ବରୀ,୨୭।୯(ଡି.ଏନ୍.ଏ.): ଚୋରି କରିବାକୁ ଯାଇ ଧରାପଡ଼ିବା ଭୟରେ ଘର ମାଲିକଙ୍କୁ ମାରିଦେଇଛନ୍ତି। ଏଭଳି ଏକ ଅଭାବନୀୟ ଘଟଣା ଟିଟିଛି ଯାଜପୁର ଜିଲା ବରୀ ବ୍ଲକ ଚଟୁମାରି ଗ୍ରାମରେ।…
ନୂଆଦିଲ୍ଲୀ,୨୭।୯ : ଦେଶର ଇତିହାସରେ ପ୍ରଥମ ଥର ପାଇଁ ସୁପ୍ରିମକୋର୍ଟ ମଙ୍ଗଳବାର ସମ୍ବିଧାନ ପୀଠର ସମସ୍ତ ପ୍ରକ୍ରିୟାର ସିଧା ପ୍ରସାରଣ ଆରମ୍ଭ କରିଛନ୍ତି। ପ୍ରଥମେ ଏହା ଉଦ୍ଧବ…
ନୂଆଦିଲ୍ଲୀ, ୨୭।୯: ଦେଶରେ କରୋନା ମହାମାରୀ ସଂକ୍ରମଣ ଥମିବାରେ ଲାଗିଛି। ତେବେ ଦୈନିକ ସଂକ୍ରମଣ ଏବଂ ମୃତ୍ୟୁ ସଂଖ୍ୟା ଦିନେ କମିଲେ ପୁଣି ବଢୁଛି। ଇତି ମଧ୍ୟରେ…
ଭୁବନେଶ୍ବର,୨୭।୯(ବ୍ୟୁରୋ): ଅକ୍ଟୋବର ୧ ତାରିଖ ବେଳକୁ ଉତ୍ତର-ପୂର୍ବ ତତସଂଲଗ୍ନ ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳକୁ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି। ଏନେଇ ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ…
ଭବାନୀପାଟଣା,୨୭।୯(ସ୍ବ.ପ୍ର.): ଆସିଛି ପାର୍ବଣ। ଧରା ପୃଷ୍ଟରେ ଅବତରଣ କରିବେ ମା’ ଜଗତ ଜନନୀ ଦୁର୍ଗା। ଏବେ ଚାରିଆଡେ ଉତ୍ସବମୁଖର। ଚଳିତବର୍ଷ କଟକଣାମୁକ୍ତ ଦୁର୍ଗାପୂଜା ପାଇଁ ପ୍ରସ୍ତୁତି ଶେଷ…
କେସିଙ୍ଗା,୨୭।୯(ଡି.ଏନ.ଏ.): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ୍ ଶିରୋଲ ଗାଁରେ ଗତ ୭ ଦିନ ହେଲା ଛାଡାବାନ୍ତି ଲାଗିରହିଛି। ଦୂଷିତ ପାନୀୟ ଜଳ ପିଇ ଲୋକେ ଝାଡ଼ାବାନ୍ତିରେ ଆକ୍ରାନ୍ତ…
ନ୍ୟୁୟର୍କ,୨୭ା୯: ପାକିସ୍ତାନକୁ ଆମେରିକାର ଏଫ୍-୧୬ ଯୁଦ୍ଧ ବିମାନ ପ୍ୟାକେଜ ପ୍ରଦାନ ଉପରେ ଭାରତର ବହିର୍ବ୍ୟାପାର ମନ୍ତ୍ରୀ ଏସ୍. ଜୟଶଙ୍କର ପ୍ରଶ୍ନ ଉଠାଇଛନ୍ତି। ନ୍ୟୁୟର୍କରେ ଭାରତୀୟ-ଆମେରିକୀୟଙ୍କୁ ସମ୍ବୋଧିତ କରି…
ନୂଆଦିଲ୍ଲୀ,୨୭।୯: ଲୋକପ୍ରିୟ ଅଭିନେତ୍ରୀ ଆଶା ପାରେଖଙ୍କୁ ୨୦୨୨ ପାଇଁ ଦାଦାସାହେବ ଫାଲକେ ପୁରସ୍କାରରେ ସମ୍ମାନିତ କରାଯିବ। କେନ୍ଦ୍ର ମନ୍ତ୍ରୀ ଅନୁରାଗ ଠାକୁର ମଙ୍ଗଳବାର ଏହା ଘୋଷଣା କରିଛନ୍ତି।…
ଥିରୁଭାନନ୍ତପୁରମ,୨୭।୯: ଦକ୍ଷିଣ ଆଫ୍ରିକା ବିପକ୍ଷ ତିନି ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜର ପ୍ରଥମ ମ୍ୟାଚ ଖେଳିବା ପାଇଁ ଭାରତ କେରଳର ରାଜଧାନୀ ଥିରୁଭାନନ୍ତପୁରମରେ ପହଞ୍ଚିଛି। ଭାରତୀୟ ଦଳ…
ଇସଲାମାବାଦ,୨୭।୯: ପାକିସ୍ତାନରେ ମଙ୍ଗଳବାର ୬ଟା ୩୫ ମିନିଟ୍ରେ ଭୂକମ୍ପ ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୪.୨ ରେକର୍ଡ ହୋଇଥିବା ବେଳେ ଏହାର ଅକ୍ଷାଂଶ ୩୨.୯୭…