ରାଜ୍ୟ ସରକାରଙ୍କୁ ତଥ୍ୟ ମାଗିଲେ ହାଇକୋର୍ଟ

କଟକ ଅଫିସ,୧ା୭:କଟକର ଅଧିଷ୍ଠାତ୍ରୀ ଦେବୀ ମା’ କଟକଚଣ୍ଡି ମନ୍ଦିରର ସୌନ୍ଦର୍ଯ୍ୟକରଣ ପାଇଁ ଶୈଳବାଳା ମହାବିଦ୍ୟାଳୟ ଜମି ଅଧିଗ୍ରହଣ ପ୍ରକ୍ରିୟାକୁ ବିରୋଧ କରି ଆଗତ ମାମଲାର ଶୁଣାଣି ବୁଧବାର…

କାଠଯୋଡ଼ି ବ୍ରିଜ୍‌ ମରାମତି ପାଇଁ ଯାତାୟାତରେ କଟକଣା

କଟକ ଅଫିସ, ୧ା୭:କଟକ କାଠଯୋଡ଼ି ମଝି ବ୍ରିଜ୍‌ର ମରାମତି କାର୍ଯ୍ୟ କରାଯିବ। ଏଥିପାଇଁ ଯାନବାହନ ଚଳାଚଳ ନିମନ୍ତେ କଟକଣା ଲାଗୁ କରାଯାଇଛି। ଏହା ଜୁଲାଇ ୧ରୁ ୩୧…

କେରଳ ସିପିଆଇ(ଏମ) କାର୍ଯ୍ୟାଳୟ ଉପରେ ବୋମା ମାଡ

ଥିରୁଭାନନ୍ତପୁରମ,୧ ।୭: କେରଳର ଥିରୁଭାନନ୍ତପୁରମରେ ଥିବା ସିପିଆଇ(ଏମ) ମୁଖ୍ୟାଳୟ ଉପରେ ବୋମା ମାଡ ହୋଇଛି । ବାଇକରେ ଆସି ଜଣେ ବ୍ୟକ୍ତି ଏହି ବୋମା ମାଡ କରି…

୫ ଯାଏ ବର୍ଷା ସମ୍ଭାବନା

ଭୁବନେଶ୍ୱର,୧ା୭(ବ୍ୟୁରୋ):ଉପକୂଳ ଓଡ଼ିଶା ଏବଂ ଏହାର ଆଖପାଖ ଅଞ୍ଚଳରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ଏହାର ପ୍ରଭାବରେ ଆସନ୍ତା ୫ ତାରିଖ ଯାଏ ରାଜ୍ୟର କେତେକ ସ୍ଥାନରେ ପ୍ରବଳ…

ଓଡ଼ିଆ ବିଭାଗ ପ୍ରଫେସର ଗିରଫ

ଗୋପାଳପୁର,୧ା୭(ଡି.ଏନ.ଏ.):ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ଜଣେ ଛାତ୍ରୀଙ୍କୁ ଅସଦାଚରଣ ଅଭିଯୋଗରେ ଗୋପାଳପୁର ଥାନା ପୋଲିସ ଗୁରୁବାର ଓଡ଼ିଆ ବିଭାଗର ଜଣେ ପ୍ରଫେସରଙ୍କୁ ଗିରଫ ପରେ କୋର୍ଟ ଚାଲାଣ କରିଛି। ସେ…

ଶ୍ରୀ ସୁଦର୍ଶନଙ୍କ ପହଣ୍ଡି ଆରମ୍ଭ

ପୁରୀ ଅଫିସ,୧ା୭: ଆଜି ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା। ଏଥିଲାଗି ଭକ୍ତିମୟ ପରିବେଶ ସାଙ୍ଗକୁ ଶ୍ରୀକ୍ଷେତ୍ର ଲୋକାରଣ୍ୟ ହୋଇଉଠିଛି। ପ୍ରଥମେ ଚକ୍ରରାଜ ଶ୍ରୀ ସୁଦର୍ଶନ ମହାପ୍ରଭୁଙ୍କ ପହଣ୍ଡି ଆରମ୍ଭ…

ଆଜିଠାରୁ ବର୍ମିଂହାମ୍‌ ଟେଷ୍ଟ: ଜାଣନ୍ତୁ କେତେବେଳେ ଆରମ୍ଭ ହେବ ମ୍ୟାଚ୍‌

ଲଣ୍ଡନ,୧।୭: ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ପୁନଃନିର୍ଦ୍ଧାରିତ ପଞ୍ଚମ ଟେଷ୍ଟ ମ୍ୟାଚ ଆଜିଠାରୁ ଆରମ୍ଭ ହେଉଛି। ପାଞ୍ଚ ମ୍ୟାଚ ଟେଷ୍ଟ ସିରିଜର ଚାରିଟି ମ୍ୟାଚ ଗତ ବର୍ଷ…

ଆଜି ଦର୍ଶନ ଦେବେ ରଥାରୂଢ଼ ଦାରୁଦିଅଁ

ପୁରୀ ଅଫିସ,୧ା୭: ଆଷାଢ଼ ମାସ ଶୁକ୍ଳପକ୍ଷ ପ୍ରତିପଦା ତିଥି ଶୁକ୍ରବାର ପବିତ୍ର ଘୋଷଯାତ୍ରା। ଏଥିପାଇଁ ରଥ, ପଥ ଓ ଭକ୍ତ ସମସ୍ତେ ପ୍ରସ୍ତୁତ। କେବଳ ମହାପ୍ରଭୁଙ୍କୁ ଅପେକ୍ଷା।…

ସିନ୍ଧେ ମୁଖ୍ୟମନ୍ତ୍ରୀ ହେବା ପରେ ଉଦ୍ଧବ ଠାକ୍‌ରେଙ୍କ ପ୍ରଥମ ପ୍ରତିକ୍ରିୟା

ମୁମ୍ବାଇ,୧।୭: ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ରାଜ୍ୟର ନୂତନ ସରକାରଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ସେ ଟୁଇଟ୍‌ କରି ଲେଖିଛନ୍ତି, ମହାରାଷ୍ଟ୍ରର ନୂତନ ଭାବେ ନିଯୁକ୍ତ ମୁଖ୍ୟମନ୍ତ୍ରୀ…

ରାଜସ୍ଥାନରେ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ଇଣ୍ଟରନେଟ ବନ୍ଦ

ଜୟପୁର,୧ ।୭: ଉଦୟପୁରର ଧାନମଣ୍ଡି ଥାନା ଅଞ୍ଚଳରେ ଟେଲର କହ୍ନେୟାଲାଲଙ୍କ ହତ୍ୟା ପରେ ପୋଲିସ-ପ୍ରଶାସନ ଆଲର୍ଟରେ ରହିଛି । ଶୁକ୍ରବାର ସେଠାରେ ଗୋଟିଏ ପଟେ ଜୁମେ ନମାଜ…