ଚାଇନାରେ ପ୍ରବଳ ବର୍ଷା ସାଙ୍ଗକୁ ଭୂସ୍ଖଳନ: ୧୬ ମୃତ

ବେଜିଂ,୧୮।୮: ପଞ୍ଚିମ ଚାଇନାରେ ପ୍ରବଳ ବର୍ଷା ସାଙ୍ଗକୁ ବଡ଼ ଧରଣର ଭୂସ୍ଖଳନ ଘଟିଛି। ଭୂସ୍ଖଳନ ଯୋଗୁ ଏକ ନଦୀର ଗତିପଥ ବଦଳିଯିବାରୁ ପାଣି ମାଡ଼ି ୧୬ ଜଣଙ୍କ…

କାର୍ଯ୍ୟରେ ଅବହେଳା: ଫାଣ୍ଡି ଅଧିକାରୀ ସମେତ ୪ କନଷ୍ଟେବଳ ନିଲମ୍ବିତ

ମାଲକାନଗିରି/କୁଡୁମୁଲୁଗୁମ୍ମା,୧୮ା୮(ଡି.ଏନ.ଏ.): କାର୍ଯ୍ୟରେ ଅବହେଳା ଯୋଗୁ ମାଲକାନଗିରି ଜିଲା ଓର୍କେଲ ଥାନା ଅଧୀନରେ ଥିବା କୁଡୁମୁଲୁଗୁମ୍ମା ଫାଣ୍ଡିର ଫାଣ୍ଡି ଅଧିକାରୀ କମଳ ଲୋଚନ ନାୟକ ଓ ୪ ଜଣ…

ପାହାଡ଼ରୁ ଖସିଲା ପଥର, ଯାତାୟାତ ବାଧାପ୍ରାପ୍ତ

କୋରୁକୋଣ୍ଡା,୧୮।୮(ଡି.ଏନ୍‌.ଏ.): ରାଜ୍ୟରେ ଲଘୁଚାପ ଜନିତ ବର୍ଷା ଯୋଗୁ କୋରୁକୋଣ୍ଡା ବ୍ଲକ ତର୍ଲାକୋଟ ପାହାଡ଼ରୁ ପଥର ଖସି ରାସ୍ତାରେ ପଡିଥିବା ଦେଖିବାକୁ ମିଳିଛି। ସୂଚନାନୁସାରେ, ତର୍ଲାକୋଟା ପାହାଡ଼ରୁ ଗୁରୁବାର…

ଲତା ମଙ୍ଗେସ୍‌କର ଚୌକ ନିର୍ମାଣକୁ ସନ୍ଥଙ୍କ ବିରୋଧ: ମୋଦି, ଯୋଗୀଙ୍କୁ ଲେଖିବେ ଚିଠି

ଅଯୋଧ୍ୟା,୧୮।୮: ଗାୟିକା ଲତା ମଙ୍ଗେସ୍‌କରଙ୍କ ସ୍ମୃତି ଉଦ୍ଦେଶ୍ୟରେ ଅଯୋଧ୍ୟାରେ ତାଙ୍କ ନାମରେ ଏକ ଚୌକ ନିର୍ମାଣ ହେଉଥିବା ବେଳେ ସ୍ଥାନୀୟ ସାଧୁସନ୍ଥ ଏହାର ବିରୋଧ କରିଛନ୍ତି। ମହନ୍ତ…

ଦୁର୍ଘଟଣାରେ ଚାଲିଗଲା ଜଣଙ୍କ ଜୀବନ

କେନ୍ଦୁଝର,୧୮।୮(ସ୍ବ.ପ୍ର.): କେନ୍ଦୁଝର ଜିଲା ଝୁମ୍ପୁରା ବ୍ଲକ ଅନ୍ତର୍ଗତ ବାରିଆ ଥାନା ଅଧୀନ ପାହାଡ଼ପୁର ଗ୍ରାମର ସ୍ବର୍ଗତ ଭୀମସେନ ନାୟକଙ୍କ ପୁଅ ବନମାଳୀ ନାୟକ(୪୦) ବୁଧବାର ନିଜ ବାଇକ…

