୭ବର୍ଷ ହେଲା ଓଭରବ୍ରିଜ୍‌ କାମ ସରୁନି

ଜଟଣୀ,୪ା୧୧(ଡି.ଏନ୍‌.ଏ.): ଜଟଣୀର ବହୁପ୍ରତୀକ୍ଷିତ ଓଭରବ୍ରିଜ୍‌ ନିର୍ମାଣ କାର୍ଯ୍ୟ ଅସମ୍ପୂର୍ଣ୍ଣ ଓ ବିଳମ୍ବ ପ୍ରତିବାଦରେ ଗୁରୁବାର ଜଟଣୀ ନାଗରିକ କମିଟି ପକ୍ଷରୁ ସୀତାରାମ ଛକଠାରେ ଦୁଇଦିନିଆ ଗଣଧାରଣା ଓ…

ସ୍କୁଲ ବନ୍ଦ କରିବାକୁ ଅପିଲ୍‌

ନୂଆଦିଲ୍ଲୀ,୪।୧୧: ଦେଶର ରାଜଧାନୀ ଦିଲ୍ଲୀରେ ବାୟୁ ପ୍ରଦୂଷଣ ବଢିବାରେ ଲାଗିଛି। ଏହି ପ୍ରସଙ୍ଗରେ ଭାରତୀୟ ଜନତା ପାର୍ଟି ଆମ ଆଦମୀ ପାର୍ଟିକୁ ଘେରି ରହି ସ୍କୁଲ ବନ୍ଦ…

ଆଜି ରାଜ୍ୟରୁ ୧୫ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର,୪ା୧୧(ବ୍ୟୁରୋ): ରାଜ୍ୟରୁ ଶୁକ୍ରବାର ୧୫ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ବର୍ତ୍ତମାନ ମୋଟ୍‌ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୩,୩୬,୨୩୨ରେ ପହଞ୍ଚିଥିବା ରାଜ୍ୟ ସୂଚନା ଓ ଲୋକ…

ଧାନରେ ଜଗନ୍ନାଥଙ୍କ ପ୍ରତିକୃତି କଲେ ଚନ୍ଦନ

ବୋଲଗଡ଼,୪ା୧୧(ଡି.ଏନ୍‌.ଏ.): ଧାନରେ ଶ୍ରୀଜଗନ୍ନାଥଙ୍କ ପ୍ରତିକୃତି କରି ଚର୍ଚ୍ଚାକୁ ଆସିଛନ୍ତି ଖୋର୍ଦ୍ଧା ଜିଲା ବୋଲଗଡ଼ ବ୍ଲକ ଅଧୀନ ମର୍ଦ୍ଦାବାଡି ଗ୍ରାମର ଚନ୍ଦନ ପଶ୍ଚିମକବାଟ। ସେ ପରମାନନ୍ଦ ମହାବିଦ୍ୟାଳୟର ଯୁକ୍ତ…

ରୁଷିଆର ଦାବି ୟୁକ୍ରେନ ଜପୋରିଝିୟା ପାୱାର ପ୍ଲାଣ୍ଟ ଉପରେ କରିଛି ଆକ୍ରମଣ, ବଢୁଛି ପରମାଣୁ ଆକ୍ରମଣ ଆଶଙ୍କା

କ୍ୱିଭ/ମସ୍କୋ,୪ ।୧୧: ଦୀର୍ଘ ଦିନ ଧରି ଚାଲିଥିବା ରୁଷିଆ-ୟୁକ୍ରେନ୍ ଯୁଦ୍ଧ ଥମିବାର ନାଁ ନେଉନି । ବେଳକୁ ବେଳ ଏହା ବଢିବାରେ ଲାଗିଛି । ଇତି ମଧ୍ୟରେ…

ସୌନ୍ଦର୍ଯ୍ୟକରଣ ହେବ କଟକ ରିଂବନ୍ଧ ରାସ୍ତା

କଟକ ଅଫିସ,୪ା୧୧: କଟକ ମହାନଗର ନିଗମ (ସିଏମ୍‌ସି) ତତ୍ତ୍ବାବଧାନରେ ସହରର ରିଂବନ୍ଧ ରାସ୍ତା ସୌନ୍ଦର୍ଯ୍ୟକରଣ କରାଯିବ। ଏଥିପାଇଁ ମେୟର ସୁବାସ ସିଂ ଓ ସିଏମ୍‌ସି କମିଶନର ନିଖିଲ…

ବାଲିଯାତ୍ରାରେ ଓର୍‌ମାସର କଟକିଆ ବ୍ରାଣ୍ଡ୍‌

କଟକ ଅଫିସ,୪ା୧୧: ବାଲିଯାତ୍ରା ପାଇଁ ଚଳଚଞ୍ଚଳ ହୋଇଉଠଛି ତଳ ଓ ଉପର ପଡିଆ। ପ୍ରଶାସନ ପକ୍ଷରୁ ପ୍ରସ୍ତୁତି କାର୍ଯ୍ୟ ଆଗେଇ ଚାଲିଛି। ବ୍ୟବସାୟୀମାନେ ଦୋଳି ପ୍ରସ୍ତୁତିରେ ଲାଗି…

ଆଜିଠାରୁ ଟୁଇଟର କର୍ମଚାରୀଙ୍କ ଛଟେଇ ଆରମ୍ଭ, ଖର୍ଚ୍ଚ କାଟି ମସ୍କ ବଞ୍ଚାଇବେ ୮୨ ଅରବ ଟଙ୍କା

ୱାଶିଂଟନ,୪ ।୧୧: ବିଶ୍ୱର ସବୁଠାରୁ ଧନୀ ବ୍ୟକ୍ତି ଏଲନ ମସ୍କ ଏବେ ଟୁଇଟରର ମାଲିକ । ଟୁଇଟରକୁ କିଣିବା ପରେ ଏବେ ସେ ଏହାର କର୍ମଚାରୀ ସଂଖ୍ୟା…

ନ୍ୟାୟ ଅପେକ୍ଷାରେ ଦୃଷ୍ଟିହୀନ ଦମ୍ପତି

ବୋଲଗଡ଼,୪ା୧୧(ଡି.ଏନ୍‌.ଏ.): ଖୋର୍ଦ୍ଧା ଜିଲା ବୋଲଗଡ଼ ବ୍ଲକ ତଥା ବେଗୁନିଆ ଥାନା ଅଧୀନ କଡ଼ବ ଗ୍ରାମ ତଳସାହିର ଦୃଷ୍ଟିବାଧିତ ବାଲୁଙ୍କେଶ୍ବର ପାଇକରାୟ (୫୨) ପୈତୃକ ସମ୍ପତ୍ତି ପାଇବାରୁ ବଞ୍ଚିତ…

ଫଟୋ ସାମ୍ବାଦିକଙ୍କୁ ଆକ୍ରମଣ, କ୍ୟାମେରା ଭାଙ୍ଗିଲେ

ଭୁବନେଶ୍ୱର,୪।୧୧(ବ୍ୟୁରୋ): ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ଚାଲିଛି ପ୍ରୋ-ହକି ଲିଗ୍‌ ଟୁର୍ନାମେଣ୍ଟ। ଖେଳାଳିମାନେ ବସ୍‌ ଯୋଗେ ଷ୍ଟାଡିୟମକୁ ଯିବାଆସିବା କରୁଛନ୍ତି। ଗୁରୁବାର ଅପରାହ୍ନରେ ଫାଟକ ନଂ.୮ ସମ୍ମୁଖରେ ନ୍ୟୁଜିଲ୍ୟାଣ୍ଡ୍‌…