ଯୁବକଙ୍କୁ ନିର୍ମମ ହତ୍ୟା, ଜଣେ ଗୁରୁତର

ସିମୁଳିଆ,୧୮ା୬(ଡି.ଏନ୍‌.ଏ.): ବାଲେଶ୍ୱର ଜିଲା ସିମୁଳିଆ ତହସିଲ ରାସ୍ତାରେ ଶନିବାର ଭୋର୍‌ ସମୟରେ ପ୍ରଦୀପ କୁମାର ନାୟକ ଓରଫ ବଳିଆ(୩୫) ନାମକ ଜଣେ ଯୁବକଙ୍କୁ ନିର୍ମମ ଭାବେ ହତ୍ୟା…

ବାଂଲାଦେଶରେ ପ୍ରବଳ ବନ୍ୟା, ୨୫ ମୃତ

ଢାକା,୧୮ା୬: ବାଂଲାଦେଶରେ ପ୍ରବଳ ବନ୍ୟା ଯୋଗୁ ୨୫ ଲୋକଙ୍କ ମୃତ୍ୟୁ ଘଟିଛି। ଏହି ଦେଶର ବିଭିନ୍ନ ସହରରେ ୪୦ ଲକ୍ଷରୁ ଅଧିକ ଲୋକ ବନ୍ୟାପାଣିରେ ଫସି ରହିଛନ୍ତି।…

ଆୱାର୍ଡ ଶୋ’ରେ ଷ୍ଟେଜ୍‌ ତଳେ ବସି ଏମିତି କରୁଥିଲେ ସିଦ୍ଧାର୍ଥ- କିଆରା

ବଲିଉଡ ଅଭିନେତା ସିଦ୍ଧାର୍ଥ ମଲହୋତ୍ରା ଏବଂ କିଆରା ଆଡଭାନୀ ବର୍ତ୍ତମାନ ବି-ଚର୍ଚ୍ଚିତ ଯୋଡ଼ି। ଦୀର୍ଘ ଦିନ ଧରି ସେମାନଙ୍କ ସମ୍ପର୍କକୁ ନେଇ ଆଲୋଚନା ଚାଲିଛି। ଏକ ଆୱାର୍ଡ…

ଆଜି ରାଜ୍ୟରୁ ସୁସ୍ଥ ହେଲେ ଆଉ ୧୪ କରୋନା ଆକ୍ରାନ୍ତ

ଭୁବନେଶ୍ୱର,୧୮ା୬(ବ୍ୟୁରୋ): ରାଜ୍ୟରୁ ଶନିବାର ଆଉ ୧୪ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏହାକୁ ମିଶାଇ ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ମୋଟ୍‌ ୧୨,୭୯,୪୩୩ ଆକ୍ରାନ୍ତ ସୁସ୍ଥ ହୋଇସାରିଲେଣି। ଏନେଇ…

ବ୍ରହ୍ମପୁରରେ ଅଗ୍ନିପଥକୁ ବିରୋଧ

ବ୍ରହ୍ମପୁର ଅଫିସ,୧୮।୬: କେନ୍ଦ୍ର ପ୍ରତିରକ୍ଷା ବିଭାଗ ପକ୍ଷରୁ ଘୋଷଣା କରାଯାଇଥିବା ଅଗ୍ନିପଥ ଯୋଜନାକୁ ଦେଶର ବିଭିନ୍ନ ପ୍ରାନ୍ତରେ ବିରୋଧ ଏବଂ ପ୍ରତିବାଦ ଜାରି ରହିଛି। ଏହି ମର୍ମରେ…

ପୋଲ ତଳୁ କ୍ଷତାକ୍ତ ଯୁବକ ଉଦ୍ଧାର

ହିଞ୍ଜିଳିକାଟୁ,୧୮ା୬(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ହିଞ୍ଜିଳି ଥାନା ଦୟାପଲ୍ଲୀ- ମହୁଲପଲ୍ଲୀ ମଧ୍ୟବର୍ତ୍ତୀ ରାସ୍ତା ଖାରିଆନାଳ ପୋଲ ତଳୁ ଜଣେ କ୍ଷତାକ୍ତ ଯୁବକଙ୍କୁ ଶନିବାର ସକାଳେ ହିଞ୍ଜିଳି ପୋଲିସ ଉଦ୍ଧାର…

ବାଲି ଚାଲାଣ ବେଳେ ୨ ଟ୍ରାକ୍ଟର ଜବତ

ବାଉଁଶୁଣୀ,୧୮।୬ (ଡି.ଏନ୍‌.ଏ.): ବୌଦ୍ଧ ତହସିଲ ପ୍ରଶାସନ ପକ୍ଷରୁ ବାଲି ଚାଲାଣ କରୁଥିବା ୨ ଟି ଟ୍ରାକ୍ଟରକୁ ଜବତ କରାଯାଇଛି। ବୌଦ୍ଧ ଅତିରିକ୍ତ ଜିଲାପାଳ ବବିତା ରାଣୀ ଦଳବେହେରାଙ୍କ…

କରୋନା ଲକ୍ଷଣ ଥିଲେ ରଥଯାତ୍ରା ମନା

ଭୁବନେଶ୍ୱର,୧୮ା୬(ବ୍ୟୁରୋ): ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ପାଇଁ ଶନିବାର ସ୍ବତନ୍ତ୍ର ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକ ପରେ ଉନ୍ନୟନ କମିଶନର ପ୍ରଦୀପ ଜେନା କରୋନା ଲକ୍ଷଣ ଥିଲେ…

ଗାଧୋଇବାକୁ ଯାଇ ପୋଖରୀରେ ବୁଡ଼ିଗଲେ ଯୁବକ

ହିଞ୍ଜିଳିକାଟୁ,୧୮ା୬(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ହିଞ୍ଜିଳି ଥାନା ଶାସନ ଆମ୍ବଗାଁ ପୋଖରୀରେ ବୁଡ଼ି ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି । ମୃତକ ଜଣଙ୍କ ହେଲେ ସଂପୃକ୍ତ ଗ୍ରାମ ଖତାଡ଼ି…

‘ସମସ୍ତ ବିଭାଗ ସଜାଗ ରୁହନ୍ତୁ’

ଭୁବନେଶ୍ୱର,୧୮ା୬(ବ୍ୟୁରୋ): ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା କିପରି ଶୃଙ୍ଖଳିତ ଭାବରେ କରାଯିବ ସେନେଇ ଯୁଦ୍ଧକାଳୀନ ଭିତ୍ତିରେ ପ୍ରଶାସନ ଜୋରଦାର ପ୍ରୟାସ ଚଳାଇଛି। ଏଥିପାଇଁ ସମସ୍ତଙ୍କ ସହଯୋଗ ଲୋଡ଼ିଛନ୍ତି ମୁଖ୍ୟମନ୍ତ୍ରୀ…