ହାଇକୋର୍ଟରେ ହାତୀ ଶିକାର ଓ ମୃତ୍ୟୁ ମାମଲା: ତଥ୍ୟ ଲୁଚାଇଲେ ପିସିସିଏଫ୍‌

ଭୁବନେଶ୍ୱର,୮ା୮(ବ୍ୟୁରୋ): ରାଜ୍ୟରେ ହାତୀ ଶିକାର ଓ ମୃତ୍ୟୁକୁ ନେଇ ହାଇକୋର୍ଟରେ ରୁଜୁ ହୋଇଥିବା ଏକ ଜନସ୍ବାର୍ଥ ମାମଲାରେ ବନ୍ୟପ୍ରାଣୀ ପିସିସିଏଫ୍‌ ଶଶୀ ପଲ ଗତ ୬ ତାରିଖରେ…

ଆଜାଦିସାଟ୍‌ ବାଟବଣା

ଶ୍ରୀହରିକୋଟା, ୮ା୮: ଭାରତୀୟ ମହାକାଶ ଗବେଷଣା ସଂସ୍ଥା (ଇସ୍ରୋ) ପକ୍ଷରୁ ରବିବାର ଉତ୍‌କ୍ଷେପଣ କରାଯାଇଥିବା ଇଓଏସ୍‌-୨ ଏବଂ ଆଜାଦିସାଟ୍‌ ଉପଗ୍ରହ ପୃଥିବୀ କକ୍ଷପଥରେ ଠିକ୍‌ ସ୍ଥାନରେ ପହଞ୍ଚିପାରିନାହିଁ।…

୪୮ଘଣ୍ଟାରେ ଅବପାତ: ସାରା ରାଜ୍ୟରେ ବର୍ଷା

ଭୁବନେଶ୍ୱର,୮ା୮(ବ୍ୟୁରୋ): ଉତ୍ତର-ପଶ୍ଚିମ ବଙ୍ଗୋପସାଗର ପାର୍ଶ୍ୱବର୍ତ୍ତୀ ଓଡ଼ିଶା-ପଶ୍ଚିମବଙ୍ଗ ଉପକୂଳ ସମୁଦ୍ର ଅଞ୍ଚଳରେ ରବିବାର ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଆସନ୍ତା ୪୮ଘଣ୍ଟା ମଧ୍ୟରେ ଏହା ଆହୁରି ଘନୀଭୂତ ହୋଇ…

ଆଲେକ୍ସାର ନୂଆ ନଁ। ‘ଜିଗି’

ଲଣ୍ଡନ,୮।୮: ମଲ୍ଟି ନ୍ୟାଶନାଲ ଟେକ୍ନୋଲଜି କମ୍ପାନୀ ଆମାଜନ୍‌ ଇକୋ ଡିଭାଇସ୍‌ ଆଲେକ୍ସାର ଆଉ ଏକ ନାମ ବା ଓ୍ବେକ୍‌ ଓ୍ବାର୍ଡ ସ୍ଥିର କରିଛି। ଏହି ନୂଆ ଓ୍ବେକ୍‌…

ଆମ୍‌ସାର୍‌ ଆଇନ ସଂଶୋଧନ କର

ଭୁବନେଶ୍ବର,୮।୮(ବ୍ୟୁରୋ): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁଜରାଟ ମୁଖ୍ୟମନ୍ତ୍ରୀ ଥିବାବେଳେ ରାନୀ କା ଭାବ୍‌କୁ ୟୁନେସ୍କୋ ଐତିହ୍ୟସ୍ଥଳ ତାଲିକାରେ ସାମିଲ କରିବା ଦିଗରେ ନେଇଥିବା ପଦକ୍ଷେପ ପ୍ରଶଂସନୀୟ। ଉଭୟ…

ମୁଖ୍ୟମନ୍ତ୍ରୀଙ୍କୁ ମୋଦିଙ୍କ ଥ୍ରୀ-ଟି ମନ୍ତ୍ର

ନୂଆଦିଲ୍ଲୀ,୮ା୮: ଭାରତର ବିକାଶ ପାଇଁ କୃଷି କ୍ଷେତ୍ରରେ ଆଧୁନିକୀକରଣ ସହ ୩-ଟି ମନ୍ତ୍ର ଆପଣାଇବାକୁ ପଡ଼ିବ ବୋଲି ରବିବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନୀତି ଆୟୋଗ ବୈଠକରେ…

ବିତର୍କରେ ଭାଗ ନିଅନ୍ତୁ ପରାଗ

ଓ୍ବାଶିଂଟନ୍‌, ୮ା୮: ଟେସ୍‌ଲା ମାଲିକ ଏଲନ୍‌ ମସ୍କ ୪୪ ବିଲିୟନ ଡଲାର ଟୁଇଟର ଚୁକ୍ତିରୁ ଓହରିବା ପରେ ଏହି ସୋସିଆଲ ମିଡିଆ ଜାଏଣ୍ଟର ସିଇଓ ପରାଗ ଅଗ୍ରଓ୍ବାଲଙ୍କୁ…

ଏହି ଅଭିନେତ୍ରୀଙ୍କ ନାମ ସହ ଅଛି ସଲ୍‌ମାନଙ୍କ କନେକ୍‌ଶନ

ବଲିଉଡ ଅଭିନେତ୍ରୀ କିଆରା ଆଡଭାନୀ ଧୀରେ ଧୀରେ ଇଣ୍ଡଷ୍ଟ୍ରିରେ ସଫଳତା ପାଇବାରେ ଲାଗିିଛନ୍ତି। ସେ ପ୍ରାୟତଃ ଚର୍ଚ୍ଚାରେ ରହିଥାନ୍ତି। ଚଳଚ୍ଚିତ୍ରରେ ଅଭିନୟ କରିବା ପୂର୍ବରୁ କିଆରାଙ୍କ ନାମ…

‘ତାଇଓ୍ବାନ ଚାଇନାର, ଆମେରିକାର ନୁହେଁ’

ବେଜିଂ, ୮ା୮: ତାଇଓ୍ବାନ ଚାଇନାର ଅଂଶ, ଆମେରିକାର ନୁହେଁ ବୋଲି ଚାଇନା ବହିର୍ବ୍ୟାପାର ମନ୍ତ୍ରୀ ଓ୍ବାଙ୍ଗ୍‌ ୟି ରବିବାର କହିଛନ୍ତି। ଓ୍ବାଶିଂଟନ୍‌ ଚତୁରତାର ସହ ତାଇଓ୍ବାନ ପ୍ରସଙ୍ଗରେ…

ଆଜି ଯୁକ୍ତ ୨ କଳା ପରୀକ୍ଷାଫଳ

ଭୁବନେଶ୍ୱର,୮।୮(ବ୍ୟୁରୋ): ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ(ସିଏଚ୍‌ଏସ୍‌ଇ) ଦ୍ୱାରା ପରିଚାଳିତ ଯୁକ୍ତ୨ କଳା ଓ ଧନ୍ଦାମୂଳକ ଶିକ୍ଷା ପରୀକ୍ଷା ଫଳ ସୋମବାର ପ୍ରକାଶ ପାଇବ। ଅପରାହ୍ନ ୪ଟାରେ ପରିଷଦ…