ମାସେ ହେଲା ଅଫଗାନିସ୍ତାନରେ ପ୍ରବଳ ବର୍ଷା:ଗଲାଣି ୧୮୨ ଜୀବନ

କାବୁଲ,୨୫।୮: ଆଫଗାନିସ୍ତାନରେ ମାସେ ହେଲା ଲାଗିରହିଥିବା ପ୍ରବଳ ବର୍ଷା ଓ ବନ୍ୟାରେ ୧୮୨ ଜଣଙ୍କ ଜୀବନ ଗଲାଣି। ବନ୍ୟାରେ ୨୫୦ରୁ ଅଧିକ ଲୋକ ଆହତ ହୋଇଥିବା ବେଳେ…

ବଡ଼ପଣ ଦେଖାଇଲେ ଭାରତୀୟ ଯବାନ: ଆତଙ୍କବାଦୀଙ୍କୁ କଲେ ରକ୍ତଦାନ

ନୂଆଦିଲ୍ଲୀ,୨୫ା୮: ପାକିସ୍ତାନ ଗୋଇନ୍ଦା ସଂସ୍ଥାର ଜଣେ ଅଧିକାରୀ ଇଣ୍ଡିଆନ୍‌ ଆର୍ମି ପୋଷ୍ଟରେ ଆକ୍ରମଣ କରିବା ନିମନ୍ତେ ପଠାଇଥିବା ଆତଙ୍କବାଦୀଙ୍କୁ ରକ୍ତଦାନ କରିଛନ୍ତି ଭାରତୀୟ ସୈନିକ। ଗତ ୨୧…

ପୃଥିବୀଠାରୁ ବଡ଼ ୨ ସୂର୍ଯ୍ୟ ଥିବା ଗ୍ରହ ଠାବ

ନୂଆଦିଲ୍ଲୀ, ୨୫ା୮: ପୃଥିବୀ ଭଳି ଜୀବଜଗତ ଉପଯୋଗୀ ଗ୍ରହ ସନ୍ଧାନରେ ବୈଜ୍ଞାନିକଙ୍କ ଉଦ୍ୟମ ଜାରିଥିବା ବେଳେ ଗବେଷକମାନେ ଏକ ସୁପରଆର୍ଥ ଠାବ କରିଛନ୍ତି। ଏହି ଗ୍ରହର ନାମ…

ଡିଭାଇଡରରେ ପିଟି ହୋଇ ଚାଲିଗଲା ୨ ବାଇକ୍‌ ଆରୋହୀଙ୍କ ଜୀବନ

ଛତ୍ରପୁର,୨୫ା୮(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଛତ୍ରପୁର ଡିଆରଡିଏ ଛକ ନିକଟ ଜାତୀୟ ରାଜପଥରେ ଗୁରୁବାର ଏକ ଦୁର୍ଘଟଣା ଘଟିଛି। ଡିଭାଇଡରରେ ବାଇକ୍‌ ପିଟି ହେବାରୁ ୨ ଆରୋହୀଙ୍କ ମୃତ୍ୟୁ…

କୋଭିଡ୍‌, ମଙ୍କିପକ୍ସ, ଏଚ୍‌ଆଇଭିରେ ସଂକ୍ରମିତ ହେଲେ ଯୁବକ

ରୋମ, ୨୫ା୮: ଇଟାଲୀର ଜଣେ ୩୬ ବର୍ଷୀୟ ଯୁବକ ଏକାସଙ୍ଗେ କୋଭିଡ୍‌-୧୯, ମଙ୍କିପକ୍ସ ଏବଂ ଏଚ୍‌ଆଇଭିରେ ସଂକ୍ରମିତ ହୋଇଛନ୍ତି। ଯୁବକ ଜଣକ ଜୁନ୍‌ରେ ସ୍ପେନ୍‌ ଯାଇଥିଲେ। ସେଠାରୁ…

