ରାଜଧାନୀରେ ଝଲସିବ ଯୋଧପୁର ରାଜପ୍ରାସାଦ

ଭୁବନେଶ୍ୱର, ୧୩।୯ (ବ୍ୟୁରୋ):ମା’ ଜଗଜ୍ଜନନୀଙ୍କ ଆବାହନ ପାଇଁ ଏବେଠୁ ଶ୍ରଦ୍ଧାଳୁଙ୍କ ମନରେ ଉତ୍କଣ୍ଠା ବାରି ହୋଇପଡୁଛି। ସମସ୍ତେ ମା’ଙ୍କ ଧରାବତରଣ ପାଇଁ ଚାହିଁ ବସିଛନ୍ତି। ଏଥିପାଇଁ ରାଜଧାନୀର…

ବର୍ଷାରେ ଭିଜୁଛନ୍ତି ଗରିବ ପରିବାର

ଯାଜପୁର ଅଫିସ,୧୩ା୯:ଯାଜପୁର ଜିଲା ବିଞ୍ଝାରପୁର ବ୍ଲକରେ ଏଯାଏ ପ୍ରାୟ ୩୦ ହଜାର ଗ୍ରାମୀଣ ଆବାସ ବଣ୍ଟନ ହୋଇଛି। ତଥାପି ବ୍ଲକରେ କଚ୍ଚା ଘର କମିବା ପରିବର୍ତ୍ତେ ବଢ଼ିବାରେ…

ରାଜା, ମ୍ୟାକ୍‌ଗ୍ରା ପ୍ଲେୟର ଅଫ୍‌ ଦି ମନ୍ଥ୍‌

ଦୁବାଇ, ୧୩ା୯ (ପି.ଟି.):ଅଷ୍ଟ୍ରେଲିଆର ଟାହଲିଆ ମ୍ୟାକ୍‌ଗ୍ରା ଓ ଜିମ୍ବାଓ୍ବେର ସିକନ୍ଦର ରାଜା ଅଗଷ୍ଟ ମାସ ପାଇଁ ପ୍ଲେୟର ଅଫ୍‌ ଦି ମନ୍ଥ୍‌ ବିବେଚିତ ହୋଇଛନ୍ତି। ଭାରତର ଜେମିମା…

ପିସି କାରବାରରେ ବନ୍ଧା ପିଏମ୍‌ଜିଏସ୍‌ୱାଇ

ଯାଜପୁର ଅଫିସ,୧୩ା୯:ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନା (ପିଏମ୍‌ଜିଏସ୍‌ୱାଇ)ରେ ବିନା ପିସି କିମ୍ବା ଫାଇନାଲ ବିଲ୍‌ ସମୟରେ ଯନ୍ତ୍ରୀଙ୍କୁ ମୋଟା ଅଙ୍କର ଅର୍ଥ ନ ଦେଲେ ଫାଇଲ ଘୁଞ୍ଚେ…

ଇରଫାନ-ହରଭଜନ ପ୍ରଥମ ମ୍ୟାଚ

ଭୁବନେଶ୍ୱର,୧୩ା୯(ସ୍ପୋଟର୍‌ସ ବ୍ୟୁରୋ):ଭାରତରେ ଲିଜେଣ୍ଡ୍ସ ଲିଗ୍‌ ଟି୨୦ କ୍ରିକେଟର ଦ୍ୱିତୀୟ ସଂସ୍କରଣ ଖେଳାଯିବ। ସେପ୍ଟେମ୍ବର ୧୮ରୁ ଦେଶର ୬ଟି ସହରରେ ସମୁଦାୟ ୧୬ଟି ମ୍ୟାଚ ଖେଳାଯିବ। ରାଉଣ୍ଡ ରବିନ୍‌…

ଅଲ୍‌କାରାଜ୍‌ ଚାମ୍ପିୟନ

ନ୍ୟୁୟର୍କ,୧୩ା୯(ପି.ଟି):ୟୁଏସ୍‌ ଓପନ ଟେନିସ ପୁରୁଷ ସିଙ୍ଗଲ୍ସ ଟାଇଟଲ ହାତେଇ ନେଇଛନ୍ତି ସ୍ପେନର କାର୍ଲୋସ୍‌ ଅଲକାରାଜ୍‌ ଗାର୍ଫିଆ। ରବିବାର ରାତିରେ ଖେଳା ଯାଇଥିବା ଫାଇନାଲରେ ନରଓ୍ବେ କାସ୍ପର ରୁଡ୍‌ଙ୍କୁ…

କ୍ରିତିଙ୍କ ବଦାନ୍ୟତା

ମୁମ୍ବାଇ: ପ୍ରତ୍ୟେକ କଳାକାର ପାଇଁ ସେମାନଙ୍କ ଫ୍ୟାନ୍ସମାନେ ହେଉଛନ୍ତି ଅମୂଲ୍ୟ ସମ୍ପଦ। କାରଣ ନିଜ ପ୍ରଶଂସକମାନଙ୍କ ଲାଗି ହିଁ ଜଣେ କଳାକାର ତାରକା ବା ସୁପରଷ୍ଟାର ହୋଇଥାଏ।…

ଆନ୍ଧ୍ର-ମୋଟୁ ଯୋଗାଯୋଗ ବିଚ୍ଛିନ୍ନ

ମାଲକାନଗିରି, ୧୩ା୯(ଡି.ଏନ.ଏ.):୪ ଦିନ ଧରି ଲାଗି ରହିଥିବା ଲଗାଣ ବର୍ଷା ଯୋଗୁ ମାଲକାନଗିରି ଜିଲାରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି। ଜିଲାର ସିଲେରୁ, ସାବେରୀ, ପୋଟେରୁ କାଙ୍ଗୁରୁକୋଣ୍ଡା ସହ…

ନୂତନ ନିର୍ମାଣ ହେଉନି, ବିପଦସଙ୍କୁଳ ଗୃହ ମରାମତି ଚାଲିଛି

ନାଉଗଁା,୧୩ା୯(ସ୍ବ.ପ୍ର.):ସମସ୍ତଙ୍କ ପାଖରେ ଉନ୍ନତମାନର ସ୍ବାସ୍ଥ୍ୟ ସେବା ଯୋଗାଇବା ଉପରେ ସରକାର ଗୁରୁତ୍ୱାରୋପ କରୁଛନ୍ତି। ଏନେଇ ୫ ହଜାର ଜନସଂଖ୍ୟା ଥିବା ସ୍ଥାନରେ ଉପସ୍ବାସ୍ଥ୍ୟ କେନ୍ଦ୍ର ଖୋଲାଯାଇଛି। ମାତ୍ର…

ଧୂମପାନ ନ କଲେ ବି ଫୁସ୍‌ଫୁସ୍‌ କର୍କଟ ଆଶଙ୍କା

ଲଣ୍ଡନ: ବିଶ୍ୱରେ ବାୟୁ ପ୍ରଦୂଷଣର ମାତ୍ରା ଦିନକୁ ଦିନ ବୃଦ୍ଧି ପାଉଛି। ଦୂଷିତ ବାୟୁ କାରଣରୁ ମନୁଷ୍ୟ ଶରୀରରେ ବିଭିନ୍ନ ପ୍ରକାର ଅଜଣା ରୋଗ କାୟା ବିସ୍ତାର…