ରକ୍ତରେ ପ୍ରେମ ଚିଠି ଲେଖିଥିଲେ ଅମିର

ବଲିଉଡ ଅଭିନେତା ଅମିର ଖାନ ମିଷ୍ଟର ପର୍‌ଫେକ୍ଟନିଷ୍ଟ ଭାବେ ଜଣାଶୁଣା। ସେ ଭାରତୀୟ ସିନେମାକୁ ଅନେକ ହିଟ ଫିଲ୍ମ ଦେଇଛନ୍ତି। ଫିଲ୍ମ ଅପେକ୍ଷା ସେ ନିଜ ବ୍ୟକ୍ତିଗତ…

ଶାଶୁ-ବୋହୂ କଳି ଘରୋଇ ହିଂସା ମାମଲାରେ ଭିଡ଼ିଓ-ଫଟୋର ପ୍ରାମାଣିକତା ଜରୁରୀ, କହିଲେ କୋର୍ଟ…

ନୂଆଦିଲ୍ଲୀ, ୧୮।୪ : ଶାଶୁ ବୋହୂ କଳି ଭଳି ପାରିବାରିକ ହିଂସା ମାମଲାରେ ଭିଡ଼ିଓ ଏବଂ ଫଟୋର ପ୍ରମାଣ ଜରୁରୀ ବୋଲି ଦିଲ୍ଲୀର ଏକ କୋର୍ଟ କହିଛନ୍ତି।…

ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ସଙ୍ଗୀତଜ୍ଞ ପ୍ରଫୁଲ୍ଲ କରଙ୍କ ହେବ ଶେଷକୃତ୍ୟ

ଭୁବନେଶ୍ୱର,୧୮ା୪(ବ୍ୟୁରୋ): ଓଡ଼ିଶା ସଙ୍ଗୀତ ଜଗତର ସୁନାମଧନ୍ୟ ସଙ୍ଗୀତ ନିର୍ଦ୍ଦେଶକ, ଗାୟକ, ଗୀତିକାର ପ୍ରଫୁଲ୍ଲ କରଙ୍କ ଶେଷକୃତ୍ୟ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଅନୁଷ୍ଠିତ ହେବ ବୋଲି ମୁଖ୍ୟମନ୍ତ୍ରୀ ନବୀନ…

ପିତାଙ୍କ ଭୁଲ୍‌ ଯୋଗୁ ରୋହନରୁ ହୋଇଗଲେ କେ.ଏଲ୍‌ ରାହୁଲ

ଭାରତୀୟ କ୍ରିକେଟର୍‌ କେଏଲ୍‌ ରାହୁଲ ଆଜି ୩୦ ବର୍ଷରେ ପଦାର୍ପଣ କରିଛନ୍ତି। ଆଇପିଏଲ୍‌ରେ ୨୦୨୨ରେ ତାଙ୍କ ଅଧିନାୟିକତ୍ୱରେ ଲକ୍ଷ୍ନୌ ସୁପର ଜିଆଣ୍ଟସ ଚମତ୍କାର ପ୍ରଦର୍ଶନ କରୁଛି। ଖୁବ୍‌…

ବଢୁଛି ଏଚ୍‌ଆଇଭି ଆକ୍ରାନ୍ତଙ୍କ ସଂଖ୍ୟା, ମହାରାଷ୍ଟ୍ର ଶୀର୍ଷରେ…

ନୂଆଦିଲ୍ଲୀ, ୧୮।୪ : ଦେଶରେ ଏଚ୍‌ଆଇଭି ଏଡ୍‌ସ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଆକ୍ରାନ୍ତଙ୍କ ସଂଖ୍ୟାରେ ମହାରାଷ୍ଟ୍ର ଶୀର୍ଷରେ ରହିଛି। ଏହାପଛକୁ ଦ୍ୱିତୀୟ ସ୍ଥାନରେ ଉତ୍ତରପ୍ରଦେଶ ରହିଛି।…

ଗୋରୁ ବେପାରୀଙ୍କ ଉପରେ ଓଲଟି ପଡ଼ିଲା ସିମେଣ୍ଟ ବୋଝେଇ ଟ୍ରକ୍‌: ୩ ମୃତ, ଜଣେ ଗୁରୁତର

ବିଶୋଇ,୧୮ା୪(ଡି.ଏନ.ଏ): ମୟୂରଭଞ୍ଜ ଜିଲା ବିଶୋଇ ଥାନା ଅନ୍ତର୍ଗତ ୪୯ ନଂ. ଜାତୀୟ ରାଜପଥସ୍ଥିତ ନୂଆଗାଁ ଛକ ନିକଟରେ ରବିବାର ବିଳମ୍ବିତ ରାତିରେ ଏକ ଅଭାବନୀୟ ଘଟଣା ଦେଖିବାକୁ…

୧ କୋଟି ଟଙ୍କାରେ ହନୁମାନ ପଇସା ଡିଲ୍‌

ଦେବଗଡ଼,୧୮ା୪(ଡି.ଏନ.ଏ.): ଦେବଗଡ ଜିଲା ପୋଲିସ ସ୍ପେଶାଲ ସ୍କ୍ବାଡ୍‌କୁ ପୁଣି ମିଳିଛି ସଫଳତା। ରବିବାର ବେଆଇନ ହନୁମାନ ପଇସା କାରବାରରେ ଲିପ୍ତ ୨ ଅଭିଯୁକ୍ତଙ୍କୁ ଗ୍ରାହକ ବେଶରେ କାବୁ…

ପୁଣି ବଢ଼ିଲା ଦୈନିକ ସଂକ୍ରମଣ-ମୃତ୍ୟୁ ସଂଖ୍ୟା…

ନୂଆଦିଲ୍ଲୀ, ୧୮।୪ : ଦେଶରେ କରୋନା ମହାମାରୀ ସଂକ୍ରମଣ କମିବାରେ ଲାଗିଛି। ଦୈନିକ ସଂକ୍ରମଣ ଏବଂ ମୃତ୍ୟୁ ସଂଖ୍ୟା ଦିନେ କମିଲେ ପୁଣି ବଢୁଛି। ଗତ ୨୪…

ଆଜି ରାଜ୍ୟରୁ ୧୩ ପଜିଟିଭ୍‌ ଚିହ୍ନଟ

ଭୁବନେଶ୍ୱର,୧୮ା୪(ବ୍ୟୁରୋ): ସୋମବାର ରାଜ୍ୟରୁ ୧୩ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ବର୍ତ୍ତମାନ ମୋଟ୍‌ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୨,୮୭,୯୩୫ରେ ପହଞ୍ଚିଥିବା ରାଜ୍ୟ ସୂଚନା ଓ ଲୋକ…

ଦକ୍ଷିଣ ଆଫ୍ରିକାରେ ହାହାକାର, ୪୪୩ ମୃତ-୪୦ ହଜାରରୁ ଅଧିକ ବେଘର…

କେପ୍‌ ଟାଉନ୍‌, ୧୮।୪ : ଦକ୍ଷିଣ ଆଫ୍ରିକା କରୋନା  ବିପର୍ଯ୍ୟୟରୁ ମୁକୁଳିବାକୁ ପ୍ରୟାସ କରୁଥିବାବେଳେ ପୁଣି ଏକ ବିପଦ ଯୋଗୁ ସଙ୍କଟରେ ପଡ଼ିଛି। ବର୍ତ୍ତମାନ ଦକ୍ଷିଣ ଆଫ୍ରିକା…