ମୁକ୍ତା ଯୋଜନାରେ ଶିଶୁ ଉଦ୍ୟାନ ଉନ୍ନତୀକରଣ ବିଫଳ

ବ୍ରହ୍ମପୁର ଅଫିସ,୧୦।୮: ବ୍ରହ୍ମପୁର ମହାନଗର ନିଗମ (ବିଏମ୍‌ସି) ପକ୍ଷରୁ ବ୍ରହ୍ମପୁର ସହରର ଖୋଲା ସ୍ଥାନଗୁଡିକରେ ଶିଶୁ ଉଦ୍ୟାନ ନିର୍ମାଣ କରାଯାଇଛି। ସହରରେ ଏଭଳି ଭାବେ ପ୍ରାୟ ୫୦ରୁ…

ଯୁକ୍ତ ୨ କଳା ପରୀକ୍ଷାରେ ସ୍ବାଗତିକା ଦ୍ବିବେଦୀ ବଣାଇ ଉପଖଣ୍ଡ ଟପ୍ପର

ଲହୁଣୀପଡା,୯।୮(ଡି.ଏନ.ଏ.): ସଦ୍ୟପ୍ରକାଶିତ ଯୁକ୍ତ ଦୁଇ କଳା ପରୀକ୍ଷା ଫଳାଫଳରେ ସ୍ବାଗତିକା ଦ୍ବିବେଦୀ ସର୍ବୋଚ୍ଚ ନମ୍ବର ରଖି ବଣାଇ ଉପଖଣ୍ଡରେ ଟପ୍ପର ହୋଇଛନ୍ତି। ଲହୁଣୀପଡା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର…

୧୯ ବର୍ଷ ପରେ ବି ସରିନି ବାହାନା ନାଳ ପୁନରୁଦ୍ଧାର

ବ୍ରହ୍ମପୁର ଅଫିସ,୧୦।୮: ଲଘୁଚାପ ଜନିତ ବର୍ଷା ଆରମ୍ଭ ହୋଇଛି। ଲକ୍ଷାଧିକ ଚାଷୀଙ୍କୁ ଆଶ୍ୱସ୍ତି କରି ଗ୍ରାମାଞ୍ଚଳରେ ରୁଆ ବେଉଷଣ ଲାଗି ଅନୁକୂଳ ସ୍ଥିତି ଉପୁଜିଛି। ତେବେ ଗଞ୍ଜାମ…

ସମସ୍ୟା ସମାଧାନ ପାଇଁ ସ୍ବର ଉଠାଇଲେ ଆଦିବାସୀ

କେନ୍ଦୁଝର, ୧୦।୮ (ସ୍ବ.ପ୍ର.): ବିଶ୍ୱ ଆଦିବାସୀ ଦିବସ ଅବସରରେ କେନ୍ଦୁଝର ଜିଲା ମୁଖ୍ୟାଳୟରେ ମିଳିତ କଲ୍ୟାଣ ମଞ୍ଚ ପକ୍ଷରୁ ଏକ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି ା ଏହି…

ପ୍ରତିଶ୍ରୁତି ପରେ ହେବାକୁ ଥିବା ଆନ୍ଦୋଳନ ସ୍ଥଗିତ

କୁଚିଣ୍ଡା,୧୦ା୮(ଡି.ଏନ.ଏ.): କୁଚିଣ୍ଡା ଉପଖଣ୍ଡରେ ୨୦୨୧ରେ ହୋଇଥିବା ଖରିଫ ଧାନ ଫସଲ ମରୁଡି ପାଇଁ ପ୍ରଧାନମନ୍ତ୍ରୀ ଫସଲ ବୀମା ପ୍ରଦାନରେ କମ୍ପାନୀ ଟାଳଟୁଳ ନୀତି ଅବଲମ୍ବନ କରୁଛି। ଉପଖଣ୍ଡ…

