ଶେଷ ହେଲା ପ୍ରଥମ ପର୍ଯ୍ୟାୟ ମତଦାନ: ୫ଟା ଯାଏ ୫୯ ପ୍ରତିଶତ ଭୋଟିଂ, ତାପିରେ ସର୍ବାଧିକ

ଅହମ୍ମଦାବାଦ,୧।୧୨: ଗୁଜୁରାଟ ବିଧାନସଭା ନିର୍ବାଚନର ପ୍ରଥମ ପର୍ଯ୍ୟାୟ ପାଇଁ ମତଦାନ ଶେଷ ହୋଇଛି। ଭୋଟ ଦେବାର ସମୟ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ରହିଥିଲା। ଗୁରୁବାର ଗୁଜୁରାଟ ବିଧାନସଭାର…

ରାସ୍ତାକଡରେ ଆବର୍ଜନା ପଡିବାରୁ ରାସ୍ତା ଅବରୋଧ

କେନ୍ଦୁଝର,୧।୧୨ (ସ୍ବ.ପ୍ର.): କେନ୍ଦୁଝର ଜିଲା ପଣ୍ଡାପଡା ଥାନା ଅନ୍ତର୍ଗତ ନରଣପୁର-ଡୁବୁରି ରାସ୍ତାର ଉକୁଚାବେଡା ନିକଟରେ କେନ୍ଦୁଝର ସହରରୁ ବାହାରୁଥିବା ମଇଳା ଆବର୍ଜନା ଫିଙ୍ଗା ଯାଉଥିବା ପ୍ରତିବାଦରେ ଗୁରୁବାର…

ପଦ୍ମପୁର ଯିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୧।୧୨(ବ୍ୟରୋ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁକ୍ରବାର ପଦ୍ମପୁର ଯିବାର କାର୍ଯ୍ୟକ୍ରମ ରହିଛି। ପୂର୍ବାହ୍ନ ୧୦ଟାରେ ପଦ୍ମପୁରରେ ପହଞ୍ଚି ପ୍ରାୟ ସାଢ଼େ ୧୧ଟାରେ ଝାରବନ୍ଧରେ ଜନସଭାକୁ ସମ୍ବୋଧିତ କରିବେ…

ଘରେ ଥିଲା ଭଉଣୀର ମୃତଦେହ ହେଲେ ସେହିଦିନ ଷ୍ଟେଜ ଶୋ’କରିବାକୁ ଯାଇଥିଲେ ଏହି ହାସ୍ୟ ଅଭିନେତା

ବଲିଉଡ ପ୍ରସିଦ୍ଧ ଅଭିନେତା ତଥା ହାସ୍ୟ ଅଭିନେତା ଜୋନି ଲିଭରଙ୍କ କମେଡି ସମସ୍ତେ ପସନ୍ଦ କରନ୍ତି। ଜୋନି ଲିଭର ଅନେକ ଫିଲ୍ମ ଏବଂ ଶୋ’ରେ ନଜର ଆସିଛନ୍ତି।…

ଅହମ୍ମଦାବାଦରେ ୫୪କି.ମି. ଯାଏ ମୋଦିଙ୍କ ମେଗା ରୋଡ ଶୋ’: ୧୪ ବିଧାନସଭାକୁ କରିବ କଭର୍‌

ଅହମ୍ମଦାବାଦ,୧।୧୨: ଗୁଜରାଟରେ ବିଧାନସଭା ନିର୍ବାଚନ ପାଇଁ ପ୍ରଥମ ପର୍ଯ୍ୟାୟ ମତଦାନ ଗୁରୁବାର ଶେଷ ହୋଇଛି। ଅନ୍ୟପଟେ ଦ୍ୱିତୀୟ ପର୍ଯ୍ୟାୟ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅହମ୍ମଦାବାଦରେ ଏକ…

