ନୂଆଦିଲ୍ଲୀ,୪।୧୧: ରାଜଧାନୀ ଦିଲ୍ଲୀର ଆଖପାଖରେ ବାୟୁ ପ୍ରଦୂଷଣ ବଢିବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଶୁକ୍ରବାର ଦିଲ୍ଲୀର ସମସ୍ତ ପ୍ରାଥମିକ ବିଦ୍ୟାଳୟ ବନ୍ଦ…
ବେତନଟୀ,୪ା୧୧(ସ୍ବ.ପ୍ର.): ଗତ କିଛି ଦିନ ହେଲା ଗୋଡ଼ରେ ଆଘାତପ୍ରାପ୍ତ ହୋଇ ପଶ୍ଚିମବଙ୍ଗ ବନବିଭାଗ ଦ୍ୱାରା ଚିକିତ୍ସିତ ଏକ ଦନ୍ତା ବୁଧବାର ଓଡ଼ିଶା ସୀମା ଅତିକ୍ରମ କରି ବେତନଟୀ…
ଗୋପବନ୍ଧୁ ନଗର,୪ା୧୧(ଡି.ଏନ.ଏ.): ମୟୂରଭଞ୍ଜ ଜିଲା ଗୋପବନ୍ଧୁ ନଗର ଓ ଖୁଣ୍ଟା ବ୍ଲକ ସୀମା ତଥା ବାଲେଶ୍ୱରରୁ ବାରିପଦା-୍ଉଦଳାକୁ ସଂଯୋଗ କରୁଥିବା ମୁଖ୍ୟ ରାସ୍ତାର ଧାନଘେରା ଛକଠାରେ ନିର୍ମାଣ…
ନୂଆଦିଲ୍ଲୀ,୪।୧୧: ଡିସେମ୍ବରରେ ଗୁଜରାଟ ବିଧାନସଭା ନିର୍ବାଚନ। ତେବେ ଗୁରୁବାର ନିର୍ବାଚନର ତାରିଖ ଘୋଷଣା ହେବାର ଗୋଟିଏ ଦିନ ପରେ ଅର୍ଥାତ୍ ଶୁକ୍ରବାର ଏଏପି ମୁଖ୍ୟ ଅରବିନ୍ଦ କେଜିର୍ଓ୍ବାଲ…
ଚମ୍ପୁଆ,୪ା୧୧(ଡି.ଏନ୍.ଏ): ବଜାର ଓ ସଂରକ୍ଷଣ ଅଭାବରୁ ଚାଷୀ ଉପତ୍ାଦିତ ସାମଗ୍ରୀର ମୂଲ୍ୟ ପାଇବାରୁ ବଞ୍ଚତ୍ତ ହେଉଛନ୍ତି। ଫଳରେ ଅନେକ ଚାଷୀ କ୍ଷତି ସହି ଚାଷ ପ୍ରତି ମୁହଁ…
ଆଠଗଡ,୪।୧୧(ସ୍ବ.ପ୍ର.): ଆଜି ପଞ୍ଚକ ପ୍ରଥମ ଦିନରେ ବାବା ଧବଳେଶ୍ୱରଙ୍କୁ ଏଲ୍ଇଡିରେ ଦର୍ଶନ କରୁଛନ୍ତି ଭକ୍ତ। ଝୁଲା ପୋଲକୁ ବିପଦସଙ୍କୁଳ ଦର୍ଶାଇ ପୀଠ ଚାରିପଟେ ୧୪୪ ଧାରା ଜାରି…
ତେଲକୋଇ,୪ା୧୧(ଡି.ଏନ.ଏ): ଧାନ ଥୋଡ଼ ଧରୁଥିବା ବେଳେ ବର୍ଷା ଏକ ପ୍ରକାର ଉଭାନ୍ ହୋଇଯାଇଛି। ଫଳରେ ଧାନଗଛ ଶୁଖି ମରିଗଲାଣି। ବର୍ଷକର ପରିଶ୍ରମ ଏବେ ମାଟିରେ ମିଶିବାକୁ ବସିଛି।…
ନ୍ୟୁୟର୍କ,୪।୧୧: ଦୁନିଆର ସବୁଠାରୁ ଧନୀ ବ୍ୟକ୍ତି ଏଲନ ମସ୍କ ଟୁଇଟର କିଣିବା ପରେ ଖର୍ଚ୍ଚ ହ୍ରାସ କରିବାକୁ ଉଦ୍ୟମ ଆରମ୍ଭ କରିଛନ୍ତି। ଆଜିଠାରୁ ଟୁଇଟରରେ କର୍ମଚାରୀଙ୍କ ଛଟେଇ…
ବାରିପଦା ଅଫିସ,୪ା୧୧: ପ୍ରାକୃତିକ ପରିବେଶ ଭରା ମୟୂରଭଞ୍ଜ ଜିଲାର ଶିମିଳିପାଳ ଅଭୟାରଣ୍ୟ। ଏହାର ଚତୁଃପାର୍ଶ୍ୱରେ ଥିବା ଅନେକ ପର୍ଯ୍ୟଟନସ୍ଥଳୀ ମଧ୍ୟରୁ ସୀତାକୁଣ୍ଡ ଜଳପ୍ରପାତ ଅନ୍ୟତମ। ଶାମାଖଣ୍ଟା ବ୍ଲକ…
ସୋସିଆଲ ମିଡିଆରେ କିଛି ନା କିଛି ଫଟୋ,ଭିଡିଓ ଭାଇରାଲ ହେବାରେ ଲାଗିଛି। ଠିକ୍ ସେପରି ଏକ ଭିଡିଓ ସୋସିଆଲ ମିଡିଆରେ ଶେୟାର ହୋଇଛି। ଯାହାକୁ ଦେଖିଲେ ଆପଣ…