ମୃତ୍ୟୁପ୍ରମାଣପତ୍ର ଦେବାକୁ ବି ଲାଞ୍ଚ ମାଗିଲେ କିରାଣୀ, ଏକାଥରେ ଥାନାରେ

ଖୋର୍ଦ୍ଧା ଅଫିସ,୨।୮: ଖୋର୍ଦ୍ଧା ଥାନା ଅନ୍ତର୍ଗତ ହଳଦିଆ ଗୋଷ୍ଠୀ ସାସ୍ଥ୍ୟକେନ୍ଦ୍ରର କିରାଣୀ ଅନୁପ ଶତପଥୀ ମଙ୍ଗଳବାର ଭିଜିଲାନ୍ସ ଜାଲରେ ଧରାପଡ଼ିଛନ୍ତି। ମୃତ ବ୍ୟକ୍ତିଙ୍କ ପ୍ରମାଣପତ୍ର କରାଇଦେବାକୁ କହି…

ବୁଲେଟ୍‌ ପ୍ରୁଫ୍‌ କାର୍‌ କିଣିଲେ ସଲମାନ୍‌

ବମ୍ବେ: ବଲିଉଡ୍‌ର ଦବଙ୍ଗ ଖାଁ ସଲମାନଙ୍କୁ ଜୀବନରୁ ମାରିଦେବାକୁ ଧମକ ମିଳିଛି। ଏଥିନେଇ ତାଙ୍କ ସୁରକ୍ଷା ବ୍ୟବସ୍ଥା ଉପରେ ବିଶେଷ ଧ୍ୟାନ ଦିଆଯାଉଛି। ଆଖପାଖରେ ସୁରକ୍ଷାକର୍ମୀଙ୍କ ସହ…

ରାଜଧାନୀରେ ତୃତୀୟ ‘ମଙ୍କିପକ୍ସ’ଆକ୍ରାନ୍ତ ଚିହ୍ନଟ

ନୂଆଦିଲ୍ଲୀ,୨।୮: ଦିଲ୍ଲୀରେ ରହୁଥିବା ଅନ୍ୟ ଜଣେ ନାଇଜେରିଆ ବ୍ୟକ୍ତି ମଙ୍ଗଳବାର ‘ମଙ୍କିପକ୍ସ’ଆକ୍ରାନ୍ତ ହୋଇଛନ୍ତି। ଏନେଇ ସରକାରୀ ସୂତ୍ରରୁ ପ୍ରକାଶ ପାଇଛି। ଉକ୍ତ ବ୍ୟକ୍ତିଙ୍କର କିଛି ଦିନ ପୂର୍ବରୁ…

ଅପରେଶନ ଲୋଟସକୁ ଆମେ ଭୟ କରୁନୁ, କହିଲେ ମୁଖ୍ୟମନ୍ତ୍ରୀ…

ନୂଆଦିଲ୍ଲୀ, ୨।୮ : ଝାଡଖଣ୍ଡରେ ସରକାରଙ୍କୁ ଅସ୍ଥିର କରିବା ପାଇଁ ଅପରେଶନ ଲୋଟସ ଅଭିଯାନ ଚଳାଇଥିବା ଅଭିଯୋଗ ନେଇ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ଭାଜପାକୁ ଟାର୍ଗେଟ କରିଛନ୍ତି।…

ଲୋକଙ୍କ ପକେଟରେ ନିଆଁ ଲାଗିଛି, ଦରଦାମ ବୃଦ୍ଧି ନେଇ ଅଧୀର ରଞ୍ଜନଙ୍କ ମନ୍ତବ୍ୟ…

ନୂଆଦିଲ୍ଲୀ, ୨।୮ : ଦେଶରେ ଦରଦାମ ଉପରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଉତ୍ତର ସମ୍ପର୍କରେ କଂଗ୍ରେସ ନେତା ଅଧୀର ରଞ୍ଜନ ଭାଜପା ସରକାରଙ୍କ ନୀତିକୁ କଡ଼ା ସମାଲୋଚନା…

