ବାୟୁସେନା ଦିବସରେ ଏୟାରଫୋର୍ସର ନୂଆ କମବ୍ୟାଟ ୟୁନିଫର୍ମ ସହ ସ୍ୱଦେଶୀ ହେଲିକପ୍ଟର ‘ପ୍ରଚଣ୍ଡ’ର ଦମ୍‌

ଚଣ୍ଡିଗଡ଼,୮ ।୧୦: ପ୍ରତିବର୍ଷ ଅକ୍ଟୋବର ୮ରେ ପାଳନ କରାଯାଇଥାଏ ଭାରତୀୟ ବାୟୁସେନା ଦିବସ । ଏହାର ମୁଖ୍ୟ ଉଦ୍ଦେଶ୍ୟ ଭାରତୀୟ ବାୟୁସେନାଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ଓ ସେମାନଙ୍କ…

ବିଧାନସଭା ଉପନିର୍ବାଚନ ପାଇଁ ପ୍ରାର୍ଥୀ ଘୋଷଣା କଲା ଭାଜପା

ନୂଆଦିଲ୍ଲୀ,୮।୧୦: ଉତ୍ତରପ୍ରଦେଶ, ହରିଆଣା ସମେତ ୬ଟି ରାଜ୍ୟରେ ନିର୍ବାଚନ ପାଇଁ ଜୋରସୋରରେ ପ୍ରସ୍ତୁତି ଚାଲିଛି। ୬ଟି ରାଜ୍ୟର ୭ଟି ବିଧାନସଭା ଆସନରେ ଉପନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି।…

ବାପାଙ୍କ ସ୍ବପ୍ନ ପୂରଣ କଲେ ପାପଡ଼ାହାଣ୍ଡିର ଚନ୍ଦନ

ପାପଡ଼ାହାଣ୍ଡି,୮।୧୦(ଡି.ଏନ୍‌.ଏ.): ନବରଙ୍ଗପୁର ଜିଲା ପାପଡ଼ାହାଣ୍ଡି ବ୍ଲକ ସଦର ମହକୁମା ନୂଆସାହିର ଚନ୍ଦନ କୁମାର ନାୟକ ଚଳିତ ବର୍ଷ ଓସିଏସ୍‌ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇ ନବରଙ୍ଗପୁର ଜିଲା ଓ…

୫ମ ସ୍ଥାନରେ ମାଲକାନଗିରିର ଦେବବ୍ରତ

ମାଲକାନଗିରି, ୮।୧୦ (ଡି.ଏନ.ଏ.): ଓଡ଼ିଶା ସିଭିଲ ସର୍ଭିସ ପରୀକ୍ଷାରେ ମାଲକାନଗିରିର ଦେବବ୍ରତ ମହାରଣା ପଞ୍ଚମ ସ୍ଥାନ ଅଧିକାର କରି ଜିଲାପାଇଁ ଗୌରବ ଆଣିଛନ୍ତି। ସେ ସଦର ମହକୁମା…

ଦୁଇ ଦୁଇ ଥର ଓସିଏସ୍‌ରେ କୃତକାର୍ଯ୍ୟ, ବିନା କୋଚିଂରେ ସଫଳତା

ପାଟଣା,୮।୧୦(ସ୍ବ.ପ୍ର.): କେନ୍ଦୁଝର ଜିଲା ସାହାରପଡା ବ୍ଲକ ଖୁଣ୍ଟାପଡ଼ା ପଞ୍ଚାୟତ ପିପିଳିଆ ଗ୍ରାମର ୩୯ ବର୍ଷୀୟ ଗିରିଜାନନ୍ଦନ ହିନ୍ଦୟାର ଦ୍ୱିତୀୟ ଥର ପାଇଁ ଓସିଏସ୍‌ ପରୀକ୍ଷାରେ କୃତକାର୍ଯ୍ୟ ହୋଇଛନ୍ତି।…

୧୦ କି.ମି. ଭାରରେ ବୁହାହେଲେ ରୋଗୀ

ମାଥିଲି,୮ା୧୦(ଡି.ଏନ୍‌.ଏ.): ରାଜ୍ୟ ସରକାର ସବୁ ଗ୍ରାମକୁ ପକ୍କା ରାସ୍ତା ଯୋଗାଇ ଦେଉଥିବା କହୁଛନ୍ତି। ମାତ୍ର ଦୁର୍ଗମ ଅଞ୍ଚଳରେ ଏପରି ଗ୍ରାମ ରହିଛି, ସେଠାକୁ ଏଯାଏ ପକ୍କା ରାସ୍ତାଟିଏ…

ଜଣା ଗାଡ଼ି ଧକ୍କାରେ ୭ ଗୋରୁଙ୍କ ମୃତ୍ୟୁ

ଢେଙ୍କାନାଳ ଅଫିସ, ୮।୧୦: ଢେଙ୍କାନାଳ ଜିଲା କଣ୍ଟା ବଣିଆ ଥାନା ଅଞ୍ଚଳର ୫୫ ଜାତୀୟ ରାଜପଥରେ ଶନିବାର ଭୋର ସମୟରେ ଦୁର୍ଘଟଣା ଘଟିଛି। ଅଜଣା ଗାଡ଼ି ଧକ୍କାରେ…

ପୋଲିସ ଗାଡିକୁ ପିଟିଲା ଟ୍ରକ୍‌: ୩ ଗୁରୁତର

ବାରିପଦା ଅଫିସ,୮।୧୦: ମୟୂରଭଞ୍ଜ ଜିଲା ବାରିପଦା ସହର ଉପକଣ୍ଠ ୧୮ନଂ ଜାତୀୟ ରାଜପଥ ପାଲବଣୀ ମଞ୍ଚାବନ୍ଧା ମଧ୍ୟରେ ଶନିବାର ସକାଳେ ଦୁର୍ଘଟଣା ଘଟିଛି। ଏକ ପୋଲିସଗାଡି ସହ…

ପଲିଥିନ ତଳେ ଜୀବନ

ଦଶମନ୍ତପୁର,୮ା୧୦ (ଡି.ଏନ.ଏ.): ମୁଣ୍ଡ ଗୁଞ୍ଜିବାକୁ ପକ୍କାଘର ଖଣ୍ଡିଏ ନାହିଁ । ଭଙ୍ଗା ଦଦରା ପଲିଥିନଟଣା ଛପରଘରେ ମୁଣ୍ଡ ଗୁଞ୍ଜିଛନ୍ତି ୨ ପ୍ରାଣୀ। ଘର ଭିତରୁ ଚାହିଁଲେ ଦିନରେ…

କ୍ରିମିଆରେ ବଡ଼ ଧରଣର ବିସ୍ଫୋରଣ

ମସ୍କୋ,୮।୧୦: ରୁଷିଆ ଓ ୟୁକ୍ରେନ୍‌ ମଧ୍ୟରେ ଯୁଦ୍ଧ ଜାରି ରହିଛି। ଯୁଦ୍ଧ ସମୟରେ ରୁଷିଆ କିଭ୍‌ର ଅନେକ ଅଞ୍ଚଳକୁ ଜବରଦଖଲ କରିନେଇଛନ୍ତି। ଇତିମଧ୍ୟରେ ରୁଷିଆ ଜବରଦଖଲ କରିଥିବା…