ଆଜି ଦିନ ୧୨ଟାରେ ଘୋଷଣା ହେବ ଗୁଜରାଟ ବିଧାନସଭା ନିର୍ବାଚନ ତାରିଖ

ନୂଆଦିଲ୍ଲୀ,୩ ।୧୧: ଗୁଜରାଟରେ ହେବାକୁ ଥିବା ବିଧାନସଭା ନିର୍ବାଚନ ଲାଗି ଗୁରୁବାର ଦିନ ୧୨ଟାରେ ତାରିଖ ଘୋଷଣା ହେବ ବୋଲି ଜଣାପଡିଛି । ନିର୍ବାଚନ କମିଶନ ଦିନ…

କ୍ୱାର୍ଟର ଫାଇନାଲରେ ପ୍ରମୋଦ

ଭୁବନେଶ୍ୱର, ୩।୧୧, (କ୍ରୀଡ଼ା ପ୍ରତିନିଧି): ଜାପାନର ଟୋକିଓରେ ଚାଲିଥିବା ବିଡବ୍ଲ୍ୟୁଏଫ୍‌ ପାରା ବ୍ୟାଡମିଣ୍ଟନ୍‌ ବିଶ୍ୱ ଚାମ୍ପିୟନଶିପ୍‌ର ସିଙ୍ଗଲ୍ସ କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛନ୍ତି ଓଡ଼ିଶାର ପ୍ରମୋଦ ଭଗତ।…

ଜାତୀୟ ରାଇଫଲ ଶୁଟରଙ୍କ ପାଇଁ ତାଲିମ ଶିବିର

ଭୁବନେଶ୍ବର, ୩।୧୧, (କ୍ରୀଡ଼ା ପ୍ରତିନିଧି): ଓଡ଼ିଶା ରାଇଫଲ ଆସୋସିଏଶନ ଆନୁକୂଲ୍ୟରେ ଏକ ୮ ଦିନିଆ ଶୁଟିଂ ପ୍ରଶିକ୍ଷଣ ଶିବିର ଏଠାରେ ଆୟୋଜନ କରାଯିବ। ଜାତୀୟ ବନ୍ଧୁକ ଚାଳନା…

ରାଜ୍ୟ ଫୁଟ୍‌ବଲ ଆସୋସିଏଶନକୁ ମିଳିବ ୨୪ ଲକ୍ଷ

ନୂଆଦିଲ୍ଳୀ, ୩ା୧୧ (ପି.ଟି.) ଦେଶରେ ରହିଥିବା ସମସ୍ତ ରାଜ୍ୟ ଫୁଟବଲ ଆସୋସିଏଶନଗୁଡିକୁ ବାର୍ଷିକ ୨୪ ଲକ୍ଷ ଟଙ୍କା ପ୍ରଦାନ କରିବ ସର୍ବଭାରତୀୟ ଫୁଟବଲ ଫେଡେରେଶନ (ଏଆଇଏଫ୍‌ଏଫ୍‌)। ବୁଧବାର…

୧୬ ରୁ ୪ ଦିନିଆ ଶିଳ୍ପ ପ୍ରଦର୍ଶନୀ

ଭୁବନେଶ୍ୱର,୩।୧୧: ଦେଶର ପ୍ରମୁଖ ଶିଳ୍ପସଂସ୍ଥା କନ୍‌ଫେଡେରେଶନ ଅଫ୍‌ ଇଣ୍ଡିଆନ୍‌ ଇଣ୍ଡଷ୍ଟ୍ରି (ସିଆଇଆଇ) ପକ୍ଷରୁ ୪ ଦିନିଆ ଶିଳ୍ପ ପ୍ରଦର୍ଶନୀ ନଭେମ୍ବର ୧୬ରୁ ୧୯ ପର୍ଯ୍ୟନ୍ତ ଅନୁଷ୍ଟିତ ହେବ…

‘ସରକାରୀ କାର୍ଯ୍ୟରେ ସ୍ବଚ୍ଛତା ଆସିବା ଆବଶ୍ୟକ’