ପୁଅର ଇନଷ୍ଟାଗ୍ରାମ ଆକାଉଣ୍ଟ କଲେ କମେଡି କୁଇନ୍‌

କମେଡି କୁଇନ୍‌ ଭାରତୀ ସିଂ ଏବଂ ସ୍ବାମୀ ହର୍ଷ ଲିମ୍ବାଚିୟା କିଛି ନା କିଛି କାରଣରୁ ଚର୍ଚ୍ଚାରେ। ସେ ବ୍ୟକ୍ତଗତ ହେଉ ଅବା ବୃତ୍ତିଗତ, ଏହି ଯୋଡିକୁ…

ଏଣିକି ସମ୍ବଲପୁରୀ ପୋଷାକ ପିନ୍ଧିବେ କର୍ମଚାରୀ

ଝାରସୁଗୁଡ଼ା ଅଫିସ,୨।୮: ଝାରାସୁଗୁଡ଼ା ଜିଲା ପ୍ରଶାସନ ପକ୍ଷରୁ ମଙ୍ଗଳବାର ଏକ ବିଜ୍ଞପ୍ତି ଜାରି ହୋଇଛି। ଏଣିକି ମାସର ପ୍ରତ୍ୟେକ ଦ୍ୱିତୀୟ, ଚତୁର୍ଥ ଶୁକ୍ରବାର ସରକାରୀ କର୍ମଚାରୀ ସମ୍ବଲପୁରୀ…

ବୁଧବାର ଏମ୍‌ପିମାନେ କରିବେ ତ୍ରିରଙ୍ଗା ବାଇକ୍‌ ରାଲି, ଲାଲ କିଲ୍ଲାରୁ ସଂସଦ ଭବନ…

ନୂଆଦିଲ୍ଲୀ, ୨।୮ : କେନ୍ଦ୍ର ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ କହିଛନ୍ତି ଯେ ବୁଧବାର ସକାଳେ ଲାଲ କିଲ୍ଲାରୁ ସଂସଦ ଭବନ ପର୍ଯ୍ୟନ୍ତ ଏମ୍‌ପିମାନଙ୍କ ପାଇଁ ସଂସ୍କୃତି ମନ୍ତ୍ରଣାଳୟ…

ଅଲ-ଜୱାହିରିଙ୍କ ମୃତ୍ୟୁର ପ୍ରତିଶୋଧ ନେଲା ଆଫଗାନିସ୍ତାନ, ଉଡାଇଲା ସରଫରାଜଙ୍କ ହେଲିକପ୍ଟର!

କାବୁଲ,୨ ।୮: ଆତଙ୍କବାଦୀ ସଙ୍ଗଠନ ଅଲ କାଏଦାର ମୁଖ୍ୟ ଅୟମାନ ଅଲ-ଜୱାହିରିଙ୍କୁ ଆମେରିକା ନିହତ କରିଥିବା ଖବର ମଙ୍ଗଳବାର ସକାଳେ ମିଳିଥିଲା । ଆମେରିକା ଆତଙ୍କବାଦୀ ବିରୋଧୀ…

ବିଚାରପତିଙ୍କ ସ୍ବାସ୍ଥ୍ୟ ଭଲ ନାହିଁ, ଅପେକ୍ଷା କର, ହିଜାବ୍‌ ମାମଲାରେ ସିଜେଆଇଙ୍କ ଜବାବ…

ନୂଆଦିଲ୍ଲୀ, ୨।୮ : ସୁପ୍ରିମକୋର୍ଟରେ କର୍ନାଟକ ହିଜାବ ମାମଲାରେ ଶୀଘ୍ର ଶୁଣାଣି କରିବାକୁ ସେ ଏକ ବେଞ୍ଚ ଗଠନ କରିବେ ବୋଲି ସିଜେଆଇ ଏନ.ଭି. ରମନା କହିଛନ୍ତି।…