ନଦୀରେ ଫୋପାଡ଼ିଲେ ୮ ହଜାର କୁକୁଡ଼ା ଚିଆଁ

ନୟାଗଡ ଅଫିସ,୧।୧୦: ପଶୁପତି ଫିଡସ୍‌ର ୮ ହଜାର କୁକୁଡା ଚିଅଁାକୁ ଶୁକ୍ରବାର ବଡପଣ୍ଡୁସର ନଦୀରେ ଫୋପାଡି ଦିଆଯାଇଛି। ଏ ନେଇ ଅଭିଯୋଗ ପରେ ଇଟାମାଟି ଥାନା ପୋଲିସ…

ପୁଣି ଚାଲିବ ନୂଆଗାଁ-ଭୁବନେଶ୍ୱର ପାସେଞ୍ଜର ଟ୍ରେନ୍‌

ନୟାଗଡ଼ ଅଫିସ,୧ା୧୦: ନୂଆଗଁା- ଭୁବନେଶ୍ୱର ପାସେଞ୍ଜର ଟ୍ରେନ ପୁଣି ଚାଲିବ। ଅକ୍ଟୋବର ୧ରୁ ଏହି ଟ୍ରେନ ଯାତାୟାତ କରିବ। ସେହିପରି ୧ ତାରିଖରୁ ନୟାଗଡ଼-ଭୁବନେଶ୍ୱର ସେବା ଏକ୍ସପ୍ରେସ…

ପୁଣିଥରେ ୨ଟି ବାଲେଷ୍ଟିକ ମିଶାଇଲ ପରୀକ୍ଷା କଲା ଉତ୍ତର କୋରିଆ

ସିଓଲ, ୧ ।୧୦: ଉତ୍ତର କୋରିଆ ତା’ର ପୁରୁଣା ପ୍ରକୃତି ଛାଡି ପାରୁନାହିଁ । ଆମେରିକା ରାଷ୍ଟ୍ରପତି କମଲା ହାରିସଙ୍କ ଦକ୍ଷିଣ କୋରିଆ ଗସ୍ତ ଓ ଆମେରିକା…

ନିର୍ବାଚନ ସରିଛି, ଏବେ ଲୋକଙ୍କ ଲାଗି କାମ କରନ୍ତୁ: ନବୀନ

ଭୁବନେଶ୍ବର,୧।୧୦(ବ୍ୟୁରୋ): ଲୋକଙ୍କ ସେବା ହେଉଛି ମୁଖ୍ୟ। ରାଜନୀତି ଏଥିପାଇଁ ଏକ ମାଧ୍ୟମ ମାତ୍ର। ଏହା ଆମେ ସମସ୍ତେ ମନେରଖିବା ଦରକାର। ପଞ୍ଚାୟତ ଓ ପୌର ନିର୍ବାଚନ ସମୟରେ…

କ୍ରଲ୍‌ରେ ନରହନ୍ତା ହାତୀର ଚିକିତ୍ସା

ଢେଙ୍କାନାଳ ଅଫିସ,୧ା୧୦: କଟକ ଜଗତପୁରରେ ଆତଙ୍କ ସୃଷ୍ଟି କରିଥିବା ୨୦ ବର୍ଷର ମାଈ ହାତୀକୁ ଟ୍ରାଙ୍କୁଲାଇଜ୍‌ କରି ଗୁରୁବାର ଢେଙ୍କାନାଳ ଜିଲା କପିଳାସ ପ୍ରାଣୀ ଉଦ୍ୟାନ ପରିସରରେ…