ବଳାତ୍କାର ଉଦ୍ୟମ କରି ବନ୍ଧା ହେଲେ ଯୁବକ

କୋକସରା,୧୮।୮(ଡି.ଏନ୍‌.ଏ.): ଜଣେ ମହିଳାଙ୍କୁ ବଳାତ୍କାର ଉଦ୍ୟମ ଅଭିଯୋଗରେ କଳାହାଣ୍ଡି ଜିଲା କୋକସରା ପୋଲିସ ଜୟନ୍ତପୁର ପଞ୍ଚାୟତ ଅଞ୍ଚଳର ଜଣେ ଯୁବକଙ୍କୁ ଗୁରୁବାର ଗିରଫ କରି କୋର୍ଟ ଚାଲାଣ…

ବିଜେଡି ସଭାପତିଙ୍କ ନାଁରେ ମେସେଜ କରି ମାଗୁଥିଲେ ଟଙ୍କା, ଦେଲେ ଏତଲା

ଫୁଲବାଣୀ ଅଫିସ, ୧୮।୮: କନ୍ଧମାଳ ଜିଲା ବିଜେଡି ସଭାପତି ସରୋଜ କର୍ଣ୍ଣଙ୍କ ନାମରେ ହ୍ବାଟସ ଆପ୍‌ରେ ମେସେଜ କରି କେହି ଜଣେ ବ୍ୟକ୍ତି ଟଙ୍କା ମାଗୁଛନ୍ତି। ଏ…

୧୦ ଉଇକେଟରେ ଜିତିଲା ଟିମ୍‌ ଇଣ୍ଡିଆ

ହରାରେ,୧୮।୮: ଭାରତର ବିଜୟ ସହ ଆରମ୍ଭ ହୋଇଛି ଜିମ୍ବାଓ୍ବେ ଗସ୍ତ। ହରାରେ ସ୍ପୋର୍ଟସ କ୍ଲବରେ ଖେଳାଯାଇଥିବା ପ୍ରଥମ ଦିନିକିଆ ମ୍ୟାଚକୁ ଭାରତ ୧୦ ଉଇକେଟରେ ଜିତି ନେଇଛି।…

ଦୋକାନୀଙ୍କୁ ମାରଣାସ୍ତ୍ର ଦେଖାଇ ଲୁଟିନେଲେ

ବଡ଼ଗାଁ,୧୮ା୮(ଡି.ଏନ୍‌.ଏ.): ସୁନ୍ଦରଗଡ଼ ଜିଲା ବଡ଼ଗାଁ ଥାନା ଗଙ୍ଗାଜଳ ନିକଟ ସ୍କାନଷ୍ଟିଲ କାରଖାନା ସମ୍ମୁଖ ୧୦ନଂ. ରାଜ୍ୟ ରାଜପଥ ପାର୍ଶରେ ଥିବା ଏକ ଟାୟାର ମରାମତି ଦୋକାନୀଙ୍କୁ ବନ୍ଧୁକ…

ରାଜ୍ୟରୁ ୫୦୨ କରୋନା ଆକ୍ରାନ୍ତ ସୁସ୍ଥ

ଭୁବନେଶ୍ୱର,୧୮।୮(ବ୍ୟୁରୋ): ରାଜ୍ୟରେ ଗତ ୨୪ଘଣ୍ଟାରେ ୫୦୨ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏହାକୁ ମିଶାଇ ଏଯାବତ୍‌ ୧୩,୧୨,୪୪୯ ଜଣ ସୁସ୍ଥ ହୋଇସାରିଲେଣି। ଏନେଇ ଗୁରୁବାର ସ୍ବାସ୍ଥ୍ୟ…