ଓଡ଼ିଶା: ଆଜିର ଫଟୋ (ମେ ୩୦, ୨୦୨୨)

କଟକ ବାରବାଟୀ ଷ୍ଟାଡ଼ିୟମ ପଡିଆ ପ୍ରସ୍ତୁତି କାର୍ଯ୍ୟ ଚାଲିଛି

ବାରବାଟୀ ଷ୍ଟାଡ଼ିୟମ ଦର୍ଶକ ବସିବା ଜାଗାକୁ ନେଟରେ ଆବୃତ୍ତ କରାଯାଉଛି

ସାବିତ୍ରୀ ବ୍ରତ ପାଇଁ ବ୍ରହ୍ମପୁରବିଭିନ୍ନ ମନ୍ଦିରରେ ମହିଳା ଓ  କିନ୍ନର ସାବିତ୍ରୀ ବ୍ରତ ପାଳନ କରୁଛନ୍ତି।

ବୁଧେଶ୍ୱରୀ ମନ୍ଦିରରେ ମହିଳାମାନେ ସାବିତ୍ରୀବ୍ରତ ଓଷା ପାଳନ କରୁଛନ୍ତି

ଭୁବନେଶ୍ୱର ଜଗନ୍ନାଥ ନଗରରେ ମହିଳା ସାବିତ୍ରୀ ପୂଜାକରୁଛନ୍ତି