ପଲିଗ୍ରାଫ୍‌ ପରେ ନାର୍କୋ ଟେଷ୍ଟରେ ମଧ୍ୟ ନିଜ ଅପରାଧ ସ୍ବୀକାର କଲେ ଆଫ୍‌ତାବ

ନୂଆଦିଲ୍ଲୀ,୧।୧୨: ଶ୍ରଦ୍ଧା ହତ୍ୟାକାଣ୍ଡ ମାମଲାରେ ଅଭିଯୁକ୍ତ ଆଫ୍‌ତାବ ଅମିନ ପୁନାୱାଲାଙ୍କ ନାର୍କୋ ଟେଷ୍ଟ ଗୁରୁବାର ଦିଲ୍ଲୀର ରୋହିଣୀ ସ୍ଥିତ ଡା.ଭୀମାରାଓ ଆମ୍ବେଦକର ହସ୍ପିଟାଲରେ ହୋଇଛି। ଆଫ୍‌ତାବଙ୍କ ନାର୍କୋ…

ରାଜଧାନୀରେ ତିନି ଦିନ ମଦ ବିକ୍ରି ବନ୍ଦ

ନୂଆଦିଲ୍ଲୀ,୧।୧୨: ଆସନ୍ତା ୪ ତାରିଖରେ ଦିଲ୍ଲୀ ମ୍ୟୁନିସିପାଲିଟି କର୍ପୋରେଶନ (ଏମ୍‌ସିଡି) ନିର୍ବାଚନ। ଏହାକୁ ଦୃଷ୍ଟିରେ ରଖି ଶୁକ୍ରବାର ସାରୁ ଜାତୀୟ ରାଜଧାନୀରେ ତିନି ଦିନ ପର୍ଯ୍ୟନ୍ତ ମଦ…

ସ୍ବାସ୍ଥ୍ୟ ଅଧିକାରୀଙ୍କ ସହ ଦମନ ଚଳଚ୍ଚିତ୍ର ଦେଖିଲେ ଆଶାକର୍ମୀ

ଚିତ୍ରକୋଣ୍ଡା.୧।୧୨(ଡି.ଏନ୍‌.ଏ.): ମାଲକାନଗିରି ଜିଲା ପ୍ରଶାସନ ଉଦ୍ୟମରେ ଚିତ୍ରକୋଣ୍ଡା ସ୍ବାଭିମାନ ଅଞ୍ଚଳର ୯ଟି ପଞ୍ଚାୟତ ଯଥା ବଡପଡା, ପାପରମେଟେଲା, ରାଲେଗ, ଧୂଳିପୁଟ, ଯୋଡ଼ାମ୍ବ, ପଣଷପୁଟ, ଅଣ୍ଡିରାପାଲି, ଯନ୍ତ୍ରୀ ଏବଂ…

ଦକ୍ଷିଣ ଚଳଚ୍ଚିତ୍ରର ଏହି ହିନ୍ଦୀ ରିମେକ୍‌ ଚଳିତ ବର୍ଷ ରହିଥିଲା ଫ୍ଲପ୍‌: ନିର୍ମାତାଙ୍କୁ ସହିବାକୁ ପଡିଥିଲା କୋଟି କୋଟି ଟଙ୍କା କ୍ଷତି

ବଲିଉଡ୍‌ ଇଣ୍ଡଷ୍ଟ୍ରି ଖରାପ ସମୟ ଦେଇ ଗତି କରୁଛି। ଚଳିତ ବର୍ଷ ଗୋଟିଏ ପରେ ଗୋଟିଏ ବଡ ବଡ ତାରକାଙ୍କ ଫିଲ୍ମ ଫ୍ଲପ୍‌ ହୋଇଯାଇଛି। ଆଜି ଆମେ…

ରାଶିଫଳ: ଶୁକ୍ରବାର , ଡିସେମ୍ବର ୨ ତାରିଖ – Daily Horoscope

ମେଷ ଦୈହିକ ଦୁର୍ବଳତା ସାଙ୍ଗକୁ ଧୈର୍ଯ୍ୟହରା ଓ ନୈରାଶ୍ୟ ଆପଣଙ୍କୁ ବ୍ୟସ୍ତ ବିବ୍ରତ କରାଇବ। କର୍ମକ୍ଷେତ୍ରରେ କୌଶଳପୂର୍ଣ୍ଣ ବ୍ୟବହାର ଅନ୍ୟଙ୍କୁ ଆପଣାର କରିବାରେ ସାହାଯ୍ୟ କରିବ। ପାରିବାରିକ…