ଜମିମାଫିଆଙ୍କ କବଜାରେ ରାଧାକୃଷ୍ଣଙ୍କ ଜମିକୁ ନେଇ ଅଭିଯୋଗ  

ପୁରୁଷୋତ୍ତମପୁର,୨୭/୧୨(ଡିଏନ୍ଏ) ଗଞ୍ଜାମ ଜିଲା ପୁରୁଷୋତ୍ତମ ପୁର ସହର ଉପକଣ୍ଠରେ ରାଧାକୃଷ୍ଣ ମହାପ୍ରଭୁବିଜେ ନାମରେ ଥିବା ପ୍ରାୟ ଏକ ଏକରରୁ ଉର୍ଦ୍ଧ ଜମିକୁ ଜମି ମାଫିଆ ମାନେ କବଜା…

୨୩୨ଗ୍ରାମର ବ୍ରାଉନସୁଗାର ଜବତ, ଜଣେ ଗିରଫ

ବାଲେଶ୍ବର ଅଫିସ,୨୭।୧୨: ବାଲେଶ୍ବର ଖନ୍ତାପଡା ଅଞ୍ଚଳରେ ଅବକାରୀ ପୋଲିସ ଟିମ୍‌ ପକ୍ଷରୁ ଚଢାଉ କରାଯାଇଛି। ଚଢାଉରେ ୨୩୨ଗ୍ରାମର ବ୍ରାଉନସୁଗାର ଜବତ ହେବା ସହ ଏଥିରେ ଜଣଙ୍କୁ ଗିରଫ…

ତାଲିବାନ କ୍ରୁରତାକୁ ଇସଲାମ ରାଷ୍ଟ୍ରଙ୍କ ପକ୍ଷରୁ ବିରୋଧ…

କାବୁଲ,୨୭।୧୨ : ଆଫଗାନିସ୍ତାନରେ କ୍ଷମତାରେ ଥିବା ତାଲିବାନ ଶାସକଙ୍କ କୃରତା ଯୋଗୁ ବର୍ତ୍ତମାନ ସରକାର ଇସଲାମ ଜଗତରୁ ମଧ୍ୟ ବିଚ୍ଛିନ୍ନ ହେବାରେ ଲାଗିଛନ୍ତି। ବିଶ୍ୱବିଦ୍ୟାଳୟରେ ମହିଳା ଶିକ୍ଷା…

ଟିଟିଲାଗଡ଼ରେ କ୍ରାଇମବ୍ରାଞ୍ଚ ଟିମ୍‌

ଟିଟିଲାଗଡ଼,୨୭।୧୨(ଡି.ଏନ୍‌.ଏ.): ଗୋବିନ୍ଦ ସାହୁ ହତ୍ୟା ମାମଲାରେ ତଦନ୍ତ କରୁଥିବା ରାଜ୍ୟ କ୍ରାଇମବ୍ରାଞ୍ଚ ଟିମ୍‌ ମଙ୍ଗଳବାର ଟିଟିଲାଗଡ଼ରେ ପହଞ୍ଚିଥିଲେ। କ୍ରାଇମ୍‌ବ୍ରାଞ୍ଚର ଡିଏସ୍‌ପି ବିଜୟ ମଲ୍ଲିକଙ୍କ ନେତୃତ୍ୱରେ ୫ ଜଣିଆ…

ସଲମାନଙ୍କୁ କଟ୍ରିନାଙ୍କ ନିଆରା ଶୁଭେଚ୍ଛା ବାର୍ତ୍ତା

ବମ୍ବେ: ୫୭ ବର୍ଷରେ ଭାଇଜାନ୍‌। ଡିସେମ୍ବର ୨୭ ଅର୍ଥାତ ଆଜି ନିଜର ଜନ୍ମଦିନ ପାଳନ କରୁଛନ୍ତି ବଲିଉଡ୍‌ର ମୋଷ୍ଟ ଏଲିଜିବୁଲ୍‌ ବ୍ୟାଚ୍‌ଲର ତଥା ଅଭିନେତା ସଲମାନ୍‌ ଖାଁ।…

ରୁଷିଆର ସମ୍ଭ୍ରାନ୍ତଙ୍କ ମୃତ୍ୟୁ ପଛରେ ପୁଟିନଙ୍କ ହାତ ନେଇ ସନ୍ଦେହ…

ମସ୍କୋ,୨୭।୧୨ : ଓଡ଼ିଶାର ରାୟଗଡ଼ରେ ଏକ ସପ୍ତାହ ମଧ୍ୟରେ ଦୁଇ ରୁଷିଆ ନାଗରିକଙ୍କର ମୃତ୍ୟୁ ଘଟିଛି। ଏଥିମଧ୍ୟରେ ରୁଷିଆର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଦଳର ସମର୍ଥକ ତଥା…

ଦୈନିକ ସଂକ୍ରମଣ ୦.୩୨ ପ୍ରତିଶତ, ସ୍ଥିତି ଉପରେ ତୀକ୍ଷ୍‌ଣ ନଜର…

ନୂଆଦିଲ୍ଲୀ, ୨୭।୧୨: ଦେଶରେ କରୋନା ମହାମାରୀ ସଂକ୍ରମଣ ନେଇ ପୁଣି ଆତଙ୍କ ଘନେଇବାରେ ଲାଗିଛି। ସଂକ୍ରମଣ ଦିନେ କମିଲେ ପୁଣି ବଢ଼ିବାରେ ଲାଗିଛି। ସେହିପରି ସୁସ୍ଥତା ହାର…

ମାନିଲେ ଶେହବାଜ ଶରିଫ: ଆର୍ଥିକ ସ୍ଥିତି ସଙ୍କଟ ଜନକ…

ଇସଲାମାବାଦ,୨୭।୧୨ : ପାକିସ୍ତାନର ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ଖୋଲାଖୋଲି ଭାବେ ସ୍ବୀକାର କରିଛନ୍ତି ଯେ ତାଙ୍କ ଦେଶ ଡିଫଲ୍ଟ ସ୍ଥିତିରେ ପହଞ୍ଚିଛି। ତେବେ ବର୍ତ୍ତମାନ ପରିସ୍ଥିତି ଭଲ…

ବେକରେ ଜାଭେଲିନ ପଶି ଗୁରୁତର ଥିଲେ ସଦାନନ୍ଦ: ଫେରିଲେ ଘରକୁ

ବଲାଙ୍ଗୀର ଅଫିସ,୨୭।୧୨: ବେକରେ ଜାଭେଲିନ ପଶି ଗୁରୁତର ହୋଇଥିବା ସଦାନନ୍ଦ ମେହେର ମଙ୍ଗଳବାର ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ହସ୍ପିଟାଲରୁ ଡିସ୍ଚାର୍ଜ ହେବା ପରେ ସେଦିନ ଘଟିଥିବା…

ରେଖା ଗୁପ୍ତାଙ୍କୁ ଦିଲ୍ଲୀର ମେୟର ପ୍ରାର୍ଥୀ ଭାବେ ଘୋଷଣା କଲା ଭାଜପା

ନୂଆଦିଲ୍ଲୀ,୨୭।୧୨: ଦିଲ୍ଲୀର ମେୟର ପ୍ରାର୍ଥୀ ଭାବେ ରେଖା ଗୁପ୍ତାଙ୍କ ନାମ ଭାଜପା ପକ୍ଷରୁ ମଙ୍ଗଳବାର ଘୋଷଣା କରାଯାଇଛି। ଆଜି ନାମାଙ୍କନପତ୍ର ଦାଖଲ କରିବାର ଶେଷ ଦିନ ଥିବା…