ରାଶିଫଳ: ରବିବାର, ନଭେମ୍ବର ୧୩ ତାରିଖ – Daily Horoscope

ମେଷ ଆଜିର ଚନ୍ଦ୍ରମଙ୍ଗଳ ଯୋଗ ଏକାଧାରରେ ଶାରୀରିକ, ମାନସିକ ଓ ଆର୍ଥିକ ଦିଗର ପୁଷ୍ଟିସାଧନ କରିବ। ବିବାଦୀୟ ପରିସ୍ଥିତିରେ ଅବୁଝା ବନ୍ଧୁଙ୍କ ମନ ବୁଝିଲା ଭଳି କଥା…

ଚଳିତ ବର୍ଷ ପାର୍ଲାମେଣ୍ଟର ଶୀତକାଳିନ ଅଧିବେଶନରେ ଯୋଗ ଦେବେ ନାହିଁ ରାହୁଲ

ନୂଆଦିଲ୍ଲୀ,୧୨ ।୧୧: କଂଗ୍ରେସ ନେତା ରାହୁଲ ଗାନ୍ଧୀ ଚଳିତ ଥର ପାର୍ଲାମେଣ୍ଟର ଶୀତକାଳିନ ଅଧିବେଶନରେ ଯୋଗ ଦେବେ ନାହିଁ । କଂଗ୍ରେସ ପ୍ରଭାରି ତଥା ମହାସଚିବ ଜୟରାମ…

‘ଅଭିନୟ କରିବାକୁ ଚାହୁଁଥିଲେ ମୋତେ ବାହା ହୁଅ’

ମୁମ୍ବାଇ: ଗ୍ଲାମର ଦୁନିଆରେ କାମ କରିବା ପାଇଁ ଅଭିନେତ୍ରୀଙ୍କୁ ନାନା ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିଥାଏ ବୋଲି ବଲିଉଡ୍‌ର ଜଣେ ଅଭିନେତ୍ରୀ କହିଛନ୍ତି। ଛୋଟ ପରଦାର ନୂଆ…

ନୀତୀଶଙ୍କୁ ମୁଖ୍ୟମନ୍ତ୍ରୀ ପଦରୁ ହଟାଇବା ଆବେଦନ ସୁପ୍ରିମ୍‌କୋର୍ଟରେ ଖାରଜ…

ନୂଆଦିଲ୍ଲୀ,୧୨।୧୧ : ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କୁ ପଦରୁ ହଟାଇବାକୁ ନିର୍ଦ୍ଦେଶ ଦେବାକୁ କରାଯାଇଥିବା ଏକ ଆବେଦନକୁ ସୁପ୍ରିମକୋର୍ଟ ଖାରଜ କରିଦେଇଛନ୍ତି। ପିଟିଶନରେ ଦର୍ଶାଯାଇଥିଲା ଯେ ନୀତୀଶ…

ତାମିଲନାଡୁରେ ଇଡବ୍ଲୁଏସ ରାଜନୀତି ତେଜିଲା…

ଚେନ୍ନାଇ,୧୨।୧୧ : ତାମିଲନାଡୁର ଶାସକ ରାଜନୈତିକ ଦଳ ଗରିବ ସବର୍ଣ୍ଣଙ୍କ ପାଇଁ ୧୦ ପ୍ରତିଶତ ସଂରକ୍ଷଣ (ଇଡବ୍ଲୁଏସ ସଂରକ୍ଷଣ)କୁ ଗ୍ରହଣ କରିବାକୁ ପ୍ରସ୍ତୁତ ନୁହନ୍ତି। ୧୦୩ତମ ସମ୍ବିଧାନ…

ଆତଙ୍କବାଦର ମୁକାବିଲା ପାଇଁ ଭାରତ-ଏସିଆନ ସହମତି…

ନାମପେହ୍ନ,୧୨।୧୧ : ଉପରାଷ୍ଟ୍ରପତି ଜଗଦୀପ ଧନକର ଏସିଆ-ଭାରତ ଶିଖର ସମ୍ମିଳନୀରେ ଯୋଗଦେବା ପାଇଁ କାମ୍ବୋଡିଆର ରାଜଧାନୀ ନାମପେହ୍ନରେ ଭିଏତନାମର ପ୍ରଧାନମନ୍ତ୍ରୀ ଫାମ ମିନି ସାଇନଙ୍କ ସହିତ ଦ୍ୱିପାକ୍ଷିକ…

ପୃଥିବୀରେ ରାସାୟନିକ ସାର ସଙ୍କଟ…

ଓ୍ବାଶିଂଟନ,୧୨।୧୧ : କମ ଖାଦ୍ୟ ଉତ୍ପାଦନର ଭୟ ଏବେ ଏସିଆ ଏବଂ ଆଫ୍ରିକାର ଏକ ବଡ଼ ଅଂଶରେ ଦେଖାଦେଇଛି। ଏହା ପଛରେ ଏକ ପ୍ରମୁଖ କାରଣ ହେଉଛି…

ୟୁକ୍ରେନ୍‌ ବୈଦେଶିକ ମନ୍ତ୍ରୀଙ୍କୁ ସାକ୍ଷାତ କଲେ ଜୟଶଙ୍କର…

ନାମପେହ୍ନ,୧୨।୧୧ : ଆଜି କାମ୍ବୋଡିଆର ରାଜଧାନୀ ନାମପେହ୍ନରେ ଅନୁଷ୍ଠିତ ଏସିଆନ-ଭାରତ ସ୍ମାରକ ଶିଖର ସମ୍ମିଳନୀରେ ବହିର୍ବ୍ୟାପାର ମନ୍ତ୍ରୀ ଏସ ଜୟଶଙ୍କର ୟୁକ୍ରେନର ପ୍ରତିପକ୍ଷ ଦିମିତ୍ରୋ କୁଲେବାଙ୍କୁ ଭେଟିଛନ୍ତି।…

ମୁମ୍ବାଇ ବିମାନ ବନ୍ଦରରେ ଶାହାରୁଖଙ୍କୁ ଅଟକାଇଲା କଷ୍ଟମ ବିଭାଗ, ଏକ ଘଣ୍ଟା ଧରି ଚାଲିଲା ପଚରା ଉଚରା

ମୁମ୍ବାଇ,୧୨ ।୧୧: ବଲିଉଡ ବାଦଶାହା ଶାହାରୁଖ ଖାଁଙ୍କୁ ଶୁକ୍ରବାର ବିଳମ୍ବିତ ରାତିରେ ମୁମ୍ବାଇ ବିମାନ ବନ୍ଦରରେ କଷ୍ଟମ ବିଭାଗ ଅଟକାଇ ଦେଇଥିଲା । ପ୍ରାୟ ଏକ ଘଣ୍ଟାର…

‘ପଦ୍ମପୁରରେ କଂଗ୍ରେସର ବିଜୟ’

ଭୁବନେଶ୍ୱର,୧୨।୧୧(ବ୍ୟୁରୋ): ପଦ୍ମପୁର ଉପନିର୍ବାଚନ ପାଇଁ କଂଗ୍ରେସ ଆପାତତଃ ପ୍ରାର୍ଥୀ ଚୟନ କରିସାରିଛି । ସତ୍ୟଭୂଷଣ ସାହୁ କଂଗ୍ରେସ ପ୍ରାର୍ଥୀ ହେବା ଫାଇନାଲ। ଖୁବଶୀଘ୍ର ବିଧିବଦ୍ଧ ଭାବେ ପ୍ରାର୍ଥୀ…