ଭୁବନେଶ୍ୱର,୩।୧୧: ପୂର୍ବତଟ ରେଳପଥ ପକ୍ଷରୁ ସତର୍କତା ସଚେତନତା ସପ୍ତାହ ପାଳନ କରାଯାଉଛି। ଏହି ପରିପ୍ରେକ୍ଷୀରେ ବୁଧବାର ସ୍ଥାନୀୟ ରେଳ ସଦନଠାରେ ଏକ କର୍ମଶାଳା ‘ବିକଶିତ ରାଷ୍ଟ୍ର ପାଇଁ…

ଭୁବନେଶ୍ୱରରେ ଇନୋଭୋଏର ମୁଖ୍ୟାଳୟ ଉଦ୍‌ଘାଟିତ

ଭୁବନେଶ୍ୱର,୩।୧୧: ଅନ୍ତଃରାଷ୍ଟ୍ରୀୟ ହେଲ୍‌ଥ ଷ୍ଟାର୍ଟଅପ୍‌ ସଂସ୍ଥା (ସ୍ବାସ୍ଥ୍ୟସେବା କ୍ଷେତ୍ରରେ ଏକ ଅଗ୍ରଣୀ ଉପତ୍ାଦ ବିକାଶ କମ୍ପାନୀ) ଇନୋଭୋଏର କର୍ପୋରେଶନ ତା’ର ଭାରତ ମୁଖ୍ୟାଳୟକୁ ଭୁବନେଶ୍ୱରସ୍ଥିତ ଡିଏଲ୍‌ଏଫ୍‌ ସାଇବର…

ଶୁଭ୍ରକାନ୍ତ ଫିକିର ପରବର୍ତ୍ତୀ ସଭାପତି

ମୁମ୍ବାଇ,୩।୧୧: ଫେଡେରେଶନ ଅଫ୍‌ ଇଣ୍ଡିଆନ୍‌ ଚାମ୍ବର୍ସ ଅଫ୍‌ କମର୍ସ(ଫିକି)ର ପରବର୍ତ୍ତୀ ସଭାପତି ଭାବେ ଇମ୍ପାର ଏମ୍‌ଡି ଶୁଭ୍ରକାନ୍ତ ପଣ୍ଡା ମନୋନୀତ ହୋଇଥିବା ଜଣାପଡ଼ିଛି। ଏପରିକି ବୁଧବାର ମୁମ୍ବାଇଠାରେ…

ଓଜିବି ପକ୍ଷରୁ ସତର୍କତା ଜାଗରଣ ସପ୍ତାହ

ଭୁବନେଶ୍ୱର,୩।୧୧: ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କ (ଓଜିବି) ପକ୍ଷରୁ ‘ସତର୍କତା ଜାଗରଣ ସପ୍ତାହ’ ନିକଟରେ ପାଳିତ ହୋଇଯାଇଛି। ଏପରିକି ଓଜିବିର ମୁଖ୍ୟ କାର୍ଯ୍ୟାଳୟ ପରିସରରେ ଆୟୋଜିତ ଏକ ସ୍ବତନ୍ତ୍ର…

ଓଡ଼ିଶାରେ ଟିଭିଏସ୍‌ ଆଇକ୍ୟୁବ୍‌ ଇଲେକ୍ଟ୍ରିକ୍‌ ସ୍କୁଟର ଉନ୍ମୋଚିତ

ଭୁବନେଶ୍ୱର,୩।୧୧: ଦେଶର ପ୍ରମୁଖ ଅଟୋମୋବାଇଲ କମ୍ପାନୀ ଟିଭିଏସ୍‌ ମୋଟରର ନୂଆ ଟିଭିଏସ୍‌ ଆଇକ୍ୟୁବ୍‌ ଇଲେକ୍ଟ୍ରିକ୍‌ ସ୍କୁଟର ସିରିଜକୁ ଓଡ଼ିଶା ବଜାରରେ ଉନ୍ମୋଚନ କରାଯାଇଛି। ବୁଧବାର ସ୍ଥାନୀୟ ଡୁମ୍‌ଡୁମାଠାରେ…