ଜେଇଙ୍କୁ ତାଲା ପକାଇବା ୨୪ ଘଣ୍ଟା ନ ପୂରୁଣୁ ବିଦ୍ୟୁତ୍‌ ଯୋଗାଣ ସ୍ବାଭାବିକ

ଓଡ଼ଗାଁ, ୧ା୧୦(ସ୍ବ.ପ୍ର.): ଗଁା ଲୋକ ଅନ୍ଧାରରେ ରହିବାରୁ ଜେଇଙ୍କୁ ବିଦ୍ୟୁତ୍‌ ଅଫିସରେ ତାଲା ପକାଇ ଦେଇଥିଲେ। ୨୪ ଘଣ୍ଟା ନ ପୂରୁଣୁ ଗଁାକୁ ବିଦ୍ୟୁତ୍‌ ଯୋଗାଣ ସ୍ବାଭାବିକ…

ୟୁଏନଏସସିରେ ରୁଷିଆ ବିରୋଧରେ ଆମେରିକା ଆଣିଲା ପ୍ରସ୍ତାବ, ଦୂରେଇ ରହିଲେ ଭାରତ-ଚାଇନା ସମେତ ୪ ଦେଶ

ନୂଆଦିଲ୍ଲୀ,୧ ।୧୦: ବିଶ୍ୱକୁ ପଛରେ ପକାଇ ରୁଷିଆ ରାଷ୍ଟ୍ରପତି ଭ୍ଲାଦିମ ପୁଟିନ ୟୁକ୍ରେନର ୪ଟି ଅଞ୍ଚଳକୁ ନିଜ କବଜାକୁ ଆଣିଥିବା ଘୋଷଣା କରଛନ୍ତି । ପୁଟିନଙ୍କର ଏହି…

ବିକାଶ ନାମରେ ଐତିହ୍ୟ, ପରମ୍ପରାକୁ ନଷ୍ଟ କରା ନ ଯାଉ

ଖଣ୍ଡପଡ଼ା,୧ା୧୦(ସ୍ବ.ପ୍ର): ଜଗନ୍ନାଥ ସଂସ୍କୃତିର ଆଦି ପୀଠ ଭାବେ ନୟାଗଡ଼ ଜିଲାର ପ୍ରମୁଖ ପର୍ଯ୍ୟଟନସ୍ଥଳ କଣ୍ଟିଲୋସ୍ଥିତ ପ୍ରଭୁ ଶ୍ରୀନୀଳମାଧବ ଜୀଉ ସର୍ବଜନ ବିଦିତ। ଉକ୍ତ କ୍ଷେତ୍ରର ବିକାଶ ପାଇଁ…

କଳାକୃତି ଗ୍ରାମ ହେବ ପର୍ଯ୍ୟଟନସ୍ଥଳୀ

ଢେଙ୍କାନାଳ ଅଫିସ,୧ା୧୦: ଢେଙ୍କାନାଳ ଜିଲା ସଦର ବ୍ଲକରେ ଥିବା ପ୍ରସିଦ୍ଧ ପର୍ଯ୍ୟଟନସ୍ଥଳୀ ସପ୍ତଶଯ୍ୟା ପଞ୍ଚାୟତର ଡୋକ୍ରା ହସ୍ତଶିଳ୍ପ ଗ୍ରାମ ସଦେଇବେରେଣୀ ନବଜୀବନପୁରଠାରେ ନିର୍ମାଣ ହୋଇଥିବା କଳାକୃତି ଗ୍ରାମକୁ…

ଜାତୀୟ ଖେଳାଳି ନାରାୟଣ ମୁଣ୍ଡାଙ୍କ ଅଭ୍ୟାସ

ପାରାଦୀପ, ୧ା୧୦(ସ୍ବ.ପ୍ର.): ପାରାଦୀପର ମହାନଦୀ ମୁହାଣରେ ଶୁକ୍ରବାର ପ୍ରଥମକରି ଜଣେ ଜାତୀୟ ଖେଳାଳି ନାରାୟଣ ମୁଣ୍ଡା ୱିଣ୍ଡ ସର୍ଫିଂ ଅଭ୍ୟାସ କରିଛନ୍ତି। ଏପରି ଅଭ୍ୟାସ ସେ ସପ୍ତାହେ…