ଆତିଥ୍ୟ, ଆନୁଷଙ୍ଗିକ କ୍ଷେତ୍ରକୁ ମିଳିବ ପ୍ରୋତ୍ସାହନ

ନୂଆଦିଲ୍ଲୀ,୧୮।୮ (ପିଆଇବି): ଦେଶର ଅର୍ଥନୀତିକୁ ସବଳ କରିବା ପାଇଁ ପ୍ରମୁଖ କ୍ଷେତ୍ର ପ୍ରତି ସରକାର ବିଶେଷ ଦୃଷ୍ଟିଦେବା ସହ ଆବଶ୍ୟକ ସହଯୋଗ ଓ ସହାୟତା ଯୋଗାଇଦେବାକୁ ସର୍ବସମ୍ମତିକ୍ରମେ…

କୃଷିଋଣ ଉପରେ ବାର୍ଷିକ ୧.୫% ସୁଧ ରିହାତି

ନୂଆଦିଲ୍ଲୀ,୧୮।୮(ପିଆଇବି): ଦେଶର ସମସ୍ତ ଚାଷୀଙ୍କ ସୁବିଧା ଲାଗି ସରକାର ଅନେକ ପଦକ୍ଷେପ ଗ୍ରହଣ କରିଛନ୍ତି। ବିଶେଷକରି ୩ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ସ୍ବଳ୍ପ ଅବଧିର କୃଷି ଋଣ…

ଏନ୍‌ଆର୍‌ଆଇଙ୍କୁ ମତଦାନ ଅଧିକାର: କେନ୍ଦ୍ରକୁ ରିପୋର୍ଟ ତଲବ

ନୂଆଦିଲ୍ଲୀ,୧୮ା୮: ବିଦେଶରେ ରହୁଥିବା ଭାରତୀୟ (ଏନ୍‌ଆର୍‌ଆଇ)ମାନଙ୍କୁ ଦେଶରେ ମତଦାନ ଅଧିକାର ଦେବା ପାଇଁ ସୁପ୍ରିମକୋର୍ଟରେ ଏକ ଜନସ୍ବାର୍ଥ ମାମଲା (ପିଆଇଏଲ୍‌) ଦାଖଲ ହୋଇଛି। ସିଜେଆଇ ଏନ୍‌.ଭି. ରମନାଙ୍କ…

ଟ୍ରମ୍ପ୍‌ଙ୍କ ଚ୍ୟାଲେଞ୍ଜର ହେବେ ଲିଜ୍‌

ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ଙ୍କୁ ହ୍ବାଇଟ୍‌ ହାଉସ୍‌କୁ ଦୂରେଇ ରଖିବା ପାଇଁ ସବୁ ପ୍ରକାର ଉଦ୍ୟମ ଚଳାଇବେ ବୋଲି ରିପବ୍ଳିକାନ୍‌ ରିପ୍ରେଜେଣ୍ଟେଟିଭ୍‌ ଲିଜ୍‌ ଚେନି ପଣ…

୨୦ ବର୍ଷ ତଳର ଦୁଃଖର ପାହାଡ ପୁଣିଥରେ ମୋ ଉପରେ ଭାଙ୍ଗି ପଡିଲା: ବିଲକିସ ବାନୋ

ଅହମଦାବାଦ,୧୮ ।୮: ବିଲକିସ ବାନୋ ବଳାତ୍କାର ମାମଲାର ସମସ୍ତ ୧୧ ଦୋଷୀଙ୍କୁ ଜେଲରୁ ମୁକୁଳାଇ ଦେବା ପରେ ପ୍ରଥମ ପ୍ରତିକ୍ରିୟା ରଖିଛନ୍ତି ପୀଡ଼ିତା ବିଲକିସ ବାନୋ ।…

ୟୁକ୍ରେନୀୟଙ୍କ ରକ୍ତ କିଣୁଛି ଭାରତ

ନୂଆଦିଲ୍ଲୀ/କିଭ୍‌, ୧୮ା୮: ୟୁକ୍ରେନ୍‌ ଉପରେ ରୁଷିଆର ଆକ୍ରମଣ ଜାରି ଥିବାବେଳେ ମସ୍କୋରୁ ଭାରତ ଅଶୋଧିତ ତୈଳ କିଣିବା ନିଷ୍ପତ୍ତି ଯଥାର୍ଥ ବୋଲି ବହିର୍ବ୍ୟାପାର ମନ୍ତ୍ରୀ ଏସ୍‌. ଜୟଶଙ୍କର…

ମସ୍‌ଜିଦ୍‌ରେ ବିସ୍ଫୋରଣ: ୨୦ ନିହତ

କାବୁଲ,୧୮।୮: ଆଫଗାନିସ୍ଥାନ କାବୁଲର ଖେର ଖାନା ମସ୍‌ଜିଦ୍‌ରେ ବିସ୍ଫୋରଣରେ ୨୦ ଜଣଙ୍କ ମୃତ୍ୟୁ ଘଟିଛି। ତାଲିବାନ୍‌ ଇଣ୍ଟେଲିଜେନ୍ସ କାର୍ଯ୍ୟାଳୟ ପକ୍ଷରୁ ମିଳିଥିବା ସୂଚନାନୁସାରେ ବିସ୍ଫୋରଣରେ ୩୫ରୁ ଊର୍ଦ୍ଧ୍ୱ…

ଜଳବାୟୁକୁ ନେଇ ଚାଇନା-ଆମେରିକା ଟୁଇଟର କଳି

ବେଜିଂ, ୧୮।୮:ଜଳବାୟୁ ନୀତିକୁ ନେଇ ଶକ୍ତିଶାଳୀ ଆମେରିକା ଓ ଚାଇନା ଟୁଇଟରରେ କଳି ଆରମ୍ଭ କରିଛନ୍ତି। ଜଳବାୟୁ ପରିବର୍ତ୍ତନର ମୁଖ୍ୟ କାରଣ ପାଲଟିଥିବା ସବୁଜଗୃହ ବାଷ୍ପ ନିର୍ଗମନ…

କେନ୍ଦ୍ରର ରୋହିଙ୍ଗ୍ୟା ଦ୍ୱନ୍ଦ୍ୱ

ନୂଆଦିଲ୍ଲୀ/ଢାକା, ୧୮ା୮: ନିଜ ଦେଶରେ ନାଗରିକ ମାନ୍ୟତା ନ ପାଇ ଅକଥନୀୟ ନିର୍ଯାତନାର ଶିକାର ହୋଇଥିବା ରୋହିଙ୍ଗ୍ୟା ମୁସଲମାନମାନେ ପରିଚୟ ଖୋଜୁଛନ୍ତି। ମ୍ୟାନ୍‌ମାରର ପଡ଼ୋଶୀ ଦେଶଗୁଡ଼ିକରେ ମୁଣ୍ଡ…

ରୁଷିଆରେ ଏକାଠି ଯୁଦ୍ଧାଭ୍ୟାସ କରିବେ ଭାରତ-ଚାଇନା ସେନା, ସାଥିରେ ରହିବେ ବେଲାରୁଷ, ତାଜିକିସ୍ତାନ, ମଙ୍ଗୋଲିଆ

ବେଜିଂ.୧୮ ।୮: ପୂର୍ବ ଲଦ୍ଦାଖର ଏଲଏସିରେ ୨ ବର୍ଷରୁ ଅଧିକ ସମୟ ହେବ ଚାଇନା ସେନାଙ୍କ ଗତିରୋଧ ମଧ୍ୟରେ ଏବେ ଭାରତ ଓ ଚାଇନା ସେନା ରୁଷିଆରେ…