ଖଣି ଖନନ ସମୟରେ ଚାପି ହୋଇ ୨ ଜଣଙ୍କ ଜୀବନ ଗଲା, ଜଣେ ଗୁରୁତର

ଜୟପୁର,୩ା୭: ଶନିବାର ବିଳମ୍ବିତ ରାତିରେ ରାଜସ୍ଥାନର ସିକର ଜିଲ୍ଲାର ନିମ୍‌କା ଥାନା ଅଞ୍ଚଳରେ ପାଟନ ନିକଟରେ ଖଣି ଖନନ ସମୟରେ ଏକ ଅଭାବନୀୟ ଘଟଣା ଘଟିଛି। ଖନନ…

ଭାରତ ଆସିବନି ଗ୍ରେଟ୍‌ ୱାଲ୍‌ ମୋଟର୍ସ

ନୂଆଦିଲ୍ଲୀ,୩।୭: ଭାରତରେ ୧୦୦କୋଟି ଡଲାର ନିବେଶ କରିବାକୁ ଚାଇନା ଅଟୋମୋବାଇଲ କମ୍ପାନୀ ‘ଗ୍ରେଟ୍‌ ୱାଲ୍‌ ମୋଟର୍ସ’ ଯୋଜନା କରିଥିଲା। ଏପରିକି ଦୀର୍ଘ ୨ ବର୍ଷରୁ ଊର୍ଦ୍ଧ୍ୱ ସମୟ ପର୍ଯ୍ୟନ୍ତ…

ଧରାକୋଟ ରାଜପରିବାରର ରୋଚକ ରାଜନୀତି

ବ୍ରହ୍ମପୁର ଅଫିସ,୩।୭: ରାଜ୍ୟରେ ୧୯୫୧-୫୨ରୁ ୨୦୧୯ ମଧ୍ୟରେ ୧୬ ବିଧାନସଭା ନିର୍ବାଚନ ହୋଇଛି। ଗଞ୍ଜାମ ଜିଲା ଧରାକୋଟ ରାଜ ପରିବାରରୁ ୮ ଜଣ ବିଭିନ୍ନ ଦଳରୁ ବିଧାୟିକା ଓ…

ପ୍ରଥମେ ହତ୍ୟା ଧମକ ପରେ ‘ରେଷ୍ଟ ଇନ୍‌ ପିସ୍‌ ଉର୍ଫି’ ପୋଷ୍ଟ; ଚିନ୍ତାରେ ଅଭିନେତ୍ରୀ

ବମ୍ବେ: ନିଜର ଅଜବ ଫ୍ୟାଶନ୍‌କୁ ନେଇ ଚର୍ଚ୍ଚାରେ ରହିଥାନ୍ତି ଉର୍ଫି ଜାଭେଦ। ଏବେ ସେ ନିଜ ଇନ୍‌ଷ୍ଟାଗ୍ରାମରେ ପୋଷ୍ଟ କରିଥିବା ଷ୍ଟୋରୀକୁ ନେଇ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛନ୍ତି।…

ମୁସଲମାନ ଫେରିବାଲାଙ୍କଠାରୁ ସାମଗ୍ରୀ କିଣିଲେ ଜରିମାନା ୫୧୦୦ ଟଙ୍କା, ସୋସିଆଲ ମିଡ଼ିଆରେ ଗୁଜବ…

ଅହମଦାବାଦ, ୩।୭ : ରାଜସ୍ଥାନର ଉଦୟପୁରରେ ହୋଇଥିବା କହ୍ନେୟା ଲାଲଙ୍କ ହତ୍ୟା ଘଟଣା ବିରୋଧରେ ସମଗ୍ର ଦେଶରେ ଉତ୍ତେଜନା ଜାରି ରହିଛି। ଏହି ଘଟଣାର ବିରୋଧରେ ଗୁଜୁରାଟର…

ଫସିଲେ କମେଡିଆନ୍‌: ନ୍ୟୁୟର୍କରେ ରୁଜୁ ହେଲା ମାମଲା

ବମ୍ବେ: ଅଡ଼ୁଆରେ ଫସିଛନ୍ତି ଲୋକପ୍ରିୟ କମେଡିଆନ୍‌ କପିଲ ଶର୍ମା। ଏବେ ସେ କାନାଡ଼ା ଗସ୍ତରେ। ନିଜ ଟିମ୍‌ର ସମସ୍ତ କଳାକାରଙ୍କ ସହ ସେ ସେଠାରେ ଲାଇଭ୍‌ ଶୋ’…

ବିଜେବି କଲେଜ ଛାତ୍ରୀ ଆତ୍ମହତ୍ୟା ଘଟଣା: ତଦନ୍ତ ପାଇଁ ଗଠନ ହେଲା ୩ ଜଣିଆ ଟିମ୍‌

ଭୁବନେଶ୍ୱର,୩।୭(ବ୍ୟୁରୋ): ବିଜେବି କଲେଜ ଛାତ୍ରୀ ରୁଚିକା ମହାନ୍ତି ଆତ୍ମହତ୍ୟା ଘଟଣାରେ ପୋଲିସ ତନାଘନା ଆରମ୍ଭ କରିଛି। ଅନ୍ୟପଟେ ତଦନ୍ତ ପାଇଁ ୩ ଜଣିଆ ଟିମ୍‌ ଗଠନ କରାଯାଇଛି।…

ଥରିଲା ମ୍ୟାନମାର୍‌

ମ୍ୟାନମାର୍‌,୩ା୭: ମ୍ୟାନମାର୍‌ରେ ରବିବାର ସକାଳେ ଭୂକମ୍ପର ଝଟ୍‌କା ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୫.୦ ଥିଲା ବୋଲି ରାଷ୍ଟ୍ରୀୟ ଭୂକମ୍ପ ବିଜ୍ଞାନ କେନ୍ଦ୍ର ପକ୍ଷରୁ…

ଭାରତକୁ ବିଶ୍ୱ ବ୍ୟାଙ୍କର ସହାୟତା

ନୂଆଦିଲ୍ଲୀ: ବିଶ୍ୱ ବ୍ୟାଙ୍କ ଭାରତର ଅର୍ଥନୀତିରେ ସୁଧାର ପାଇଁ ଋଣ ଆକାରରେ ୧.୭୫ ବିଲିୟନ ଡଲାରର ସହାୟତା ଘୋଷଣା କରିଛି। ଏହି ଅର୍ଥ ପ୍ରଧାନମନ୍ତ୍ରୀଙ୍କ ଆୟୁଷ୍ମାନ ଭାରତ…

ଅର୍ଥନୈତିକ ସମ୍ଭାବନାରେ ବିବିଧତା ଜାରି

ମୁମ୍ବାଇ,୩।୭: ବିଶ୍ୱସ୍ତରୀୟ ଏବଂ ଘରୋଇ ଅର୍ଥନୈତିକ ସମ୍ଭାବନାରେ ବିବିଧତା ରହିଛି, ଘରୋଇ ଅଭିବୃଦ୍ଧି ମଜଭୁତ ସ୍ଥିତିରେ ଥିବା ମନେହେଉଥିବା ବେଳେ ବିଶ୍ୱସ୍ତରୀୟ ଅଭିବୃଦ୍ଧି ଦୁର୍ବଳ ରହିଛି। ସେହି…