କୋର୍ଟରେ ପଡ଼ିିଛି ସିବିଆଇର ୬,୭୦୦ ଦୁର୍ନୀତି ମାମଲା

ନୂଆଦିଲ୍ଲୀ, ୨୫ା୮: କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ(ସିବିଆଇ) ତଦନ୍ତ କରୁଥିବା ପ୍ରାୟ ୬,୭୦୦ ଦୁର୍ନୀତି ମାମଲା ବିଭିନ୍ନ ଅଦାଲତରେ ବିଚାରାଧୀନ ରହିଛି। ସେଥିମଧ୍ୟରୁ ୨୭୫ଟି ୨୦ ବର୍ଷ ହେଲା…

ପ୍ରଖର ସ୍ରୋତରୁ ୨ ପୁଅଙ୍କୁ ବଞ୍ଚାଇଲେ ବାପା: ସାନପୁଅ ଏବେବି ନିଖୋଜ

ରାୟଗଡ଼ା ଅଫିସ,୨୫ା୮: ରାୟଗଡ଼ା ଜିଲା ଚେକାଗୁଡ଼ାଠାରେ ରହିଥିବା ଓଡ଼ିଶାର ଦ୍ୱିତୀୟ ଝୁଲାପୋଲ ନିକଟ ନାଗାବଳୀ ନଦୀରେ ଗୁରୁବାର ଏକ ବଡ଼ ଦୁର୍ଘଟଣା ଘଟିଛି। ଆନ୍ଧ୍ରପ୍ରଦେଶରୁ ଆସିଥିବା ଏକ…

ପରଲୋକରେ ‘ସନମ ବଓ୍ବେଫା’ର ନିର୍ଦ୍ଦେଶକ

ମୁମ୍ବାଇ,୨୫।୮: ବେଶ୍‌ ଜଣାଶୁଣା ତଥା ଲୋକପ୍ରିୟ ଫିଲ୍ମ ନିର୍ମାତା, ନିର୍ଦ୍ଦେଶକ, ଗୀତିକାର ତଥା ଲେଖକ ସାୱନ କୁମାର ଟାକଙ୍କର ପରଲୋକ ଘଟିଛି। ଗୁରୁବାର ଅପରାହ୍ନ ପ୍ରାୟ ୪ଟା…

ଛାତ୍ରୀଙ୍କୁ ଅସଦାଚରଣ କରି ବନ୍ଧା ହେଲେ ଯୁବକ

ବ୍ରହ୍ମପୁର ଅଫିସ,୨୫ା୮: ଜନୈକା ସ୍କୁଲ ଛାତ୍ରୀଙ୍କୁ ଅସଦାଚରଣ କରିଥିବା ଅଭିଯୋଗରେ ଟାଉନ ଥାନା ପୋଲିସ ଜଣେ ଯୁବକଙ୍କୁ ଗିରଫ କରିଛି। ଅଭିଯୁକ୍ତ ଜଣକ ହେଉଛନ୍ତି ଗାନ୍ଧୀନଗରର ସିଏଚ୍‌.…

ଯୁବତୀଙ୍କୁ ଅସଦାଚରଣ ମାମଲାରେ ଅଭିଯୁକ୍ତଙ୍କୁ ୮ମାସ ଜେଲ୍‌

ନୟାଗଡ଼ ଅଫିସ/ଦଶପଲ୍ଲା,୨୫।୮(ଡି.ଏନ୍‌.ଏ.):ନୟାଗଡ଼ ଜିଲା ଦଶପଲ୍ଲାର ଜେଏମ୍‌ଏଫ୍‌ସି କୋର୍ଟରେ ଯୁବତୀଙ୍କୁ ଅସଦାଚରଣ ମାମଲାର ରାୟ ପ୍ରକାଶ ପାଇଛି । ଜେଏମ୍‌ଏଫ୍‌ସି କୋର୍ଟର ବିଚାରପତି ସୌମ୍ୟ ରଞ୍ଜନ ପୃଷ୍ଟି ଏହାର…