ନୀତୀଶଙ୍କୁ ନେଇ କୈଳାଶ ବିଜୟଭର୍ଗିୟଙ୍କ ବିବାଦୀୟ ବୟାନ

ନୂଆଦିଲ୍ଲୀ,୧୯ ।୮: ଭାରତୀୟ ଜନତା ପାର୍ଟି(ଭାଜପା)ର ବରିଷ୍ଠ ନେତା ତଥା ରାଷ୍ଟୀୟ ମହାସଚିବ କୈଳାଶ ବିଜୟଭର୍ଗିୟ ଏକ ବିବାଦୀୟ ବୟାନ ଦେଇଛନ୍ତି । ଗୁରୁବାର ଇନେ୍ଦାରରେ ବିଜୟଭର୍ଗିୟ…

ଝିଅକୁ ସାଙ୍ଗରେ ଆଣିବାକୁ ଯାଇ ମା’ ହଟହଟା

ନୀଳଗିରି, ୧୯।୮(ସ୍ବ.ପ୍ର):ସ୍ବାମୀଙ୍କ ପାଖରେ ରହୁଥିବା ବଡ଼ଝିଅକୁ ସାଙ୍ଗରେ ଆଣିବାକୁ ଉଦ୍ୟମ କରି ଜଣେ ମହିଳା, ତାଙ୍କ ବାପା, ଭଉଣୀ ଓ ଭାଇଙ୍କୁ ହଟହଟା ହେବାକୁ ପଡ଼ିଛି। ଝିଅକୁ…

ରୋଗଣା ମା’ଙ୍କୁ ନଦୀକୂଳରେ ଛାଡ଼ିଲେ ପୁଅ

ସୋନପୁର,୧୯।୮(ନି.ପ୍ର.):ସମାଜରୁ କୁସଂସ୍କାର ଏବେ ବି ଦୂର ହୋଇନି। ରୋଗ ଭଲ ନ ହେଲେ ଗ୍ରାମାଞ୍ଚଳରେ ଜାତିଭାଇଙ୍କ ସାମାଜିକ ବାସନ୍ଦର ଭୟ ରହୁଛି। ଏଭଳି ବାସନ୍ଦ ଭୟରେ ଜଣେ…

ବିଜେଡି ପର୍ଯ୍ୟବେକ୍ଷକ ତାଲିକାରେ ପରିବର୍ତ୍ତନ

ଭୁବନେଶ୍ୱର, ୧୯ା୮(ବ୍ୟୁରୋ):ଦୀର୍ଘଦିନ ଧରି ବିଜେଡି ସାଙ୍ଗଠନିକ ସ୍ତରରେ ଅଦଳବଦଳ ହେବ ବୋଲି ଚର୍ଚ୍ଚା ଜୋର୍‌ ଧରିଥିଲା। ତେବେ ଏହି ଆଲୋଚନାର ଏକ ଝଲକ ଗୁରୁବାର ଦେଖିବାକୁ ମିଳିଛି।…

ପୁଣି ବଢ଼ିଲା ସମ୍ପତ୍ତି ତାଲିକା ଦାଖଲ ଅବଧି

ଭୁବନେଶ୍ବର, ୧୯ା୮(ବ୍ୟୁରୋ):ବାରମ୍ବାର ନିର୍ଦ୍ଦେଶ ସତ୍ତ୍ୱେ ସରକାରୀ ଅଧିକାରୀମାନେ ସେମାନଙ୍କ ସମ୍ପତ୍ତି ତାଲିକା ଦାଖଲ କରିବାରେ ଆଗ୍ରହ ଦେଖାଉନାହାନ୍ତି। ନିୟମତଃ ଗ୍ରୁପ୍‌ ‘ଏ’ ଠାରୁ ଆରମ୍ଭ କରି ଗ୍ରୁପ…

୧୩ ଜିଲାର ଅଢ଼େଇ ଲକ୍ଷ ଲୋକ ଜଳବନ୍ଦୀ

ଭୁବନେଶ୍ୱର,୧୯ା୮(ବ୍ୟୁରୋ):ବନ୍ୟା ଯୋଗୁ ୧୩ ଜିଲାର ୭୧ ବ୍ଲକ କ୍ଷତିଗ୍ରସ୍ତ ହୋଇଥିବା ବେଳେ ଏଥିରେ ୨୦୬୬ ଗ୍ରାମ ପ୍ରଭାବିତ ହୋଇଛି। ୪୭୦ ଗ୍ରାମ ଜଳଘେରରେ ରହିଥିବାବେଳେ ୨ ଲକ୍ଷ…

କଟକରେ ଡେଙ୍ଗୁ ମୃତ୍ୟୁ ଅଭିଯୋଗ

କଟକ ଅଫିସ,୧୯/୮: କଟକ ମହାନଗର ନିଗମ ଅନ୍ତର୍ଗତ ଓ୍ବାର୍ଡ ନଂ. ୨୬ ଭଗତପୁର ଅଞ୍ଚଳର ଡେଙ୍ଗୁରେ ଆକ୍ରାନ୍ତ ଜଣେ ଯୁବକଙ୍କ ବୁଧବାର ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି।…

ଦୀର୍ଘ ଦିନ ପରେ ପରଦାକୁ ଫେରିବେ ଗୀତା ବାସ୍ରା

ମୁମାଇ: ଦୀର୍ଘ ଦିନର ବ୍ୟବଧାନ ପରେ ପରଦାକୁ ଫେରୁଛନ୍ତି ଅଭିନେତ୍ରୀ ଗୀତା ବାସ୍ରା। ସେ ଫିଲ୍ମ ‘ନୋଟରୀ’ରେ ନଜର ଆସିବେ ବୋଲି ଏବେ ଚର୍ଚ୍ଚା ହେଉଛି। ଫିଲ୍ମରେ…

୧୩ ରାଜ୍ୟରେ ଦେଖାଦେଇପାରେ ଘୋର ବିଜୁଳି ସଙ୍କଟ

ନୂଆଦିଲ୍ଳୀ,୧୯ ।୮: ବହୁ ପରିମାଣରେ ଦେୟ ନ ଦେବା ୧୩ଟି ରାଜ୍ୟରେ ବିଜୁଳି ସଙ୍କଟ ଦେଖାଯାଇପାରେ ବୋଲି ଅନୁମାନ କରାଯାଇଛି । ରାଷ୍ଟ୍ରାୟତ୍ତ ପାୱର ସିଷ୍ଟମ ଅପରେଶନ…

ଓଡ଼ିଶା: ଆଜିର ଫଟୋ (ଅଗଷ୍ଟ ୧୮, ୨୦୨୨)

ରେଡକ୍ରସର ସଦସ୍ୟମାନେ ଓଡିଶାରେ ବନ୍ୟା ପ୍ରଭାବିତ ଲୋକଙ୍କ ପାଇଁ ରିଲିଫ ସାମଗ୍ରୀ ପ୍ୟାକ୍ କରୁଛନ୍ତି   ପବିତ୍ର ଜନ୍ମାଷ୍ଟମୀ ଅବସରରେ କଟକ ର ତୁଳସିପୁର ଅଞ୍ଚଳର ସରସ୍ୱତୀ…