୧୦୦ କୋଟି କ୍ଲବ୍‌ରେ ‘ଦୃଶ୍ୟମ-୨’

ବଲିଉଡ ଅଭିନେତା ଅଜୟ ଦେବଗନଙ୍କ ଅଭିନୀତ ଫିଲ୍ମ ‘ଦୃଶ୍ୟମ-୨’ ବକ୍ସ ଅଫିସରେ ଧମାକାଦାର ଆୟ କରୁଛି। ରିଲିଜ୍‌ ହେବାର ୭ ଦିନ ମଧ୍ୟରେ ଫିଲ୍ମଟି ୧୦୦ କୋଟି…

ବିଦ୍ୟାଳୟ ପରିସରରୁ ଜବରଦଖଲ ଉଚ୍ଛେଦ

ଛେଣ୍ଡିପଦା,୨୫ା୧୧(ସ୍ବ.ପ୍ର.): ଛେଣ୍ଡିପଦା ବ୍ଲକ ଜରପଡା ଥାନା କତଡା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ଥିବା ସରକାରୀ ଜାଗାରୁ ବୁଧବାର ସ୍ଥାନୀୟ ପୋଲିସ ପ୍ରଶାସନ ଜବରଦଖଲ ଉଚ୍ଛେଦ କରିଛନ୍ତି।…

ବସଲାରେ ୩୩ ହାତୀ, ଲୋକେ ଭୟଭୀତ

ଅନୁଗୋଳ ଅଫିସ,୨୫ା୧୧: ଅନୁଗୋଳ ବ୍ଲକ ବସଲା ପଞ୍ଚାୟତ ଭେରୁବଣିଆ ଗ୍ରାମରେ ହାତୀପଲ ଆତଙ୍କ ଖେଳାଇ ଦେଇଛନ୍ତି। ବ୍ୟାପକ ଫସଲ ନଷ୍ଟ କରିବା ସହ ଆକ୍ରମଣ କରିବାକୁ ଗୋଡ଼ାଉଥିବାରୁ…

ସମସ୍ୟା ଘେରରେ କାଶୀନଗର ଏନ୍‌ଏସି

କାଶୀନଗର,୨୧ା୧୧: ଗଜପତି ଜିଲାର ଏକମାତ୍ର ଏନଏସି କାଶୀନଗର ସମସ୍ୟା ଘେରରେ ରହିଛି। ବେଶେଷକରି ଡମ୍ପିଂୟାର୍ଡ ସମସ୍ୟାର ସମାଧାନ ହୋଇପାରୁନଥିବା ଯୋଗୁ ଜନ ଅସନ୍ତୋଷ ବଢିବାରେ ଲାଗିଛି। ସହରରେ…

କାଜୁ ୟୁନିଟ୍‌ ବାହାନାରେ ବ୍ୟାଙ୍କରୁ ୨୬ଲକ୍ଷ ଠକେଇ

ବ୍ରହ୍ମପୁର ଅଫିସ,୨୫ା୧୧: ଜଣେ ବ୍ୟକ୍ତି ମୁଦ୍ରା ଯୋଜନାରେ ଏକ କାଜୁ ପ୍ରକ୍ରିୟାକରଣ ୟୁନିଟ୍‌ ସ୍ଥାପନ କରିବାକୁ ଦର୍ଶାଇ ୟୁନିୟନ୍‌ ବ୍ୟାଙ୍କରୁ ଦୁଇଟି ପର୍ଯ୍ୟାୟରେ ୨୬ଲକ୍ଷର ଋଣ ଉଠାଇ…

ଖେଣ୍ତରାରେ ଚାଲୁଛି ବେଆଇନ କୁକୁଡ଼ା ଲଢ଼େଇ

କେନ୍ଦୁଝର,୨୫ା୧୧(ସ୍ବ.ପ୍ର): କେନ୍ଦୁଝର ଜିଲା ଝୁମ୍ପୁରା ବ୍ଲକ୍‌ ଖେଣ୍ତରା ଗ୍ରାମର ଶାଳ ଜଙ୍ଗଲରେ ଦୀର୍ଘ ଦିନ ହେବ ବେଆଇନ କୁକୁଡ଼ା ଲଢ଼େଇ ହେଉଛି। ଫଳରେ ଅଞ୍ଚଳରେ ବିଭିନ୍ନ ଅସାମାଜିକ…

ପୁଣି ଇଡିରେ ହାଜର ହେଲେ ଶ୍ରଦ୍ଧାଞ୍ଜଳି

ଭୁବନେଶ୍ୱର,୨୫ା୧୧(ବ୍ୟୁରୋ): ଲେଡି ବ୍ଲାକ୍‌ମେଲର ଅର୍ଚ୍ଚନା ନାଗଙ୍କ ସହଯୋଗୀ ଶ୍ରଦ୍ଧାଞ୍ଜଳି ବେହେରା ଶୁକ୍ରବାର ପୁଣି ଇଡିରେ ହାଜର ହୋଇଛନ୍ତି। ଏହା ପୂର୍ବରୁ ଅର୍ଥାତ୍‌ ଗତ ବୁଧବାର ମଧ୍ୟ ଶ୍ରଦ୍ଧାଞ୍ଜଳିଙ୍କୁ…

‘ମୋତେ ଜଣା ନ ଥିଲା ମୁଁ କେଉଁ ରାସ୍ତା ବାଛୁଛି’

ମୁମ୍ବାଇ: ଅଭିନେତ୍ରୀ ହୁଅନ୍ତୁ କି ଅଭିନେତା। ସେମାନେ ଅନେକ ସଂଘର୍ଷ କରିବା ପରେ ସଫଳତାର ପାହାଚ ଚଢ଼ିଥାନ୍ତି। ଏମାନଙ୍କ ମଧ୍ୟରୁ ୟାମି ଗୌତମ ହେଉଛନ୍ତି ଜଣେ। ସେ…

କାର୍ତ୍ତିକେଶ୍ୱର ଭସାଣି ବେଳେ ବାଣ ବିସ୍ଫୋରଣ ଘଟଣା : ବିସ୍ଫୋରଣସ୍ଥଳକୁ ଜଗିଛି ପୋଲିସ

କେନ୍ଦ୍ରାପଡ଼ା ଅଫିସ/ଡେରାବିଶ, ୨୫ା୧୧(ସ୍ବ.ପ୍ର.): କାର୍ତ୍ତିକେଶ୍ୱର ମେଢ଼ ଆଗରେ ଡିଜେ ବାଜୁଥିଲା। ଶ୍ରଦ୍ଧାଳୁ ତାଳ ଦେଇ ନାଚୁଥିଲେ। ସିରିଜ ବାଣରେ ନିଆଁ ଲାଗିଲା। ଆଖି ପିଛୁଳାକେ ଗୋଟିଏ ପରେ…

୨୦ପ୍ରଜାତିର ପକ୍ଷୀ ଚିହ୍ନଟ

ଯାଜପୁର ଅଫିସ/କାଳିଆପାଣି, ୨୫ା୧୧(ଡି.ଏନ.ଏ.): ଟାଟା ଷ୍ଟିଲ୍‌ ମାଇନିଂ ପକ୍ଷରୁ ଗ୍ରୋ ୱିଥ୍‌ ନେଚର୍‌ ସହଯୋଗରେ ବୁଧବାର ସୁକିନ୍ଦା କ୍ରୋମାଇଟ୍‌ ଖଣିରେ ଏକ ପକ୍ଷୀ ଦର୍ଶନ ଅଧିବେଶନ (ବାର୍ଡ…