ଫିଲ୍ମ ନିର୍ମାତା ଗିରଫ

ବଲିଉଡ୍‌ ନିର୍ମାତା କମଲ କିଶୋର ମିଶ୍ରଙ୍କୁ ଗିରଫ କରାଯାଇଛି। ତାଙ୍କ ନାଁରେ ସ୍ତ୍ରୀଙ୍କୁ କାର୍‌ରେ ଧକ୍କା ଦେଇଥିବା ଅଭିଯୋଗ ହୋଇଛି। ଶୁକ୍ରବାର ଅନ୍ଧେରି କୋର୍ଟରେ ହାଜର କରାଯିବ।…

୧୫ରୁ ଅଧିକ ଘର ପୋଡି ପାଉଁଶ

ଶ୍ରୀନଗର,୨୮।୧୦: ଜମ୍ମୁ-କଶ୍ମୀର କିଶ୍ଟତୱର ଜିଲାର ଗାନ୍ଧାରୀ ଅଞ୍ଚଳରେ ଗୁରୁବାର ବିଳମ୍ବିତ ରାତିରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଏହି ଅଗ୍ନିକାଣ୍ଡରେ ୧୫ରୁ ଅଧିକ ଘର ପୋଡି ଯାଇଥିବା ଜଣାପଡିଛି।…

ସୂଚନା ଦେଉନାହାନ୍ତି ଅଧିକାରୀ

କାମାକ୍ଷାନଗର,୨୮।୧୦(ଡି.ଏନ୍‌.ଏ.): ଢେଙ୍କାନାଳ ଜିଲାର ଆଦିବାସୀ ଅଧ୍ୟୁଷିତ କଙ୍କଡ଼ାହାଡ଼ ବ୍ଲକରେ ସରକାରୀ ଯୋଜନାର ଅର୍ଥ ହରିଲୁଟ୍‌ ହେଉଥିବା ଅଭିଯୋଗ ହେଉଛି। ଜନଜାତି ସମ୍ପ୍ରଦାୟର ଲୋକଙ୍କ ଲାଗି ଆସୁଥିବା ଜନହିତକର…

ବ୍ୟାପୁଛି କିଡ୍‌ନୀ ରୋଗ: ରକ୍ତ ସଂଗ୍ରହ କଲା ସ୍ବାସ୍ଥ୍ୟବିଭାଗ

ବଇଣ୍ଡା,୨୮।୧୦(ଡି.ଏନ.ଏ.): ଆଠମଲ୍ଲିକ ବ୍ଲକ ଠାକୁରଗଡ଼ ପଞ୍ଚାୟତ ଅମାସମା ଓ ବାସୁଦେବପୁର ଗ୍ରାମରେ କିଡନୀ ରୋଗ ବ୍ୟାପୁଥିବାବେଳେ ଗୁରୁବାର ଜିଲା ସ୍ବାସ୍ଥ୍ୟ ବିଭାଗର ଏକ ଟିମ୍‌ ଉଭୟ ଗ୍ରାମକୁ…

ଦେଶ ପାଇଁ ସବୁ ରାଜ୍ୟ ଏକାଠି କରନ୍ତୁ କାମ: ମୋଦି

ଚଣ୍ଡିଗଡ,୨୮।୧୦: ହରିୟାଣାର ସୁରଜକୁଣ୍ଡ ଠାରେ ଦୁଇ ଦିନିଆ ଚିନ୍ତନ ଶିବିରର ଆଜି ଶେଷ ଦିନ। ପ୍ରଥମ ଦିନରେ କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହାଙ୍କ ଭାଷଣ ସହିତ…

ଜିଲାରେ ୧୪୦ ଡେଙ୍ଗୁ ରୋଗୀ ଚିହ୍ନଟ

ବ୍ରହ୍ମପୁର ଅଫିସ,୨୮ା୧୦: ଗଞ୍ଜାମ ଜିଲାରେ ଦିନକୁ ଦିନ ଡେଙ୍ଗୁ ତା’ର କାୟା ବିସ୍ତାର କରିବାରେ ଲାଗିଛି। ପୁଣିଥରେ ୫ ଜଣଙ୍କ ରକ୍ତ ନମୁନା ପଜିଟିଭ ଆସିଛି। ଡେଙ୍ଗୁ…

ଜବରଦଖଲକାରୀଙ୍କ କବ୍‌ଜାରେ ସରକାରୀ ଜମି

ଗୋପାଳପୁର,୨୮ା୧୦(ଡି.ଏନ.ଏ.): ଗଞ୍ଜାମ ଜିଲା କନିଷି ହାଟସ୍ଥିତ ତୁଳୁ ରୋଡ୍‌ରେ ଜବରଦଖଲ କରି ରହିଥିବା ବ୍ୟକ୍ତିଙ୍କୁ କନିଷି ତହସିଲ ପକ୍ଷରୁ ଉଚ୍ଛେଦ ନେଇ ନୋଟିସ ଜାରି କରାଯାଇଛି। କନିଷି…

ଏଏପି ଜିତିଲେ ୫ ବର୍ଷରେ ସ୍ବଚ୍ଛ ଦିଲ୍ଲୀ: କେଜ୍‌ରିଓ୍ବାଲ

ନୂଆଦିଲ୍ଲୀ,୨୮୧୦ : ଆଗାମୀ ଦିଲ୍ଲୀ ମ୍ୟୁନିସିପାଲ କର୍ପୋରେଶନ(ଏମ୍‌ସିଡି) ନିର୍ବାଚନ ଆବର୍ଜନା ପ୍ରସଙ୍ଗକୁ ନେଇ ଲଢ଼ାଯିବ ବୋଲି ଗୁରୁବାର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌୍‌ରିଓ୍ବାଲ ସୂଚନା ଦେଇଛନ୍ତି। ଆମ୍‌ ଆଦ୍‌ମୀ…

ନନ୍ଦନକାନନରେ ହାତୀ ପ୍ରେମା ଅସୁସ୍ଥ , ଚାଲିଛି ଚିକିତ୍ସା

ଭୁବନେଶ୍ୱର,୨୮।୧୦(ବ୍ୟୁରୋ): ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ଥିବା ହାତୀ ପ୍ରେମା ଅସୁସ୍ଥ ହୋଇପଡିଛି। ଏବେ ତାର ଚିକିତ୍ସା ଚାଲିଛି। ବାର୍ଦ୍ଧକ୍ୟ ଜନିତ କାରଣ ଯୋଗୁ ହାତୀଟି ଅସୁସ୍ଥ ହୋଇପଡିଥିବା…

ନିଖୋଜ ଅଛନ୍ତି କି ଏମ୍‌ପି ଶତ୍ରୁଘ୍ନ ସିହ୍ନା: ଲାଗିଲା ପୋଷ୍ଟର

କୋଲକତା,୨୮।୧୦: ପଶ୍ଚିମବଙ୍ଗର ଆସାନସୋଲ ଲୋକ ସଭା ଆସନରୁ ତୃଣମୂଳ କଂଗ୍ରେସ (ଟିଏମସି) ଏମ୍‌ପି ଥିବା ଶତୃଙ୍ନ ସିହ୍ନା ‘ନିଖୋଜ’ ପୋଷ୍ଟରକୁ ନେଇ ଚର୍ଚ୍ଚା ଜୋର ଧରିଛି। ସେ…