‘ସୈନିକଙ୍କ ପାଇଁ ରାଖୀଟିଏ’

ବାଲେଶ୍ୱର ଅଫିସ,୧୦।୮: ବାଲେଶ୍ୱର ଜିଲାର ବିଭିନ୍ନ ମହାବିଦ୍ୟାଳୟର ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରଷଦ (ଏବିଭିପି) ୟୁନିଟର ସଭାପତିଙ୍କ ନେତୃତ୍ୱରେ ଛାତ୍ରୀଛାତ୍ରମାନେ ସୀମାରେ ଦେଶକୁ ସୁରକ୍ଷା ଦେଉଥିବା ସୈନିକଙ୍କ…

ପୁଣି କରୋନାରେ ଆକ୍ରାନ୍ତ ହେଲେ ପ୍ରିୟଙ୍କା

ନୂଆଦିଲ୍ଲୀ ,୧୦।୮: କଂଗ୍ରେସର ସାଧାରଣ ସମ୍ପାଦକ ପ୍ରିୟଙ୍କା ଗାନ୍ଧୀ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ଏନେଇ ବୁଧବାର ପ୍ରିୟଙ୍କା ଟୁଇଟ୍‌ କରି ସୂଚନା ଦେଇଛନ୍ତି। ବର୍ତ୍ତମାନ ସେ ଘରେ…

ଏନ୍‌ଏଚ୍‌ ଉପରେ ୩ଫୁଟ୍‌ ପାଣି

ସମ୍ବଲପୁର,୧୦ା୮(ବ୍ୟୁରୋ): ସମଗ୍ର ରାଜ୍ୟରେ ଲଘୁଚାପ ଜନିତ ବର୍ଷା ଲାଗିରହିଛି। ଲଗାଣ ବର୍ଷା ଯୋଗୁ ସମ୍ବଲପୁର ଜିଲାରେ ସାଧାରଣ ଜୀବନଯାତ୍ରା ବ୍ୟାହତ ହୋଇଛି। ଚାଷୀ କୁଳକୁ ଆସ୍ବସ୍ତି ମିଳିଥିଲେ…

୧୫ ଅଗଷ୍ଟ ପୂର୍ବରୁ ବଡ଼ ଧରଣର ଆତଙ୍କବାଦୀ ଆକ୍ରମଣ ଷଡ଼ଯନ୍ତ୍ର ପଣ୍ଡ, ପୁଲଓ୍ବାମାରେ ୩୦ କିଲୋଗ୍ରାମ୍‌ ଆଇଇଡ଼ି ଜବତ…

ଶ୍ରୀନଗର,୧୦।୮ : ଅଗଷ୍ଟ ୧୫ ପୂର୍ବରୁ ବୁଧବାର ଜମ୍ମୁ-କଶ୍ମୀରର ପୁଲୱାମାରେ ଏକ ବଡ଼ ଧରଣର ଆତଙ୍କବାଦୀ ଆକ୍ରମଣ ଷଡ଼ଯନ୍ତ୍ରକୁ ପୋଲିସ ଏବଂ ସୁରକ୍ଷା ବାହିନୀ ପଣ୍ଡ କରିଛନ୍ତି।…

ଭିତରକନିକାରେ ୟୁଏନ୍‌ଡିପି, ଏକ୍ରିକ୍‌ ପ୍ରତିନିଧି ଦଳ

ରାଜନଗର, ୧୦।୮(ଡି.ଏନ.ଏ.):  ଓଡ଼ିଶାରେ ୨୫୮.୫୯ ବର୍ଗ କିମି ଲୁଣା ଜଙ୍ଗଲ ଥିବା ବେଳେ କେବଳ ଭିତରକନିକାରେ ୮୧ ପ୍ରତିଶତ ରହିଛି। ବ୍ରାହ୍ମଣୀ, ବୈତରଣୀ ଅବବାହିକାରେ ବିସ୍ତୁତ ହୋଇଥିବା…