ଡାକ୍ତରଙ୍କୁ ଚାପୁଡା ମାରିଲେ ମୁଖ୍ୟମନ୍ତ୍ରୀଙ୍କ ଝିଅ

ଆଇଜଲ,୨୧।୮: ମିଜୋରାମ ମୁଖ୍ୟମନ୍ତ୍ରୀ ଜୋରାମଥାଙ୍ଗାଙ୍କ ଝିଅ ଡାକ୍ତରଙ୍କୁ ଚାପୁଡ଼ା ମାରୁଥିବାର ଏକ ଭିଡିଓ ଭାଇରାଲ ହୋଇଛି। ଘଟଣାର ଗୋଟିଏ ଦିନ ପରେ ମୁଖ୍ୟମନ୍ତ୍ରୀ ସର୍ବସାଧାରଣରେ କ୍ଷମା ମାଗିଛନ୍ତି।…

‘୨୦୨୪ ନିର୍ବାଚନରେ ନୀତୀଶ କୁମାର ହେବେ ମଜଭୁତ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ’

ପାଟନା,୨୧।୮:ବିହାର ଉପମୁଖ୍ୟମନ୍ତ୍ରୀ ତଥା ରାଷ୍ଟ୍ରୀୟ ଜନତା ଦଳ (ଆରଜେଡି) ନେତା ତେଜସ୍ବୀ ଯାଦବ ଜେଡିୟୁ ସୁପ୍ରିମୋ ନୀତୀଶ କୁମାର ପ୍ରଧାନମନ୍ତ୍ରୀ ହେବା ନେଇ ନିଜ ମତ ରଖିଛନ୍ତି।…

ଚାଇନା ଚୁକ୍ତିନାମା ଉଲ୍ଲଂଘନ କରିଛି: ଜୟଶଙ୍କର

ବ୍ରାସିଲିଆ,୨୧।୮: ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ. ଜୟଶଙ୍କର ରବିବାର ବ୍ରାଜିଲରେ ଚାଇନାକୁ ନେଇ ଏକ ଏକ ବଡ଼ ମନ୍ତବ୍ୟ ଦେଇଛନ୍ତି। ସେ କହିଛନ୍ତି, ଭାରତ-ଚାଇନା ମଧ୍ୟରେ…

ଭାରତ ବିଶ୍ୱର ଆଦର୍ଶ ସମାଜ ହେଉ, ଏଥିପାଇଁ କାମ କରୁଛି ଆରଏସ୍‌ଏସ୍‌: ମୋହନ ଭାଗବତ

ନୂଆଦିଲ୍ଲୀ,୨୧।୮: ଭାରତ ବିଶ୍ୱ ପାଇଁ ଏକ ଆଦର୍ଶ ସମାଜ ହେଉ। ଏ ଦିଗରେ ରାଷ୍ଟ୍ରୀୟ ସ୍ବୟଂ ସେବକ ସଂଘ (ଆରଏସଏସ) କାର୍ଯ୍ୟ କରୁଛି ବୋଲି ଏହାର ମୁଖ୍ୟ…

ବନ୍ୟାପାଣିରେ ଭାସି ଯାଇଥିଲା କାର: ମିଳିଲା ଶଳା, ଭିଣୋଇଙ୍କ ମୃତଦେହ

ସମ୍ବଲପୁର/କୁଚିଣ୍ଡା,୨୧ା୮(ବ୍ୟୁରୋ/ଡି.ଏନ୍‌.ଏ.):ସମ୍ବଲପୁର ଜିଲା କୁଚିଣ୍ଡା ଥାନା ଫାସିମାଲ- ଲଇଡ଼ା ରାସ୍ତାର ନକଟିପାଲି ଗାଁ ନିକଟସ୍ଥ ବାରଟେଙ୍ଗରା ନାଳ ବନ୍ୟାପାଣିରେ ଭାସି ଯାଇଥିବା କାର ଭିତରୁ ରବିବାର ଶଳା, ଭିଣୋଇଙ୍କ…

ପୋଖରୀରୁ ମିଳିଲା ଯୁବତୀଙ୍କ ମୃତଦେହ, ପାଣିରେ ବୁଡ଼ିଯାଇଥିବା ସନ୍ଦେହ

କୋକସରା,୨୧।୮(ଡି.ଏନ୍‌.ଏ): କଳାହାଣ୍ଡି ଜିଲା କୋକସରା ବ୍ଲକ ମୂଷାପାଲି ପଞ୍ଚାୟତ ମୂଷାପାଲି ଗ୍ରାମ ପୋଖରୀରୁ ରବିବାର ଜଣେ ଯୁବତୀଙ୍କ ମୃତଦେହ ପୋଲିସ ଜବତ କରିଛି। ପାଣିରେ ବୁଡ଼ି ତାଙ୍କର…

ରାସ୍ତା ନିର୍ମାଣ ଦାବିରେ ଧାନତଳି ରୋଇ ପ୍ରତିବାଦ

କୋକସରା,୨୧।୮(ଡି.ଏନ୍‌.ଏ.): ଗାଁକୁ ସଂଯୋଗ କରୁଥିବା ରାସ୍ତାରେ ଆଣ୍ଠୁଏ କାଦୁଅ। ରାସ୍ତା ନିର୍ମାଣ ନେଇ ୫ ବର୍ଷ ହେଲା ପ୍ରତିଶ୍ରୁତି ମିଳୁଛି। ହେଲେ ତାହା ପୂରଣ ହେଉନାହିଁ। ଫଳରେ…

ନୀତୀଶ କୁମାରଙ୍କ ଗାଡ଼ି ଉପରକୁ ପଥର ମାଡ଼

ପାଟନା,୨୧।୮: ବିହାରର ରାଜଧାନୀ ପାଟନାରେ ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ଗାଡ଼ି ଉପରକୁ ପଥର ମାଡ଼ କରାଯାଇଛି। ଏହି ପଥର ମାଡ଼ରେ ଗାଡିର ଗ୍ଲାସ ଭାଙ୍ଗିଯାଇଛି। ଅବଶ୍ୟ ପଥର…

ବିଚାର ବିଭାଗୀୟ ହାଜତକୁ ଗଲେ ଗାଳି ଦେଉଥିବା ମହିଳା

ନୋଏଡା,୨୧ ।୮: ଉତ୍ତର ପ୍ରଦେଶର ନୋଏଡାରେ ଗାର୍ଡଙ୍କୁ ଗାଳି ଦେଉଥିବା ମହିଳା ଭବ୍ୟା ରାୟଙ୍କୁ କୋର୍ଟ ୧୪ ଦିନିଆ ଜୁଡିସିଆଲ କଷ୍ଟୋଡିକୁ ପଠାଇ ଦେଇଛନ୍ତି । ଭବ୍ୟା…

ଦୁଇ ସପ୍ତାହ ସମୟ ମାଗିଲେ ରଣବୀର

ମୁମ୍ବାଇ,୨୧ ।୮: ବଲିଉଡ୍‌ର ଟପ୍ ଆକ୍ଟର ରଣବୀର ସିଂ ନିକଟରେ ଏକ ମାଗାଜିନ ସହ ନ୍ୟୁଡ ଫଟୋ ଶୁଟ କରି ଆସିଥିଲେ ବିବାଦକୁ । ସୋସିଆଲ ମିଡିଆରେ…