜୈନ ସୋମବାର ଗିରଫ ହୋଇଛନ୍ତି। ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ଦ୍ୱାରା ତାଙ୍କୁ ଗିରଫ କରାଯାଇଛି। ଏହା ପୂର୍ବରୁ…

ଆଇପିଏଲ୍‌ ବେଟିଂ: ୬ ଲକ୍ଷ ଟଙ୍କା ସହ ଧରାପଡ଼ିଲେ ୫ ଅଭିଯୁକ୍ତ

ବରଗଡ଼ ଅଫିସ,୩୦।୫: ଆଇପିଏଲ୍‌ କ୍ରିକେଟକୁ ନେଇ ବରଗଡ଼ରେ ବେଟିଂ ଚାଲିଥିବା ଘଟଣାର ସୋମବାର ପର୍ଦ୍ଦାଫାଶ ହୋଇଛି। ପୋଲିସ ଘଟଣାରେ ସମ୍ପୃକ୍ତ ୫ ଅଭିଯୁକ୍ତଙ୍କୁ ଗିରଫ କରିଛି। ସେମାନେ…

୨ ବଖରା ସହ ଜଳିଗଲା ଗୁହାଳ

ବୁଗୁଡ଼ା,୩୦ା୫(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ବୁଗୁଡ଼ା ବ୍ଲକ କରଚୁଲି ପଞ୍ଚାୟତ ଡ଼େଙ୍ଗାବାଡ଼ି ଗ୍ରାମରେ ଅଗ୍ନିକାଣ୍ଡ ଘଟି ଦୁଇ ବଖରା ଘର ସହ ୨ଟି ଗୁହାଳ ପୋଡ଼ିଯାଇଛି। ଗୁହାଳରେ ଥିବା…

ଲାଲୁଙ୍କ ଶଳାଙ୍କୁ ୩ବର୍ଷ ଜେଲ୍‌

ପାଟନା,୩୦।୫: ସରକାରୀ କାର୍ଯ୍ୟାଳୟରେ ପଶିି ଅଧିକାରୀଙ୍କୁ ଦୁର୍ବ୍ୟବହାର କରିଥିବା ଅଭିଯୋଗରେ ସ୍ଥାନୀୟ ଏମ୍‌ପିଏମ୍‌ଏଲ୍‌ଏ କୋର୍ଟ ରାୟ ପ୍ରକାଶ କରିଛନ୍ତି। ସୋମବାର କୋଟର୍ର୍ ରାଷ୍ଟ୍ରୀୟ ଜନତା ଦଳ(ଆରଜେଡି) ସୁପ୍ରିମୋ…